ବାଛନ୍ତୁ ନିଜ ପସନ୍ଦର ମହାତ୍ମା ବୁଦ୍ଧଙ୍କର ଗୋଟିଏ ଛବି ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା ( Personality Test )

ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ର ର ବହୁତ ମହତ୍ତ୍ଵ ରହିଛି । ଜ୍ୟୋତିଷ ଶାସ୍ତ୍ର କୁ ସମସ୍ତେ ବିଶ୍ଵାସ କରିଥାନ୍ତି । ପ୍ରତେକ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ନିଜର ଭବିଷ୍ୟତ ଏବଂ ବର୍ତ୍ତମାନ ଜାଣିପାରିଥାଏ । ଶାସ୍ତ୍ରରେ ଯାହା ଲେଖା ହୋଇଥାଏ ତାହା ସତ୍ୟ ମଧ୍ୟ ହୋଇଥାଏ । ପ୍ରତେକ ବ୍ୟକ୍ତିର ପସନ୍ଦ ଏବଂ ନାପସନ୍ଦ ଅଲଗା ଅଲଗା ହୋଇଥାଏ । କିନ୍ତୁ ଏହି ପସନ୍ଦ ଦ୍ୱାରା ଆମେ ବହୁତ କିଛି ଜାଣିପାରିଥାଉ ।

ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଗୋଟେ ବଡ଼ ଜରୁରୀ କଥା ଜଣାଇବୁ । ତେବେ ପ୍ରଥମେ ଆପଣ ଚିତ୍ରରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରୁ କୌଣସି ଗୋଟିଏ ପ୍ରତିମୂର୍ତ୍ତି ନିଜର ପ୍ରଥମ ନଜରରେ ହିଁ ବାଛି ନିଅନ୍ତୁ ଏବଂ ନିଜ ବିସୟରେ ବଡ଼ ଜରୁରୀ କଥା ଜଣନ୍ତୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ଚିତ୍ର:- ଯଦି ଆପଣ ପ୍ରଥମ ଚିତ୍ର ବାଛିଛନ୍ତି ତେବେ ଆପଣ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି । ଆପଣ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଆପଣ କେବେ ମଧ୍ୟ କାହାକୁ ଠକନ୍ତି ନାହିଁ । କିନ୍ତୁ ଆପଣ କେବେ ମଧ୍ୟ କାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ । ଯଦି ଆପଣ କୌଣସି ଖାସ ବ୍ୟକ୍ତି ଙ୍କ ପାଇଁ ଅପେକ୍ଷା କରିଛନ୍ତି ତେବେ ସିଏ ଖୁବ ଶୀଘ୍ର ଆପଣଙ୍କ ପାଖକୁ ଆସିବାକୁ ଯାଉଛନ୍ତି ।

ଦୂତିୟ ଚିତ୍ର:- ଯଦି ଆପଣ ଦୁତିୟ ଚିତ୍ର ବାଛିଛନ୍ତି ତେବେ ଆପଣ ଖୁବ ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି । ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ କେବେ ଅନ୍ୟ ଉପରେ ବୋଝ ହେଇ ରହିବାକୁ ଇଚ୍ଛା କରନ୍ତି ନାହିଁ । ଆପଣ ନିଜ ଦାୟିତ୍ୱ ନିଜେ ନେଇଥାନ୍ତି ।

ତୃତୀୟ ଚିତ୍ର:- ଯଦି ଆପଣଙ୍କ ତୃତୀୟ ଚିତ୍ର ପସନ୍ଦ କରିଛନ୍ତି ତେବେ ଆପଣ ଟିକେ ଟିକେ କଥାରେ ରାଗି ଯାଇଥାନ୍ତି । ଏହି କାରଣରୁ ଆପଣ ସବୁ ସମୟରେ କ୍ଷତିଗ୍ରସ୍ତ ହୋଇଥାନ୍ତି । ଆପଣ କୌଣସି ବ୍ୟକ୍ତି ପାଇଁ ଖରାପ ଚିନ୍ତା କରନ୍ତି ନାହିଁ । ଆପଣ ସବୁବେଳେ ନ୍ୟାୟର ସାଥ ଦେଇଥାନ୍ତି । ଆପଣ ନିଜର କ୍ରୋଧ ଉପରେ କାବୁ କଲେ ସଫଳତା ହାସଲ କରିପାରିବେ । ତେବେ ବନ୍ଧୁଗଣ ଆପଣ କେଉଁ ଚିତ୍ର ପସନ୍ଦ କରିଥିଲେ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *