ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ – ଜାଣନ୍ତୁ କେଉଁ ସମୟରେ ବିଲେଇ ରାସ୍ତା କାଟିଲେ ଶୁଭ ହୋଇଥାଏ ଏବଂ କେଉଁ ସମୟରେ ଅଶୁଭ

ନମସ୍କାର ବନ୍ଧୁଗଣ ବିଲେଇ ରାସ୍ତା କଟିଲେ ତାକୁ ଅଶୁଭ ବୋଲି ମନାଯାଇଥାଏ । ଏହାକୁ ଅଶୁଭ ବୋଲି କାହିଁକି ମନାଯାଏ ? ସତରେ ବିଲେଇ କାହିଁକି ରାସ୍ତା କାଟିଥାଏ । ଯାହାକୁ କି ଆପଣ ଜାଣିବା ପରେ ନିଜେ ଚମକି ଯିବେ । ଏହା ଧାରଣା ଅଛି କି ବିଲେଇ ରାସ୍ତା କାଟିଲେ ଅଶୁଭ ହୋଇଥାଏ । ତେଣୁ ବିଲେଇ ରାସ୍ତା କାଟିଲେ ବହୁତ ଲୋକ ରହି ଯାଇଥାନ୍ତି । ତେଣିକି ହିନ୍ଦୁ ହୁଅନ୍ତୁ କି ମୁସଲିମ ସମସ୍ତେ ଏହାକୁ ମାନିଥାନ୍ତି । ଏବଂ ଅପେକ୍ଷା କରିଥାନ୍ତି କି ଆଉ କୌଣସି ଲୋକ ଆସି ପ୍ରଥମେ ରାସ୍ତା ପାର ହୋଇଯାଆନ୍ତୁ ।

ଏହାଦ୍ବାରା ଅଶୁଭ ସମାପ୍ତ ହୋଇଯାଇଥାଏ । କିନ୍ତୁ ଏହା ସତ କି ସବୁ ସ୍ଥାନ ରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନ ଥାଏ । କିନ୍ତୁ ଏମିତିରେ ଆମେ ପୁରା ଜାଣି ନ ଥାଉ କି ବିଲେଇ ରାସ୍ତା କାଟିଲେ ଅଶୁଭ ହୋଇଥାଏ । ତେବେ ଚାଲନ୍ତୁ ଆମେ ତାହା ଜାଣିବା ଯାହାକୁ ଆପଣ ଜାଣିକି ଚମକି ଯିବେ ।
୧-ପ୍ରଥମେ ବିଲେଇ ର ରାସ୍ତା କାଟିବା କୁ ସେତେବେଳେ ଅଶୁଭ ମନାଯାଇଥାଏ ,  ଯେତେବେଳେ କି ବିଲେଇ ବାମ ପଟରୁ ଡାହାଣ ପଟ କୁ ଚାଲି ଯାଇଥାଏ । ଅନ୍ୟ ପରିସ୍ଥିତି ରେ ବିଲେଇ ର ରାସ୍ତା କାଟିବା ଅଶୁଭ ହୋଇ ନ ଥାଏ । ମନାଯାଇଥାଏ କି କୁକୁର ପରି ବିଲେଇ ର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ଖୋଲା ରହିଥାଏ । ସେଥି ପାଇଁ ଏ ଭବିଷ୍ୟତ ରେ ହେଉଥିବା ଘଟଣା କୁ ଆଗରୁ ହିଁ ଜାଣି ଯାଇଥାଏ । ଆଉ ଆପଣଙ୍କୁ ସତର୍କ କରିଦେଇଥାଏ । କିନ୍ତୁ ଆପଣଙ୍କୁ ଏହା ଜଣାଇବାକୁ ଚାହୁଁଛୁ ଯେ ଆମର ଯେବେ ଯେବେ ବି ବିଲେଇ ରାସ୍ତା କାଟିଛି ଆମ ସହିତ ନିଶ୍ଚିତ କିଛି ନା କିଛି ଦୁ-ର୍ଘ-ଟ-ଣା ଘ-ଟି-ଛି । ଆମେ ଏହାକୁ ଅନ୍ଧବିଶ୍ୱାସ ବୋଲି ମାନି ନ ଥାଉ । କାରଣ ଏହା ବିଲକୁଲ ସତ୍ୟ ହୋଇଥାଏ ।

୨-ତ-ନ୍ତ୍ର ବିଜ୍ଞାନ ରେ ବିଲେଇ କୁ ଶ୍ରେଷ୍ଠ ଯିବ ବୋଲି ମନାଯାଇଥାଏ । ଏହା ମାନାଯାଏ କି ବିଲେଇ ଯଦି ଘରେ ଆସି କାନ୍ଦିବାକୁ ଲାଗେ ତେବେ ଘରେ ନିଶ୍ଚିତ କିଛି ଅଶୁଭ ଦୁ-ର୍ଘ-ଟ-ଣା ଘ-ଟି-ଥା-ଏ । ବିଲେଇ ର ଲଢେଇ ଦ୍ଵାରା ଧନ ର ଅଭାବ , କାହା ସହିତ ଝଗଡା କିମ୍ବା କାହାର ମୂ-ର୍ତ୍ୟୁ ର ସଂକେତ ଦେଇଥାଏ ।
୩- ବିଲେଇ ଦ୍ବାରା ଘରକୁ ଧନ ଆସିଥାଏ । ଦୀପାବଳୀ ଦିନ ଘରକୁ ବିଲେଇ ଆସିବା ଶୁଭ ସଂକେତ ହୋଇଥାଏ । ଏହାଦ୍ବାରା ଲଷ୍ମୀ ଘରକୁ ଆସିଥାନ୍ତି ଏବଂ ବର୍ଷ ସାରା ଧନ ର ଅଭାବ ହୋଇ ନ ଥାଏ । ବିଲେଇ ଯଦି ଘରେ ଛୁଆ ଜନ୍ମ କରେ ତେବେ ତାହାକୁ ମଧ୍ୟ ଶୁଭ ବୋଲି ମନାଯାଇଥାଏ ।

୪- ବହୁତ ସମୟରେ ଘରକୁ ବିଲେଇ ଆସି କ୍ଷୀର ପିଇ ଦେଇଥାଏ ଯାହାକୁ ସମସ୍ତେ ଅଶୁଭ ବୋଲି ମାନିଥାନ୍ତି କିନ୍ତୁ ଏହା ଆପଣଙ୍କ ଘରକୁ ଧନ ପ୍ରାପ୍ତି ର ସଂକେତ ଦେଇଥାଏ । ଶାସ୍ତ୍ର ଅନୁସାରେ ବିଲେଇ ଘରକୁ ବାରମ୍ବାର ଆସିବା ଭଲ ନୁହେଁ ତେଣୁ ଆପଣ ସତ୍ୟନାରାୟଣ ପୂଜା କରିବା ଉଚିତ । ଯାହାଫଳରେ କି ଆପଣଙ୍କ ଘର ଉପରେ ଅଶୁଭ ପ୍ରଭାବ ପଡି ନ ଥାଏ ।

୫-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଲେଇ ରାହୁ କେତୁ ଙ୍କର ବାହାନ ହୋଇଥାଏ । ତେଣୁ ଯେ କୌଣସି ରାହୁ କେତୁ ସମସ୍ୟା ଥିଲେ ବିଲେଇ କୁ କ୍ଷୀର ପିଇବାକୁ ଦିଆଯାଇଥାଏ । ଏହା କରିବା ଦ୍ବାରା ରାହୁ ଦୋଷ ଲାଗି ନ ଥାଏ ଏବଂ ସବୁ କାର୍ଯ୍ୟ ଆଶ୍ଚର୍ଯ୍ୟ ଜନକ ଭାବରେ ହୋଇଯାଇଥାଏ ।
ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *