ଛାଡପତ୍ର ପରେ ଏବେ ଦ୍ଵିତୀୟ ବିବାହ କରିଲେ ଓଡିଆ ସିଙ୍ଗର Asima Panda, ସାମ୍ନାକୁ ଆସିଲା ଏମିତି ସତ, ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ

ଆମ ଓଡିଶାରେ ଅନେକ ନାମୀ ଦାମୀ କଳାକାର ଅଛନ୍ତି । ତେବେ କଳାକାର ବିଭିନ୍ନ କ୍ଷେତ୍ରକୁ ବୁଝାଏ । ଯାହାର ମଧ୍ୟରେ ଯେପରି ପ୍ରତିଭା ଓ କଳା ରହିଥାଏ ସେ ତାହାକୁ ନିଜର ପେଶା କରିନେଇ କଳାକାର ଭାବେ ପରିଚିତ ହୋଇଥାଏ । ଯେପରି ଅଭିନୟ ରେ ଯାହାର କଳାକାର ରହିଥାଏ ତାହାକୁ ଅଭିନୟ କଳାକାର କୁହାଯାଏ। ସେହିଭଳି ସଙ୍ଗୀତ ରେ ଯେଉଁ ମାନଙ୍କର ଆଗ୍ରହ ଓ ରୁଚି ରହିଥାଏ ସେମାନେ ଏହାକୁ ନିଜର ପେଶା କରିନେବା ପରେ ସେମାନେ ସଙ୍ଗୀତ କଳାକାର ଭାବେ ପରିଚିତ ହୋଇଥାନ୍ତି ।

ତେବେ ସେହି ସଙ୍ଗୀତ କଳାକାର ମାନଙ୍କ  ମଧ୍ୟରୁ ଅନେକ ଗୀତକାର ଓ ଗୀତିକାରୀ ମଧ୍ୟ ରହିଥାନ୍ତି । ଯେଉଁମାନେ ନିଜର ମଧୁର ଧ୍ୱନୀରେ ଆମର ମନୋରଂଜନ କରାଇଥାନ୍ତି । ତେବେ ଏହି ଗୀତିକାରୀ ମାନଙ୍କ ମଧ୍ୟରୁ ଜଣେ ସୁନାମ ଓ ପ୍ରତିଭାଶାଳୀ ଗୀତିକାରୀ ହେଉଛନ୍ତି ଅସୀମା ପଣ୍ଡା । ସେ ନିଜର ସ୍ୱର ରେ ପିରା ଓଡିଶା ବାସୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି ।

ଅସୀମା ପଣ୍ଡା ଅନେକ ଫିଲ୍ମ ଓ ଆଲବମ ରେ ବହୁତ ହିଟ ଗୀତ ଆମକୁ ଭେଟି ଦେଇଛନ୍ତି ତେବେ ଅସୀମା ପଣ୍ଡା ଭଜନ ମଧ୍ୟ ଗାଇଛନ୍ତି। ତେବେ ଅସୀମା ପଣ୍ଡା ବହୁତ ଷ୍ଟେଜ ପ୍ରୋଫାର୍ମାନ୍ସ ମଧ୍ୟ କରିଛନ୍ତି । ତାଂକର ଫ୍ୟାନ ମଧ୍ୟ ଅନେକ ଅଟନ୍ତି । ଘରେ ଘରେ ଅସୀମା ପଣ୍ଡା ବହୁତ ଭଲ ଭାବେ ପରିଚିତ ।

ତେବେ ଅସୀମାଙ୍କ ବ୍ୟକ୍ତିଗତ କଥା କୁ ନେଇ ଏବେ ଏକ ବହୁତ ସନ୍ଦେହ ଲୋକଙ୍କ ମଧ୍ୟରେ ରହିଛି । ଯାହା ସମ୍ଭନ୍ଧରେ ଆଜି ଆମେ ଆପଣଙ୍କୁ ଜଣାଇଦେବୁ । ଅସୀମା ପଣ୍ଡା ବିବାହ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ସେ ନିଜର ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଅସୀମା ଏହାର କାରଣ ପ୍ରକାଶ କରିନାହାନ୍ତି ।

କିନ୍ତୁ ଅନେକ ଦିନ ରୁ ସେ ନିଜର ସ୍ବାମୀଙ୍କ ଠାରୁ ଅଲଗା ହୋଇ ନିଜ ଘରେ ରହୁଛନ୍ତି । ତେବେ ଅସୀମାଙ୍କର ଏକ ଫଟୋ ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ଅସୀମା ଖାଣ୍ଟି ଓଡ଼ିଆ ବୋହୁ ରୂପେ ନିଜକୁ ସଜେଇ ଛନ୍ତି । ତେବେ ଏହି ଫଟୋ କୁ ଦେଖି ଅନେକ ଲୋକ ଭାବିଛନ୍ତି ଯେ ଅସୀମା ପଣ୍ଡା ଦ୍ୱତୀୟ ବିବାହ କରୁଛନ୍ତି ।

ଅନେକ ଏହା ମଧ୍ୟ କହୁଛନ୍ତି କି ଅସୀମା ଏବେ ଦ୍ଵତୀୟ ବିବାହ କରିସାରିଲେଣି । ଏହି କଥାର ସତ୍ୟତା ଆଜି ଆମେ ଆପଣଙ୍କ ଜଣାଇବୁ । ଅସୀମା  ପଣ୍ଡା ଦ୍ଵିତୀୟ ବିବାହ କରିନାହାନ୍ତି । ସେ ନିଜର ଆଗାମୀ ଏକ ପ୍ରୋଜେକ୍ଟ କୁ ନେଇ ନିଜର ଆଗାମୀ ଏକ ଆଲବମ କୁ ନେଇ ଏହି ପରି ବେଶ ରେ ସଜ୍ଜିତ ହୋଇଛନ୍ତି । କାରଣ ଅସୀମା ପଣ୍ଡା ଙ୍କର ସେହି ପ୍ରୋଜେକ୍ଟ ରେ ତାଙ୍କର ଭୂମିକା ଏକ ଘରୋଇ ଓଡ଼ିଆ ବୋହୁ ଭଳି ବର୍ଣିତ ହୋଇଛି । ତେଣୁ ଅସୀମା ନିଜକୁ ଏପରି ସଯାଇଛନ୍ତି । ଅସୀମା ଏବେ ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରିନାହାନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *