ଯେତେବେଳେ ପୋଲିସ ମାନଙ୍କ ଠାରୁ ନିଜ ଭକ୍ତକୁ ରକ୍ଷା କରିବା ପାଇଁ ପହଞ୍ଚିଲେ ସ୍ଵୟଂ ପ୍ରଭୁ ହନୁମାନ, ତା ପରେ ଯାହା ଘଟିଲା ଦେଖି ସବୁ ଆଶ୍ଚର୍ଯ୍ୟ ରହିଗଲେ

ଭଗବାନ ଙ୍କ ଉପସ୍ଥିତି ଆମେ ଅନୁଭୂତ କରୁ କିମ୍ବା ଆମେ ନ କରୁ ଏହା ଆମ ଉପରେ ନିର୍ଭର କରି ଥାଏ ମାତ୍ର ଆମେ ଯଦି କହିବା କି ଭଗବାନ ନାହାଣନ୍ତି ଏହା କଣ ସତ୍ୟ ହୋଇଯିବ କିମ୍ବା ଆମେ ଯଦି କହିବା ଭଗବାନ ଅଛନ୍ତି ତାହା କଣ ମିଥ୍ୟା ହୋଇଯିବ । ଆଜ୍ଞା ନା ଯାହା ଯେଉଁ ଭଳି ଭାବ ରେ ଅଛି ତାହା ସେହି ଭଳି ଭାବରେ ରହିବ । ଆଜି ଆମେ ଏହି ଭଳି ଏକ ଘଟନା କହିବା ପାଇଁ ଯାଉଛୁ ଆପଣଙ୍କୁ କେଉଁ ଭଳି ଭାବେ ନିଜ ଭକ୍ତର ରକ୍ଷା ପାଇଁ ଭଗବାନ ନିଜେ ଆସିଲେ ।

ଏହି ଘଟଣା ହେଉଛି ଝାଡଖଣ୍ଡ ର କୁମାର ମୋହନ ଆମକୁ ଏହି କଥା କହି ଥିଲେ । ସେ ଭଗବାନ ହନୁମାନ ଜି ନକାର ବହୁତ ବଡ ଭକ୍ତ ଅଟନ୍ତି । ସେ ସବୁ ଦିନ ମଙ୍ଗଲ ବାର କୁ ମଙ୍ଗଲ ବାର ଦିନ ହନୁମାନ ଜି ଙ୍କପାଖକୁ ଯାଇ ଥାନ୍ତି ଓ ପୂଜା କରି ଥାନ୍ତି ।

ତାଙ୍କର ପୂଜା ଦେଖିକି ଥରେ ସେହି ଜାଗାର ଜଣେ ପ୍ରଧାନ ପୂଜାରୀ ତାଙ୍କୁ ଏକ ହନୁମାନ ଜି ଙ୍କ ଲକେଟ ଦେଇ ଥିଲେ ସେ ଭି ନିଜ ଗଳାରୁ କାଢିକି ଓ କହିଲେ ଏହା ତୁମକୁ ସବୁ ବେଳେ ସବୁ ଅସୁବିଧାରୁ ମୁକ୍ତି କରାଇବ । ତୁମେ ଯାହା ଭି କରିବ ଏହା ସବୁ କଥାର ପ୍ରମାଣ ରଖିବ । ଏହା ପରେ ସେ ମନ୍ଦିର ରୁ ଆସି ଯାଇ ଥିଲେ ।

ଦିନେ ସକାଳୁ କାମ ସାରିକି ସେ ଅଫିସ ପାଇଁ ବାହାରିଲେ ଏହା ପରେ ସେ ତାର ହୋଇ ଯାଉଥିବା ହେତୁ ଭଗବାନ ଙ୍କ ଦର୍ଶନ କରି ପାରି ନଥିଲେ କିନ୍ତୁ ବାଟ ସାରା ଭଗବାନ ଙ୍କ ଚାଳିଶା ଗାଈ ଗାଈ ସେ ଚାଲି ଗଲେ । ଅଫିସ ରେ ଯାଇକି ପହଞ୍ଚିବା ପରେ ସେ ନିଜ କାମରେ ଲାଗି ଯାଇ ଥିଲେ । ହଠାତ ତାଙ୍କ ପାଖକୁ ଏକ ଫୋନ ଆସିଲା କି ଆପଣ କୁମାର ମୋହନ କି । ହଁ କହିବା ମାତ୍ରେ ଯାହା ସେ ଶୁଣିଲେ ତାଙ୍କୁ ବିସବାଶ ହେଲାନି ।

ଏହା ଥିଲା ପୋଲିଶ ର ଫୋନ ସେହି ଫୋନ ରେ ପୋଲିଶ କହିଲା କି ଆପଣ ଜଣଙ୍କ ସହ ଗାଡି ଢକା କରି ଛନ୍ତି ଆପଣ ଜଲ୍ଦି ଆସିକି ପୋଲିଶ କୁ ଦେଖା କରନ୍ତୁ । ଏହା ଶୁଣିବା ପରେ ସେ ବହୁତ ଚିନ୍ତାର ସହ ଯାଇକି ପହଞ୍ଚିଲେ ସତକୁ ସତ ତାଙ୍କରି ଗାଡି ମାତ୍ର ସେ ପୋଲିଶ ମାନଙ୍କୁ ବୁଝାଇବା କୁ ଆରମ୍ଭ କରିବା ବେଳେ ହିନ ତାଙ୍କ କଥା କେହି ଶୁଣିବା ପାଇ ପ୍ରସ୍ତୁତ ନାହାଁନ୍ତି ।

ବୋଲି ଜଣା ପଡିଲା ଏହା ପରେ ସେ କହିଲେ କି ହେ ଭଗବାନ ବାସ ଏହି ସ୍ମାୟରେ ତାଙ୍କର ଲକେଟ କଥା ମନେ ପଡିଲା ସେ ସେହି ଲକେଟ କୁ ଛୁଇଁ କି ଭଗବାନ ଙ୍କୁ ସ୍ମରଣ କଲେ କିଛି ସମୟ ମଧ୍ୟରେ ଏକ ଉପର ଅଧିକାରୀ କଲ କରିକି କହିଲେ ଯେଉଁ ବୟକତି ଦୁର୍ଘଟଣା କରିଥିଲା ଆମେ ତାକୁ ଦେଖି ସାରିଲେଣି ଏହି ବ୍ୟକ୍ତି ନୁହନ୍ତି । ଏହା ପରେ ପୋଲିଶ ମାନେ 5 ମିନିଟ ରେ ମୋହନ ବାବୁଙ୍କୁ ଛାଡି ଦେଲେ । ସେ ଯେତେବବେଳେ ଯାଇକି ସବୁ କଥା ପୂଜାରୀ ଙ୍କୁ କହିଲେ ପୂଜାରୀ ହସିଲେ ଓ କହିଲେ ମୁ କହିଥିଲି ଏହା ତୁମକୁ ସବୁ ବିପଦରୁ ରକ୍ଷା କରିବ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *