କାହାର ନାମ ଭାବି କୌଣସି ଗୋଟେ ନମ୍ବର ହାର୍ଟ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଦର୍ଶକ ବନ୍ଧୁ ମଣିଷ ଜୀବନ ବଡ ବିଚିତ୍ର ଅଟେ । କେତେବେଳେ କଣ ହୋଇଯିବ ତାହା କେହି କହି ପାରିବେ ନାହି । କିନ୍ତୁ ମଣିଷ ନିଜ ଜୀବନରେ କଣ ଚେଞ୍ଜ କରି ପାରିବ ତାହା ନିଜ ହାତରେ ଅଛି । କହିବାର ଅର୍ଥ ଏହା କି ମଣିଷ ନିଜର ଆଗାମୀ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେବ ତାହା ନିଜ ଉପରେ ନିର୍ଭର କରିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଆପଣ 3ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ଚୟନ କରି କେମିତି ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ନେଇ କଣ ବିଚାର କରୁଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଯଦି ଆପଣ ପ୍ରଥମ ହାର୍ଟ ର ଚିତ୍ର କୁ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଆଶା ରଖିଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । କିନ୍ତୁ ଆପଣ ନିଜ ଲାଇଫକୁ ନେଇ ଅଧିକ ବ୍ୟସ୍ତ ରହୁଛନ୍ତି । ସେଥିପାଇଁ ତାଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି । ସେ ଚାହୁଁ ଛନ୍ତି ଆପଣ ତାଙ୍କ ସହ ସମୟ ବ୍ୟତିତ କରନ୍ତୁ କଥା ହୁଅନ୍ତୁ । ଆପଣ ଜୀବନରେ ତାଙ୍କ ବିନା ଖୁସି ରହୁ ନାହାନ୍ତି ଏମିତି ସେ ଭାବୁଛନ୍ତି । ଆପଣ କେବେ କହୁ ନାହାନ୍ତି କି ତାଙ୍କୁ କେତେ ଭଲ ପାଉଛନ୍ତି ।

୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ହାର୍ଟ ର ଚିତ୍ରକୁ ଚୁଜ କରିଛନ୍ତି ସେ ଭାବୁଛନ୍ତି ଆପଣଙ୍କୁ ନେଇ କି ଆପଣଙ୍କ ଠାରୁ ବହୁତ ଆଶା ରଖିଛନ୍ତି । ସେ ଆପଣଙ୍କୁ ଭଲ ବନ୍ଧୁ ଭାବୁଛନ୍ତି । ଆପଣ ମନ କଥା ଲୁଚାଇ ରଖନ୍ତି ନାହି । ଆପଣ ସମସ୍ତଙ୍କୁ ସାହାର୍ଯ୍ୟ କରନ୍ତି । ସେ ଆପଣଙ୍କୁ ବହୁତ ଲାଇକ କରୁଛନ୍ତି । ତାଙ୍କ ଅତୀତକୁ ନେଇ ଆପଣ ସବୁ କିଛି ଜଣାଇଛନ୍ତି ଆଉ ତାଙ୍କୁ କ୍ଷମା ବି କରିଛନ୍ତି । ଏହା ପରେ ବି ସେ ଭାବୁଛନ୍ତି ଆପଣଙ୍କ ଲାୟକ ନୁହନ୍ତି । ତାଙ୍କ ଲାଇଫରେ ଆପଣଙ୍କ ଭଳି ମଣିଷର ଜରୁରତ ଅଛି ଯାହାକୁ ସେ ଖୋଲିକି କହୁ ନାହାନ୍ତି ।

୩- ଯଦି ଆପଣ ତୃତୀୟ ହାର୍ଟର ଚିତ୍ରକୁ ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କ ଉପରେ ନିଜ ଠାରୁ ଅଧିକ ବିଶ୍ଵାସ କରୁଛନ୍ତି । ସେ ଆପଣଙ୍କୁ କୌଣସି ବି ସ୍ଥିତିରେ ଛାଡ଼ିପାରିବେ ନାହି । ସେ ଆପଣଙ୍କୁ କେବେ ଭୁଲିପାରିବେ ନାହି । ଆପଣ ବି ତାଙ୍କୁ କେବେ ଭୁଲିବେ ନାହି କି ଛାଡିବେ ନାହି । ଦୁହିଙ୍କ ମଧ୍ୟ ରେ ଟୃ ଲଭ ଅଛି ।

ସେ ଆପଣଙ୍କର ପ୍ରତେକ ଟି ଫିଲିଙ୍ଗ୍ସ କୁ ବୁଝୁଛନ୍ତି । ଆପଣଙ୍କୁ ତାଙ୍କ ଲାଇଫରେ ସବୁ ଖୁସି ଦେବାକୁ ଚାହୁଁ ଛନ୍ତି । ଆପଣ ଜଣେ ପରଫେକ୍ଟ ଲାଇଫ ପାର୍ଟନର ଏମିତି ସେ ଭାବୁଛନ୍ତି । ଆପଣ ବି ତାଙ୍କୁ ବହୁତ ଭଲ ପାଉଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *