ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସୋମବାର ଦିନ ଟି ଭଗବାନ ଭୋଳା ଶଙ୍କର ଙ୍କୁ ସମର୍ପିତ ଅଟେ । ଏହି ଦିନ ବାବା ଭୋଳାନାଥ ଙ୍କର ବିଶେଷ ଭାବରେ ପୂଜା କରିଲେ ବାବା ଭୋଳା ନାଥ ଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ବାବା ଭୋଳାନାଥ ଙ୍କର ଶରଣ କୁ ଯାଇ ଥାଏ, ବାବା ଭୋଳାନାଥ ତାର ସମସ୍ତ ଦୁଃଖ କୁ ହରଣ କରି ନେଇଥାନ୍ତି । ସତ ମନରେ ଭୋଳାନାଥ ଙ୍କୁ ଚଢାଇ ଥିବା ଏକ ବୁନ୍ଦା ପାଣି ମଧ୍ୟ ବାବା ଭୋଳାନାଥ ଙ୍କୁ ପ୍ରସନ୍ନ କରିବା ପାଇଁ ଯଥେଷ୍ଟ ଅଟେ ।
ଯେଉଁ ବ୍ୟକ୍ତି ଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇ ଯାନ୍ତି ତାର ଜୀବନ ରେ ଆଉ କୌଣସି ପ୍ରକାରର ଅଭାବ ରହିବାକୁ ଦେଇ ନଥାନ୍ତି । କିନ୍ତୁ ବନ୍ଧୁଗଣ ଯେଉଁ ବ୍ୟକ୍ତି ଉପରେ ମହାଦେବ ପ୍ରସନ୍ନ ରହିଥାନ୍ତି ବା ଯେ ମହାଦେବ ଙ୍କର ପ୍ରକୃତ ଭକ୍ତ ହୋଇଥାଏ ସେ ବ୍ୟକ୍ତି ଅତ୍ୟଧିକ ଦେଖା ଦେଖେଇବାରେ ବିଶ୍ଵାସ ରଖି ନଥାଏ ।
ତାକୁ ସାଧା ସିଧା ରହିବାକୁ ହିଁ ପସନ୍ଦ ଆସିଥାଏ । ଏହାଛଡା ସେ ବ୍ୟକ୍ତି କେବେ ମଧ୍ୟ କାହାକୁ ନୀଚା ଦେଖାଇବା ଚେଷ୍ଟା କରି ନଥାଏ । ବା କାହାକୁ ମଧ୍ୟ କେବେ କଟୁ କଥା କହି ନଥାଏ । ସେ ସମସ୍ତ ଙ୍କୁ ସବୁବେଳେ ସମ ଦ୍ରୁଷ୍ଟି ରେ ହିଁ ଦେଖିଥାଏ । ଶାସ୍ତ୍ର ରେ କୁହାଯାଇଛି କି ଯେଉଁ ବ୍ୟକ୍ତି ମାନଙ୍କ ଠାରେ ଏହି ଭଳି ସତ ଗୁଣ ମାନ ଭରି ହୋଇଥାଏ, ସେ ବ୍ୟକ୍ତି ଠାରେ ମହାଦେବ ଙ୍କର କୃପା ଲାଗି ରହିଥାଏ ।
ଯେଉଁ ବ୍ୟକ୍ତି ଖୁବ ଅଶଧିକ ବଳବାନ ହୋଇ ମଧ୍ୟ କ୍ଷମା ଶୀଳ ହୋଇ ରହିଥାଏ ଅର୍ଥାତ କାହା ଉଆରେ ଜୋର ଦେଖାଇ ନଥାଏ, ସେ ବ୍ୟକ୍ତି ସବୁବେଳେ ମହାଦେବ ଙ୍କର ପ୍ରିୟ ପାତ୍ର ହୋଇଥାଏ । କିନ୍ତୁ ବନ୍ଧୁଗଣ ମହାଦେବ ଯେତେବେଳେ ନିଜର କୌଣସି ଭକ୍ତ ଉପରେ ଅତ୍ୟାସଧିକ ପ୍ରସନ୍ନ ହୋଇ ଯାଇଥାନ୍ତି । ସେହି ବ୍ୟକ୍ତି ମାନଙ୍କୁ ସୋମବାର ଦିନ କିଛି ବିଶେଷ ସଂକେତ ମହାଦେବ ଙ୍କ ଦ୍ଵାରା ପ୍ରାପ୍ତ ହୋଇଥାଏ ।
ସେହି ସଂକେତ ଗୁଡିକ ମଧ୍ୟରେ ପ୍ରଥମ ସଂକେତ ଟି ହେଉଛି, ସୋମବାର ଦିନ ଅଚାନକ ଭାବରେ ବ୍ରହ୍ମମୂହୁର୍ତ୍ତ ରେ ନିଦ ଭାଙ୍ଗିଲା ପରେ ଆକାଶ ରେ ଚନ୍ଦ୍ରମା ଙ୍କର ଦର୍ଶନ । ଏହାର ଅର୍ଥ କି ଖୁବ ଶୀଘ୍ର ଆପଣ ଜୀବନରେ ଅନେକ ସଫଳତା ପାଇବାକୁ ଯାଉଛନ୍ତି । ଦ୍ଵିତୀୟ ସଂକେତ ଟି ହେଉଛି ଧଳା ନନ୍ଦୀ ର ଦର୍ଶନ । ଶାସ୍ତ୍ର ରେ ଏହା ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇ ଅଛି କି ମହାଦେବ ଯେଉଁଠାରେ ଥାନ୍ତି, ତାଙ୍କ ବାହନ ବୃଷଭ ଦେବ ସେହି ସ୍ଥାନ ରେ ରହିଥାନ୍ତି ।
ଏପରି ରେ ସୋମବାର ଦିନ ଧଳା ବୃଷଭ ଙ୍କର ଦର୍ଶନ ଅତ୍ୟନ୍ତ ଶୁଭ ହୋଇଥାଏ । ତୃତୀୟ ଟି ହେଉଛି ସୋମବାର ନାଗ ଦେବତା ଙ୍କର ଦର୍ଶନ । ଏହାର ଅର୍ଥ କି ଆପଣ ଙ୍କ ଜୀବନ ରେ ଥିବା ଧନ ଜନିତ ସମସ୍ତ ସମସ୍ଯା ମାନଙ୍କର ସମାଧାନ ଖୁବ ଶୀଘ୍ର ହୋଇଯିବ । ଚତୁର୍ଥ ରେ ଯଦି ଆପଣ ସୋମବାର ଦିନ ଶିବ ମନ୍ଦିର ପାଖରେ ବା କୌଣସି ସ୍ଥାନରେ ଏକତା ରେ ବସିଥିବା ସ୍ତ୍ରୀ ଓ ପୁରୁର୍ଷ ଙ୍କୁ ଦେଖିବା । ଏହାର ଅର୍ଥ ଆପଣଙ୍କୁ ଜୀବନରେ ଏକ ଭଲ ଜୀବନ ସାଥି ଟିଏ ପ୍ରାପ୍ତ ହେବାକୁ ଯାଉଛି ।
ପଞ୍ଚମ ଟି ହେଉଛି, କଳା କୁକୁର କୁ ସୋମବାର ଦିନ ଘରକୁ ଆସିବା । ଏହାର ଅର୍ଥ ଆପଣଙ୍କ ପାଇଁ କିଛି ଏକ ବଡ ବିପଦ ଥିଲା, ଯାହାକି ବର୍ତ୍ତମାନ ସମୟରେ କଟି ଯାଇଛି । ଷଷ୍ଠ ସଂକେତ ଟି ହେଉଛି, କ୍ଷୀର ବା ପାଣି ଦ୍ଵାରା ପୂର୍ଣ୍ଣ ହୋଇଥିବା ମାଟିର କଳସ । ସପ୍ତମ ସଂକେତ ଟି ହେଉଛି, ଭସ୍ମ ଧାରଣ କରିଥିବା ବ୍ୟକ୍ତି ଙ୍କର ଦର୍ଶନ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ