3 ଦିନ ଲଗାତର ସକାଳୁ ଖାଲି ପେଟରେ ବେଲପତ୍ର ଖାଇବାର ଫାଇଦା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ମୂଳରୁ ଶେଷ ହେବ ଏହି 7 ଟି ଭୟଙ୍କର ରୋଗ

ନମସ୍କାର ବନ୍ଧୁଗଣ ତେବେ ଆମ ହିନ୍ଦୁ ଧର୍ମ ରେ ବେଲ ପତ୍ର ର ବହୁତ ମହତ୍ତ୍ଵ ରହିଥାଏ । ବେଲ ପତ୍ର କୁ ଆମେ ପୂଜା କାର୍ଯ୍ୟ ରେ ବ୍ୟବହାର କରିଥାଉ ଏବଂ ସେହି ପତ୍ର ରେ ଆମର ବହୁତ ଆସ୍ଥା ମଧ୍ୟ ରହିଛି । ତେବେ ଆପଣ କଣ ଜାଣିଛନ୍ତି କି ଏହି ବେଲ ପତ୍ର କେବଳ ପୂଜା ଅର୍ଚ୍ଚନା ରେ କାମ ରେ ଆସେ ନାହିଁ ବରଂ ଆମର ଅନେକ ରୋଗ କୁ ଭଲ କରେଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଆମେ ଜାଣିନେବା କି ବେଲ ପତ୍ର ର ସେବନ ଦ୍ୱାରା ଆମକୁ କି କି ଫାଇଦା ମିଳିଥାଏ ।

ତେବେ ଯେଉଁ ଲୋକ ମାନଙ୍କୁ ଉଚ୍ଚ ର-କ୍ତ-ଚା-ପ ର ସମସ୍ୟା ଥାଏ ଏବଂ ଶରୀର ଦୁ-ର୍ବ-ଳ ହୋଇ ଯାଉଥାଏ । ସେମାନେ ଏହି ବେଲ ପତ୍ରର କାଢ଼ା କୁ ସେବନ କରି ପାରିବେ ଏହା ଦ୍ୱାରା ଆପଣଙ୍କ ଉଚ୍ଚ ର-କ୍ତ-ଚା-ପ ର ସମସ୍ୟା ଦୂର ହୋଇ ଯିବ ।


ତେବେ ଏହି କାଢ଼ା କୁ ପ୍ରସ୍ତୁତ କରିବା ପାଇଁ ଆପଣ ବେଲ ପତ୍ର କୁ ହେମଦସ୍ତା ରେ କୁ-ଟି ତାକୁ ପାଣି ରେ ପକାଇ ତାକୁ ଫୁ-ଟା-ଇ ଦିଅନ୍ତୁ ଏବଂ ତା ପରେ ସେହି କାଢ଼ା କୁ ପିଇବା ଦ୍ୱାରା ଆପଣଙ୍କ ର ଭୟଙ୍କର ରୁ ଭୟଙ୍କର ଉଚ୍ଚ ର-କ୍ତ-ଚା-ପ ର ସମସ୍ୟା ଦୂର ହୋଇଯିବ ଏବଂ ଆପଣ ମଧ୍ୟ ସୁସ୍ଥ ଅନୁଭବ କରି ପାରିବେ । ଏହା ସହ ଆପଣ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ମଧ୍ୟ ଏହି ବେଲ ପତ୍ର ବହୁତ ସାହାର୍ଯ୍ୟ କରିଥାଏ ।

ତେବେ ସେଥିପାଇଁ ଆପଣ ବେଲ ପତ୍ର କୁ ହେମଦସ୍ତା ରେ କୂ-ଟ-ନ୍ତୁ ଏବଂ ସେଥିରେ ତୁଳସୀ ପତ୍ର,ନିମ ପତ୍ର ଏବଂ ଗିଲହ ର ଦଣ୍ଡି କୁ ମିଶାଇ କୁଟି ଦିଅନ୍ତୁ ଏବଂ ଏହାକୁ ପାଣିରେ ମିଶାଇ ଭଲ ଭାବରେ ଫୁ-ଟା-ଇ ଦିଅନ୍ତୁ ଏବଂ ସେହି ପାଣି କୁ ଖାଲି ପେଟ ରେ ସେଵନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ହୋଇଥାଏ ଏବଂ ଆପଣ ଙ୍କୁ ବଳ ମଧ୍ୟ ପ୍ରାପ୍ତ କରିଥାଏ । ଏହି ବେଲପତ୍ର ଆପଣ ଙ୍କୁ ଅନେକ ରୋଗର ସମାଧାନ ମଧ୍ୟ କରିଥାଏ । ତେଣୁ ଏବେଠୁ ଏହି ବେଲ ପତ୍ର ର ସେବନ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *