ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଗଣେଶ ମୂର୍ତ୍ତି ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ନାମ, ଜନ୍ମସ୍ଥାନ, ରାଶି,ନକ୍ଷତ୍ର ପରସ୍ପର ଠାରୁ ଅଲଗା ହୋଇଥାଏ । ସେହି ପରି ବ୍ୟକ୍ତିର ପସନ୍ଦ ଏବଂ ନାପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପସନ୍ଦରୁ ତାର ଭବିଷ୍ୟତ, ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣି ହେବ । ଆଜି ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ କହିବୁ । ତେବେ ବନ୍ଧୁଗଣ ପ୍ରଥମ  ଆପଣ ଦେଖାଇଥିବା ତିନୋଟି ଗଣେଶ ମୂର୍ତ୍ତି ଗୁଡିକ ମଧ୍ୟରୁ ନିଜର ପ୍ରଥମ ନଜରରେ ହିଁ ଗୋଟେ ମୂର୍ତ୍ତି ପସନ୍ଦ କରନ୍ତୁ ଏବଂ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଜଣାନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପ୍ରଥମ ମୂର୍ତ୍ତି:- ଯଦି ଆପଣ ପ୍ରଥମ ମୂର୍ତ୍ତି ଚୟନ କରିଛନ୍ତି ତେବେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ନିଜ ଇଚ୍ଛାରେ କାମ କରିଥାନ୍ତି । ଏବଂ ସଫଳତା ମଧ୍ୟ ପ୍ରାପ୍ତି କରିଥାନ୍ତି । ଆପଣ ନିଜର ପରିବାରକୁ ବହୁତ ଭଲ ପାଇଥାନ୍ତି । ଆପଣ ନିଜର ପ୍ରୀୟଜନଙ୍କୁ ସଦା ସର୍ବଦା ଖୁସିରେ ଦେଖିବାକୁ ଇଚ୍ଛା ରଖିଥାନ୍ତି ।

ଆପଣ କେବେ ମଧ୍ୟ ଗର୍ବ କରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ଅନ୍ୟକୁ ସାହାଯ୍ୟ କରିଥାନ୍ତି । ଆପଣ ଅନ୍ୟର ସୁଖରେ ଶୁଖି ହୁଅନ୍ତି । ଆପଣ ନିଜର ଆତ୍ମୀୟ ଲୋକଙ୍କ ସମସ୍ୟା ଦେଖି ସାହାଯ୍ୟ କରିଥାନ୍ତି । ଆପଣ ସବୁବେଳେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନ ମଧ୍ୟ କରିଥାନ୍ତି ।

ଦୂତୀୟ ମୂର୍ତ୍ତି:- ଯଦି ଆପଣ ଦୂତୀୟ ଗଣେଶ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ସମସ୍ତଙ୍କ ଠାରୁ ଅଲଗା । ଆପଣଙ୍କ ଚିନ୍ତା ଧାର ମଧ୍ୟ ଅନ୍ୟମାନଙ୍କ ଠାରୁ ଅଲଗା । ଆପଣ ସବୁବେଳେ କିଛି ନୂଆ କରିବାକୁ ଚାହିଁଥାନ୍ତି । ଆପଣ ବର୍ତ୍ତମାନ ସମୟରେ ତାଳ ଦେଇ ଚାଲିବାକୁ ପସନ୍ଦ କରିଥାନ୍ତି । ଆପଣ କେବେ ମଧ୍ୟ ଦେଖନ୍ତି ନାହିଁ କି କିଏ ଆପଣଙ୍କ ମିତ୍ର ଏବଂ କିଏ ଆପଣଙ୍କ ଶତ୍ରୁ ଆପଣ ସାହାଯ୍ୟ କରିଥାନ୍ତି । ଆପଣ ନିଜର ବନ୍ଧୁ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ଭଲପାଇଥାନ୍ତି ।

ତୃତୀୟ ମୂର୍ତ୍ତି:- ଯଦି ଆପଣ ତୃତୀୟ ଗଣେଶ ମୂର୍ତି ବାଛିଛନ୍ତି ତେବେ ଆପଣ ବହୁତ ରହସ୍ୟମୟ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ କେହି ମଧ୍ୟ ବୁଝିପାରନ୍ତି ନାହିଁ । ଆପଣ କେତେବେଳେ ଭଲରେ କଥା ହୁଅନ୍ତି ତ କେତେବେଳେ ରାଗିକି । ଆପଣ ନିଜର ବ୍ୟବହାର ବାରମ୍ବାର ବଦଳାଇଥାନ୍ତି । ଆପଣ ନିଜର ଦୁଃଖ ସୁଖ କାହା ସହ ସେୟାର କରନ୍ତି ନାହିଁ ।

ଆପଣ କେଉଁଠି ଅନ୍ୟାୟ ଦେଖି ସହିପାରନ୍ତି ନାହିଁ । ଆପଣ ସବୁବେଳେ ନ୍ୟାୟର ସାଥ ଦେଇଥାନ୍ତି । ଆପଣ କାହା ବିଷୟରେ କେବେ ମଧ୍ୟ ଖରାପ ଚିନ୍ତା କରନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣ କେଉଁ ଗଣେଶ ମୂର୍ତ୍ତି ଚୟନ କରିଥିଲେ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *