ଭଦ୍ରକରେ ଯେତେବେଳେ ଗାଁ ଲୋକମାନେ ମିସିକି Naga ଯୋଡିକୁ ଜିଅନ୍ତା ଜଳେଇ ଦେଲେ, ତାପରେ ଗାଁ ଲୋକଙ୍କ ସହ ଯାହା ହେଲା, ଦେଖିଲେ ହାତ ଯୋଡିଦେବେ ଆପଣ

ବନ୍ଧୁଗଣ ଶାସ୍ତ୍ରରେ ଅଛି କି ନାଗ କୁ ମାରିବା ଉଚିତ ହୋଇନଥାଏ । କାରଣ ନାଗକୁ ମାରିବା ସମୟରେ ନାଗର ଆଖିରେ ମାରିଥିବା ବ୍ୟକ୍ତିର ଚିତ୍ର ରହିଥାଏ । ଯଦି ଆପଣ ଭୁଲ ବସତ ନାଗକୁ ମାରିଦେଇଛନ୍ତି ତେବେ ତାହାକୁ ସାଙ୍ଗେ ସାଙ୍ଗେ ନିଆଁରେ ଜଳାଇ ଦେବା ଉଚିତ ହୋଇଥାଏ । ନହେଲେ ନାଗୁଣୀ ନାଗକୁ ମାରିଥିବା ବ୍ୟକ୍ତିର ଚିତ୍ର ଦେଖି ପ୍ରତିଶୋଧ ନେଇଥାଏ । ଏହିପରି କିଛି ଭଦ୍ରକ ର ଗୋଟେ ଗାଆଁ ର ଗ୍ରାମବାସୀ ମାନଙ୍କ ସହିତ ହୋଇଛି ।

ଭଦ୍ରକର ଆମ୍ବ୍ରୋଲି ଗ୍ରାମରେ ରହୁଥିବା ଗ୍ରାମବାସୀ ମାନଙ୍କ ସହ ଏମିତି କିଛି ଘଟଣା ଘଟିଲା କି ଯାହା ଆଜି ପର୍ଯ୍ୟନ୍ତ ଏମିତି ଘଟଣା ଆପଣ ଶୁଣି ନଥିବେ । ଆମ୍ବ୍ରୋଲି ଗ୍ରାମରେ ରହୁଥିବା ସମସ୍ତ ଲୋକ ବହୁତ ଭଲ ଓ ନିରୀହ ଅଟନ୍ତି । ସେଠାରେ ସମସ୍ତେ ମିଳିମିଶି ରହିବାକୁ ପସନ୍ଦ କରୁଥିଲେ । ସମସ୍ତେ ପରସ୍ପର ପାଇଁ ଛିଡା ହେଉଥିଲେ ।

କିନ୍ତୁ ଗୋଟେ ଦିନ ଏମିତି ଘଟଣା ଘଟିଲା କି ସେହି ଗ୍ରାମରେ ରହୁଥିବା ସମସ୍ତ ଗ୍ରାମବାସୀ ଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଗଲା । ଏମିତି ଏହା ଭୁଲ ହୋଇଗଲା ଯାହା ପାଇଁ ବହୁତ ଗ୍ରାମବାସୀ ଏହି ଗୋଟେ ଭୁଲ ପାଇଁ ନିଜର ଜୀବନ ମଧ୍ୟ ହାରି ଦେଲେ । ଏହି ଘଟଣା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ଘଟଣା ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଭଦ୍ରକର ଆମ୍ବ୍ରୋଲି ଗ୍ରାମରେ ରହୁଥିବା ଗ୍ରାମବାସୀ ମାନେ ବହୁତ ହସ ଖୁସିରେ ରହୁଥିଲେ କିନ୍ତୁ ଗୋଟେ ଦିନ ନାଗୁଣୀ ଏହି ଗ୍ରାମବାସୀ ମାନଙ୍କ ସବୁ ଖୁସି ଛଡେଇ ନେଲା । ସେହି ଗ୍ରାମର ମଝିରେ ଗୋଟେ ବିଶାଳ ବରଗଛ ଟିଏ ଥିଲା । ସେହି ଗଛରେ ଗୋଟେ ନାଗ ନାଗୁଣୀ ଯୋଡ଼ି ରହୁଥିଲେ । ଗୋଟେ ଦିନ ଗ୍ରାମବାସୀ ଗ୍ରାମରେ ଗୋଟେ ମନ୍ଦିର ତିଆରି କରିବେ ବୋଲି ନିଷ୍ପତି ନେଲେ ।

ଏବଂ ସେମାନେ ମନ୍ଦିର ତିଆରି କରିବା ପାଇଁ ଜାଗା ସ୍ଥିର କରିଥିଲେ । ସେତିକିବେଳେ ସେମାନେ ସମସ୍ତେ ଏହା ଭାବିଲେ କି ଗାଆଁ ରେ ଥିବା ବରଗଛ କୁ କାଟି ସେଠାରେ ମନ୍ଦିର ନିର୍ମାଣ କରିବେ । ଯାହା ଦ୍ଵାରା ତାଙ୍କ ଗ୍ରାମରେ ସବୁଲୋକ ପ୍ରତିଦିନ ସେହି ମନ୍ଦିର କୁ ଯାଇପାରିବେ । କିନ୍ତୁ ସେହି ବରଗଛ ରେ ୧୦୦ ବର୍ଷରୁ ଗୋଟେ ନାଗ ନାଗୁଣୀ ଯୋଡ଼ି ରହୁଥିଲେ । ଯାହା ବିଷୟରେ ଗ୍ରାମର କୌଣସି ଲୋକ ଜାଣିନଥିଲି । ଯେତେବେଳେ ବରଗଛ କୁ କଟାଗଲା ନାଗ ଓ ନାଗୁଣୀ ଦୁହେଁ ରାଗିଗଲେ ଏବଂ ସେମାନେ ତାଙ୍କୁ ଚୋଟ ମାରିବାକୁ ଲାଗିଲେ ।

ସେତେବେଳେ କିଛି ଗାଆଁ ଲୋକ ନାଗ କୁ ମାରିଦେଲେ । ସେହି ସମୟରେ ନାଗୁଣୀ ସେଠାରୁ ନିଜର ଜୀବନ ବଞ୍ଚାଇ ସେଠାରୁ ଚାଲିଗଲା । ଗାଆଁ ର ଲୋକ ନାଗକୁ ଜଳାଇଦେଲେ । କିନ୍ତୁ ନାଗୁଣୀ ଗ୍ରାମବାସୀ ମାନଙ୍କୁ ଦେଖିଦେଇଥିଲା । ଯେଉଁ କାରଣରୁ ତାହାର ପର ଦିନଠାରୁ ନାଗୁଣୀ ସମସ୍ତଙ୍କ ଘରକୁ ଯାଇ ଜଣ ଜଣ କି ସମସ୍ତଙ୍କୁ ମାରିବାକୁ ଲାଗିଲା । ପ୍ରତିଦିନ ଗ୍ରାମରୁ ଜଣେ ମୃତ ବାହାରୁଥିଲେ । ଏହାପରେ ଗ୍ରାମବାସୀ ଜଣେ ବାବା ଙ୍କ ପାଖକୁ ଗଲେ । ଏବଂ ବାବାଙ୍କୁ ସବୁ କଥା କହିଲେ ।

ତାହାପରେ ବାବା ଗ୍ରାମବାସୀ ଙ୍କୁ କହିଲେ ସେମାନଙ୍କ ଛୋଟ ଭୁଲ ପୁରା ଗ୍ରାମବାସୀ ଙ୍କ ପାଇଁ ବିପଦ ପାଲଟିଛି । କାରଣ ନାଗ ଠାରୁ ବେଶୀ ରାଗି ନାଗୁଣୀ ହୋଇଥାଏ ଏବଂ ନାଗୁଣୀ ସମସ୍ତଙ୍କୁ ମାରିବା ପରେ ହିଁ ଶାନ୍ତ ହେବ । ପୁରା ଗ୍ରବସି ବାବା ଙ୍କୁ କୌଣସି ପ୍ରତିକାର ପାଇଁ କହିଲେ । ଏହାପରେ ବାବା ନିଜର ଶକ୍ତି ଦ୍ଵାରା ନାଗୁଣୀ ର ବାସ ସ୍ଥାନ ବିଷୟରେ ଗ୍ରାମବାସୀ ଙ୍କୁ ଜଣାଇଲେ ।

ଏବଂ କହିଲେ ନାଗୁଣୀ କୁ ମାରିବା ପରେ ତା ଶରୀରକୁ ନାଗର ଶରୀର ଯେଉଁଠାରେ ଜଳାଇଥିଲ ସେହିଠାରେ ଜଳାଇଦେବ । ସବୁ ଗାଆଁ ଲୋକ ସେହିପରି କଲେ । ଏହାପରେ ସେହି ଗ୍ରାମରେ ଆଊ କାହାର ମୃତ୍ୟୁ ହେଲାନି । କିନ୍ତୁ ଗ୍ରାମବାସୀ ଙ୍କ ଗୋଟେ ଭୁଲ ପାଇଁ ବହୁତ ଲୋକଙ୍କ ଜିବନ ଚାଲିଗଲା । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଏବଂ କମେଣ୍ଣ୍ଟ ରେ ଲେଖନ୍ତୁ ଓମ ନମଃ ଶିବାୟ ।

Leave a Reply

Your email address will not be published. Required fields are marked *