ଭଗବାନ ଶିବଙ୍କ ସବୁଠୁ ଅଧିକ ପ୍ରିୟ ହୋଇଥାନ୍ତି ଏହି 6 ଟି ନାମର ଲୋକ – ଦେଖନ୍ତୁ ଆପଣଙ୍କ ନାମ ବି ଥାଇପାରେ

ବନ୍ଧୁଗଣ ନମସ୍କାର ଜ୍ୟୋତିଷ ଶା-ସ୍ତ୍ର ଅନୁସାରେ ଭଗବାନ ମହାଦେବ ହେଉଛନ୍ତି ସୃଷ୍ଟି ର ସଂ-ହା-ର କର୍ତା । କୌଣସି ବ୍ୟକ୍ତି ର କର୍ମ ଅନୁଯାୟୀ ହିଁ ମହା ଦେବ ସେହି ବ୍ୟକ୍ତି କୁ ଫଳ ପ୍ରଦାନ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଭଲ କର୍ମ କରିଥାଏ ତେବେ ମହାଦେବ ସେହି ବ୍ୟକ୍ତି ଙ୍କୁ ନିଶ୍ଚିତ ଭଲ ଫଳ ପ୍ରଦାନ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ନିଜ ଜୀବନରେ ଖ-ରା-ପ କର୍ମ କରିଥାଏ ସେହି ବ୍ୟକ୍ତି ଙ୍କୁ ମହାଦେବ ତାର କର୍ମ ଅନୁସାରେ ନିଶ୍ଚିତ ଦ-ଣ୍ଡି-ତ କରିଥାନ୍ତି ।

ତେବେ ଶା-ସ୍ତ୍ର ଅନୁସାରେ କୁହାଯାଇଛି କି ଏହି କିଛି ନାମ ରହିଛି ଯେଉଁ ମାନଙ୍କ ଉପରେ ମହାଦେବ ବହୁତ ଖୁସି ଏବଂ ପ୍ରସନ୍ନ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ ସର୍ଵଦା ନିଜର କୃପା ଏବଂ ଆଶୀର୍ବାଦ ରଖିଥାନ୍ତି । ତେବେ ଅସନ୍ତୁ ଜାଣିନେବା ସେହି ନାମ ର ଲୋକ ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ଏହି ନାମ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭଗବାନ ମହାଦେବ ଙ୍କ କୃପାଦୃଷ୍ଟି ଲାଭ ହେବ । ଏହି ନାମ ର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ଥିବା ସମସ୍ତ ପ୍ରକାର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କୌଣସି ଯାନବାହନ କ୍ରୟ କରିବାର ସମ୍ଭାବନା ରହିଛି । ଯେଉଁମାନେ ପ୍ରେମ ସମ୍ବନ୍ଧରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଏହି ନାମର ବ୍ୟକ୍ତି ମାନଙ୍କ ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ରହିବ ।

୨. ଏହି ନାମର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଏବଂ ଏମାନେ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ଉପଯୋଗୀ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ ଏବଂ ଏହା ସହିତ ପ୍ରତିଯୋଗିତା ଓ ଖେଳକୁଦ ରେ ମଧ୍ୟ ଉନ୍ନତି ହାସଲ କରିବେ । କୌଣସି ଗୁପ୍ତ ଧନ ଲାଭ ହେବାର ସମ୍ଭାବନା ରହିଛି । ଏମାନଙ୍କ ମନ ପାଠରେ ଲାଗି ରହିବ । ସମସ୍ତ କାର୍ଯ୍ୟ ସଫଳ ଭାବରେ ସମ୍ପାଦନ ହେବ ।

୩. ଏହି ନାମର ବ୍ୟକ୍ତି ମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ଏବଂ ଏହା ସହିତ କୌଣସି ଧାର୍ମିକ ଅନୁଷ୍ଠାନ କୁ ମଧ୍ୟ ଏମାନେ ଯାତ୍ରା କରି ପାରିବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ପକ୍ଷ ରେ ରହିବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢ଼ିବ । ଆ-କ-ସ୍ମି-କ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ଜୀବନ ରେ ଥିବା ସମସ୍ତ ବାଧା ବି-ଘ୍ନ ଦୁର ହେବ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଘର ଓ ପରିବାର ରେ ଶାନ୍ତି ର ବାତାବରଣ ରହିବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପୂର୍ଣ ହୋଇଯିବ ।

୪. ଏହି ନାମ ଥିବା ବ୍ୟକ୍ତି ବିଶେଷ ଙ୍କ ଦୀର୍ଘ ଦିନ ଧରି ଅଟକି ରହି ଯାଇଥିବା କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବ । କାରବାର ରେ ଲାଭ ହାସଲ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ଓ ମଧୁର ହେବ । ଧନ ହାସଲ କରିବାର ବିଭିନ୍ନ ସୁଯୋଗ ଆସିବ । ଏହି ନାମର ବ୍ୟକ୍ତି ବିଶେଷ ଏହି ସମୟରେ କୌଣସି ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରି ପାରିବେ ।

ତେବେ ବନ୍ଧୁଗଣ ସେହି ୬ଟି ଭାଗ୍ୟଶାଳୀ ନାମ ଥିବା ଲୋକ ହେଉଛନ୍ତି ‘A’, ‘C’, ‘J’, ‘P’, ‘S’, V’. ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *