ବଡ ଖବର;- ଏହି ଦିନଠୁ ଭୟଙ୍କର ‘ Lockdown ‘, ସରକାର ନେଲେ ବଡ ନିଷ୍ପତି, ଦେଖନ୍ତୁ

ବନ୍ଧୁଗଣ କୋରୋନା ଏପରି ମାରାତ୍ମକ ଭୁତାଣୁ ଅଟେ ଯାହା ପୁରା ବିଶ୍ଵ ପାଇଁ ବିପଦ ଏବଂ ଚିନ୍ତାର ବିଷୟ ରହିଛି । କୋରୋନା ର ତୃତୀୟ ଲହର ପରେ ବର୍ତ୍ତମାନ ବୈଜ୍ଞାନିକ ମାନେ ନିଜର ମତ ଦେଇଛନ୍ତି କି ଚତୁର୍ଥ ଲହର ବିଶ୍ଵବାସି ଙ୍କ ପାଇଁ ହୋଇପାରେ ବଡ ବିପଦର କାରଣ । ଦେଲ୍ଟା ଏବଂ ଓମିକ୍ରନ ର ମିଳନରେ ସୃଷ୍ଟି ହୋଇ ବିଶ୍ୱରେ ତାଣ୍ଡବ କରିବ ଏହି ଚତୁର୍ଥ ଲହର । ଏଥିପାଇଁ ବଡ ବଡ ବୈଜ୍ଞାନିକ ମାନେ ସରକାର ଙ୍କୁ ପୁଣି ଥରେ ଲକଡାଉନ କରିବା ପାଇଁ ଅନୁରୋଧ କରିଲେନି ।

ବର୍ତ୍ତମାନ ସମୟରେ ଏହା ପାଲଟିଛି ସବୁଠାରୁ ବଡ ଖବର । ପୁଣି ଥରେ ଲକଡାଉନ ହେବ ଏବଂ ସ୍କୁଲ, କଲେଜ, ବସ ଆଦି ବନ୍ଦ ରହିବ ବୋଲି ମିଳିଛି ଖବର । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ । ବନ୍ଧୁଗଣ ବର୍ତ୍ତମାନ କୋରୋନା ସଂକ୍ରମଣ ସଂଖ୍ୟା କମିଛି କିନ୍ତୁ ଏହା ପୁରା ସମାପ୍ତ ହୋଇନାହିଁ । ଗବେଷଣା ମାନଙ୍କ ମତ ଅନୁସାରେ କରୋନା ଆଗକୁ ନିଜର ଏକ ନୂଆ ରୂପ ଅର୍ଥାତ ଚତୁର୍ଥ ଲହର ନେଇ ଆସିବ ।

ତେଣୁ ଲୋକମାନେ ଏହା ଚିନ୍ତା କରିବା ଭୁଲ ଯେ ବିଶ୍ବରୁ କୋରୋନା ଲୋପ ପାଇଯାଇଛି । ଏହାର ପ୍ରଭାବ ଦ୍ୱାରା ବିଶ୍ୱରେ ହାହାକର ସୃଷ୍ଟି ହୋଇଥିଲା । ହଜାର ହଜାର ଲୋକ ଏଥିରେ ସଂକ୍ରମଣ ହୋଇ ନିଜର ଜୀବନ ମଧ୍ୟ ହରାଇଛନ୍ତି । ତେବେ ବର୍ତ୍ତମାନ ଦେଲ୍ଟା ଏବଂ ଓମିକ୍ରନ ମିଶି ଏକ ନୂଆ ଭାଇରସ ସୃଷ୍ଟି ହୋଇପାରେ ଯାହା ଖୁବ ଶୀଘ୍ର ପୁରା ବିଶ୍ୱରେ ବ୍ୟାପି ଯିବ ଏବଂ ଏଥିରେ ବହୁତ ଲୋକ ସଂକ୍ରମଣ ହେବା ସହିତ ଜୀବନ ମଧ୍ୟ ହରାଇବେ ।

ଏହି ଭୂତାଣୁ କୁ ଜିନମ ନାମରେ ନାମିତ କରାଯାଇଛି । ତେବେ ଖୁବ ଶୀଘ୍ର ଚତୁର୍ଥ ଲହର ପାଇଁ କଡ଼ା କଟକଣା କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର । ଯଦି କୋରନା ର ନୂଆ ଭାରିଏଣ୍ଟ ଆରମ୍ଭ ହେବ ତେବେ ସ୍କୁଲ, କଲେଜ, ବସ ଟ୍ରେନ ଆଦି ବନ୍ଦ ମଧ୍ୟ ହୋଇଯିବ । ଏବଂ ପୁରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ମଧ୍ୟ ହେବ ।

କିନ୍ତୁ ବର୍ତ୍ତମାନ ହେବାକୁ ଥିବା ସମସ୍ତ ପରୀକ୍ଷା କରାଯିବ । ଯଦି ପରିସ୍ଥିତି ଖରାପ ହୁଏ ତେବେ ପରୀକ୍ଷା ଅନଲାଇନ ରେ ମଧ୍ୟ ହୋଇପାରେ ବୋଲି କହିଛନ୍ତି ଗଣଶିକ୍ଷ୍ୟା ମନ୍ତ୍ରୀ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *