ପ୍ରତ୍ୟକ ଦିନ ବାସି ମୁଁହରେ ଖାଆନ୍ତୁ 2 ଚାମଚ, ଜୀବନସାରା ମଧୁମେହ, କୋଲେଷ୍ଟ୍ରୋଲ, ପେଟରୋଗ ଏବଂ ହୃଦୟ ରୋଗ ହେବ ନାହିଁ

ଆଜି ଆମେ ଆପଣଙ୍କୁ ଏହି ଭଳି ଏକ ଉପାୟ କହିବା । ଯାହାକୁ କରିବା ଦ୍ଵାରା ଆପଣଙ୍କ ର ଅନେକ ବେମାରି ଭଲ ହୋଇ ପାରିବ ଆଜି ଆମେ ଆପାଙ୍କୁ କହିବା ପାଇଁ ଯାଉଥିବା ବେମାରି ମଧ୍ୟରେ ଡାଇବେଟିସ ଅଛି, ମୋଟାପ ଅଛି, ପେଟ ରୋଗ ମଧ୍ୟ ଅଛି । ଆପଣଙ୍କର ଯଦି ବ୍ଲଡ଼ ପ୍ରେସର ଭଲ ରହିବ ତେବେ ଆପଣଙ୍କ ହାର୍ଟ କେବେହେଲେ ଚୋକ ହେବନି । ଏହି ଉପଚାର କୁ ବନାଇବା ପାଇଁ ଯାହା ଦରକାର ତାହା ହେଉଛି ଅଳସି କିମ୍ବା ମିରିକାଳି ।

ଏହା ଆପଣ ସାଧାରଣ ଭାବେ ବଜାର ରୁ ପାଇଯିବେ ଆପଣ ଯଦି ଭାବୁ ଛନ୍ତି କି ଏହା ଆପାନନ୍କୁ ମିଲୁନି ଆପଣ ଏହା ପାଇଁ ଅନଲାଇନ ମଢହୟ ଏହାକୁ ଆଣି ପାରିବେ । ତେବେ ଏହା ର ଇଂରାଜୀ ନାମ ହେଉଛି ଫ୍ଲେକ୍ସ ସିଡ । ଏହା ମଧ୍ୟରୁ ଆମକୁ ମାଛ ରୁ ମିଳୁଥିବା କ୍ଷମତା ଭଳି ଜିନିଷ ମିଳିଥାଏ । ଏହାକୁ ସବୁ ଦିନ ସେବାନ୍ନ କରିବା ଭଲ ହୋଇ ଥାଏ । ଏହାକୁ ଖାଇଲେ ଆମର ରକ୍ତ ପତଳା ହୋଇଥାଏ । ଯାହା ଦ୍ଵାରା ଏହା ସହଜାରେ କେଉଁ ଜାଗାରେ ବ୍ଲକ ହୋଇ ନଥାଏ ।

ଏହା କୁ ରେଗୁଲାର ଖାଇବା ଦ୍ଵାରା ଆମେ ଅନ୍ତ୍ର କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ପ୍ରୋସଟେଟ କ୍ୟାନ୍ସର, ସର୍ବିକାଳ କ୍ୟାନ୍ସର ରେ ପଡିବାର ଆଶଙ୍କା ଥାଏ । ମିରିକାଳି ରେ ଫାଇବାର, ପୋଟାସିୟମ, ଭିଟାମିନ ଭଳି ତତ୍ଵ ମିଳିଥାଏ । ଏହା ଏକ ସୁପର ଖାଦ୍ଯ ଅଟେ ।

ଏହାକୁ ଉଚ୍ଚିତ ମାତ୍ରାରେ ଖାଇବା ଦ୍ଵାରା ଆମର ଓଜନ ନିୟନ୍ତ୍ରଣ ରେ ରହି ଥାଏ । ଏହାକୁ ଆୟୁବେଦ ରେ ଏକ ରାମବାଣ ଔଷଧ ବୋଲି କୁହାଯାଇ ଥାଏ । ଦ୍ଵିତୀୟ ସାମଗ୍ରୀ ଯାହା ଆମେ ବ୍ୟବହାର କରିବା ତାହା ହେଉଛି ଦହି । ଏହା ଆମ ପେଟକୁ ଥଣ୍ଡା ରଖିବା ସହ ଏହା ଆମ ହାର୍ଟ ମଧ୍ୟ ଭଲ ହୋଇଥାଏ ।

ଏହାକୁ ସେବନ କରିବା ଦ୍ଵାରା ଆମର କିଡନୀ ଭଲ ଭାବେ କାମ କରିଥାଏ । ଏହା ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଯେଉଁ ମାନେ ସବୁ ଦିନ କିଛି ମାତ୍ରାରେ ଦହି ଖାଇ ଥାନ୍ତି ସେମାନେ ସଉ ବେଳେ ଆଣ୍ଠୁ ଗଣ୍ଠି ବିନ୍ଧା ଠାରୁ ମଧ୍ୟ ଦୂରେଇ ରହି ଥାନ୍ତି । ଅଧିକା ଖଟା ଦହି ଖାଇବା ଅନୁଚିତ ଅଟେ । ପ୍ରଥମେ ଆପଣ କିଛି ମାତ୍ରାରେ ମିରିକାଳି କୁ ଗୁଣ୍ଡ କରି ଦିଅନ୍ତୁ ।

ଓ ଏକ କଟୋରା ଦହି ନେଇକି ଏହା ମଧ୍ୟରେ ମିରିକାଳି କୁ ମିଶାଇ ଏହାକୁ ଆପଣ କହନ୍ତୁ ସବୁ ଦିନ । ଆପଣ ଏହାକୁ ଗୋଳାଇବା ମାତ୍ରେ ଏହାକୁ ଆପଣ ଖାଇ ନେବେ । ଏହାକୁ ଆପଣ ଅଧିକ ସମୟ ଯାଏ ରଖିବେ ନି ।

ଯଦି ଆପଣ ଜିମ ଯାଉଛନ୍ତି ତେବେ ଆପଣ ଏହା ମଧ୍ୟରେ କିଛି ମହୁ ମିଶାଇକି କ୍ଷାନ୍ତୁ ଆପଣ ଙ୍କ ମଶଲ ଖୁବ ଭଲ ଭାବେ ଆସିବ । ଆପଣଙ୍କ ଶରୀର ରେ ଥିବା ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇ ଦେଇ ଥାଏ ଏହି ମିରିକାଳି ।

Leave a Reply

Your email address will not be published. Required fields are marked *