ପୁରୁଷ ମାନଙ୍କୁ ଏହି 3 ଟି କାମ କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ – Chanakya niti

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଚାଣକ୍ୟ ନୀତି ର ଉଦ୍ଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ଏହି ନୀତି ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ ରହିଛି ଯାହା କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ଶା-ସ୍ତ୍ର ରେ ମଧ୍ୟ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି । ଚାଣକ୍ୟଙ୍କ ନୀତି ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ଯେଉଁ ବ୍ୟକ୍ତି ଅବଲମ୍ବନ କରିଥାଏ ଏବଂ ନିଜ ଜୀବନରେ ପ୍ରୟୋଗ କରିଥାଏ , ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ଏବଂ ଜୀବନ ରେ କେବଳ ସଫଳ ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ କାର୍ଯ୍ୟ କରିବା ସମୟରେ ଲା-ଜ କରିବା ଉଚିତ ହୋଇ ନଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲା-ଜ କରିଥାଏ , ସେହି ବ୍ୟକ୍ତି କୁ ଆଦୋୖ ଲା-ଜ କରିବା କଥା ନୁହେଁ । କାରଣ ଏହାଦ୍ବାରା ଭୋକ ରେ ରହିବାକୁ ପଡ଼ିଥାଏ ଏବଂ ଭୋକରେ ରହିବା ଦ୍ଵାରା ବ୍ୟକ୍ତି ସବୁବେଳେ କ୍ରୋ-ଧ କରିଥାଏ । ଯାହାଦ୍ୱାରା ସେ ବିଭିନ୍ନ ଅସୁବିଧା ର ସ-ମ୍ମୁ-ଖୀ-ନ ହୋଇଥାଏ ଏବଂ ଏହା ସହିତ ଭୋଜନ କରିବା ବେଳେ ଲାଜ କରିବା ଦ୍ୱାରା ଅନ୍ନ ର ଅପମାନ ହୋଇଥାଏ । ତେଣୁ ଏହା ଅନୁଚିତ ।


୨. ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଝ-ଗ-ଡ଼ା କରିବା ସମୟରେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ । ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଭଲ ବୁଝାମଣା ରହିବା ଆବଶ୍ୟକ । ଏହା ସହିତ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ସମ୍ବନ୍ଧ ରଖିବା ସମୟରେ ଆଦୋୖ ଲା-ଜ କରିବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟ ପ୍ରବେଶ କରିଥାଏ । ତେଣୁ ସ୍ୱାମୀ ଓ ସ୍ତ୍ରୀ ଉଭୟ ସମ୍ବନ୍ଧ ସ୍ଥାପନ କରିବା ସମୟରେ ଆଦୋୖ ଲା-ଜ କରନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ର ହିଁ ମଙ୍ଗଳ ହେବ । ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହେବେ ।


୩. ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଗୁରୁ ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଆଦୋୖ ଲା-ଜ କରିବା ଉଚିତ ନୁହେଁ । କିମ୍ବା ନିଜ ଠାରୁ ବଡ଼ ବ୍ୟକ୍ତି ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଲା-ଜ କରିବା ଅନୁଚିତ ହୋଇଥାଏ । କାରଣ ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲା-ଜ କରିଥାଏ , ସେହି ବ୍ୟକ୍ତି ର ଜ୍ଞାନ ଅଧା ରହିଯାଏ ଏବଂ ସେ ଜୀବନରେ କେବେବି ସଫଳ ହୋଇ ପାରିନଥାଏ । ତେଣୁ ଏପରି କରିବା ଅନୁଚିତ ଅଟେ । ଅଧା ରହିଥିବା ଜ୍ଞାନ ସବୁଠାରୁ ବଡ଼ ହାର୍ ବୋଲି ମାନିଥାନ୍ତି ଏବଂ ଏହା ବହୁତ ବଡ଼ କମଜୋରି ଅଟେ ।


୪. କୌଣସି ବ୍ୟକ୍ତି ଯଦି ନିଜର ଧନ କୁ ଅନ୍ୟ କୌଣସି ବ୍ୟକ୍ତି କୁ ଦେଇଥାଏ , ସେ ସଠିକ ସମୟରେ ସେହି ଧନ କୁ ମାଗିବା ଉଚିତ । ଯଦି ନିଜର ଟଙ୍କା ମାଗିବା ସମୟରେ ଆପଣ ଲା-ଜ କରିଥାନ୍ତି , ତେବେ ଆପଣ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ । ତେଣୁ ନିଜର ଦେଇଥିବା ଟଙ୍କା ସଠିକ ସମୟରେ ମାଗନ୍ତୁ ଏବଂ ମାଗିବା ସମୟରେ ଆଦୋୖ ଲା-ଜ କରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *