Vastu Tips- ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ, ଆଜି ଜାଣି ନିଅନ୍ତୁ ପୁରା ସତ, ସବୁ ସମସ୍ୟା ହୋଇଯିବ ଦୂର…

ବନ୍ଧୁଗଣ ବିଲେଇ ରାସ୍ତା କାଟିଲେ ଏହାକୁ ବହୁତ ଅଶୁଭ ବୋଲି କାହିଁକି କୁହାଯାଇଥାଏ । କଣ ବିଲେଇ ରାସ୍ତା କାଟିବା ସତରେ ଅଶୁଭ ହୋଇଥାଏ । ଜାଣନ୍ତୁ ବିଲେଇ କଣ ପାଇଁ ରାସ୍ତା କଟିଥାଏ । ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଚାମିକି ଉଠିବେ । ବନ୍ଧୁଗଣ ଆମର ଏହା ଧାରଣା ରହିଥାଏ କି ଯଦି ବିଲେଇ ରାସ୍ତା କାଟିଥାଏ ତେବେ ଏହା ଅଶୁଭ ହୋଇଥାଏ । ଆମର ଏହି ଧାରଣା କାରଣରୁ ବହୁତ ଲୋକ ବିଲେଇ ରାସ୍ତା କାଟିଲେ କିଛି ସମୟ ଅଟକି ରହିଥାନ୍ତି । କିନ୍ତୁ ସତ ଏହା କି ପ୍ରତେକ ସମୟରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ବିଲେଇ ରାସ୍ତା କାଟିବା ଅଶୁଭ ହୋଇଥାଏ କି ନାହିଁ ।

ବିଲେଇ ରାସ୍ତା କାଟିବା ସେତେବେଳେ ଅଶୁଭ ବୋଲି କୁହାଯାଇଥାଏ ଯେତେବେଳେ ବିଲେଇ ରାସ୍ତା କାଟି ବାମ ପଟରୁ ଡାହାଣ ପଟକୁ ଚାଲିଯାଇଥାଏ । ଅନ୍ୟ ସ୍ଥିତିରେ ବିଲେଇ ର ରାସ୍ତା କାଟିବା ଅଶୁଭ ହୋଇନଥାଏ । ମାନ୍ୟତା ରହିଛି କି କୁକୁର ପରି ବିଲେଇ ର ମଧ୍ୟ ପାଞ୍ଚଟି ଇନ୍ଦ୍ରିୟ ବହୁତ ବିକଶିତ ଅଟେ । ଏଥିପାଇଁ ସେ ଭବିଷ୍ୟତରେ ହେବାକୁ ଥିବା ଘଟଣା କୁ ପ୍ରଥମେ ଜାଣିନିଏ ଏବଂ ଆପଣଙ୍କୁ ରୋକିଥାଏ ।

ତନ୍ତ୍ର ବିଜ୍ଞାନରେ ବିଲେଇ କୁ ମହତ୍ତ୍ୱପୂର୍ଣ୍ଣ ଜୀବ ମାନାଯାଇଥାଏ । କୁହାଯାଏ କି ବିଲେଇ ଯଦି ଘରେ ଆସି ରହିବାକୁ ଲାଗେ ତେବେ ଅଘଟଣ ହୋଇପାରେ । ବିଲେଇ ପରସ୍ପର ମଧ୍ୟ ଲଢେଇ କରିବା ଦ୍ଵାରା ଘରେ ଧନ ହାନି ଏବଂ ଝଗଡ଼ା ହେବା ବା କୌଣସି ଅଶୁଭ ସମ୍ବାଦ ଶୁଣିବାର ସଙ୍କେତ ଦେଇଥାଏ । ଘରେ ସବୁବେଳେ ଆସନ୍ତି ମଧ୍ୟ ଲାଗି ରହିଥାଏ ।

ଲୋକମାନ୍ୟତା ଅଛି କି ଘରକୁ ଯଦି ଦୀପାବଳୀ ଦିନ ବିଲେଇ ଆସିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏଥିରେ ମାତା ଲକ୍ଷ୍ମୀ ନିଜେ ଘରକୁ ଆସିଥାନ୍ତି । ଏବଂ ବର୍ଷ ସାରା ଘରେ ଧନର ଆଗମନ ହୋଇଥାଏ । ବିଲେଇ ଯଦି ଘରେ ଛୁଆ ଜନ୍ମ ଦିଏ ତେବେ ଏହା ମଧ୍ୟ ଶୁଭ ହୋଇଥାଏ । ଘରେ ସବୁବେଳେ ଖୁସି ଲାଗିରହିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *