Vastu Tips – ଚିନି ଆପଣଙ୍କୁ କରିବ ଧନୀ, କେବଳ କରନ୍ତୁ ଏହି ଚମତ୍କାର ଉପାୟ

ବନ୍ଧୁଗଣ ଛୋଟ ଛୋଟ ଉପାୟ ମାନ ଯାହାକି ଆପଣମାନଙ୍କୁ ଉନ୍ନତି ର ଶୀର୍ଷରେ ପହଞ୍ଚାଇ ଦେଇଥାଏ ଏବଂ ଅନେକ ମାତ୍ରାରେ ସହାୟକ ହୋଇଥାଏ । ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ଏବଂ ପ୍ରାଚୀନ ଜ୍ଞାନର ସମସ୍ତ ବିବରଣୀକୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମେ ଚେଷ୍ଟା କରିଥାଉ । ଆଜି ଆମେ ଆପଣଙ୍କୁ ଏହିପରି କିଛି ଉପାୟ କହିବୁ ଯାହାକୁ ପ୍ରୟୋଗ କରି ଆପଣମାନଙ୍କ ଘରର ଆର୍ଥିକ ସମସ୍ୟାକୁ ଦୁର କରିପାରିବେ । ଏବଂ ଘରେ ଧନ ବୃଦ୍ଧି କରିପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଲୁଣ ଦେଖିବାକୁ ମାତ୍ର ସାମାନ୍ୟ ହୋଇଥାଏ କିନ୍ତୁ ଭିତରୁ ଏହା ଅତ୍ୟନ୍ତ ଚମତ୍କାରି ହୋଇଥାଏ । ଏହା ସିଦ୍ରରୁ ଉତ୍ପନ୍ନ ହେଉଥିବାରୁ ଘରର ସମସ୍ତ ବସ୍ତୁ ଦୋଷକୁ ଦୂର କରିଥାଏ । ଏବଂ ବାସ୍ତୁକୁ ଶାନ୍ତ କରିଥାଏ । ଘରେ ଥିବା ଦୁଃଖ ଦୁର୍ଦ୍ଦଶା ସମସ୍ୟା ମାନ ଦୂର କରିଥାଏ । ଏହି ଲୁଣକୁ କିପରି ପ୍ରୟୋଗ କରାଯାଏ ଆସନ୍ତୁ ଜାଣିବା । ଏକ ମୁଠା ଲୁଣ ନେଇ ଘରର ଚାରିପଟେ ସାତ ଥର ପରିକ୍ରମା କରିନିଅନ୍ତୁ । ଘରର ବାହାର ପେଟ ଅସମ୍ଭବ ହେଲେ ଘରର ଭିତର ପେଟ ଏହାକୁ କରିପାରିବେ । ପରିକ୍ରମା କରିବା ସମୟରେ ପାର୍ଥାନା କରନ୍ତୁ ଏବଂ ନିଜର ଦୁଃଖ ଭଗବାନ ଙ୍କୁ ଜଣାନ୍ତୁ । ଏପରି କରିବା ଦ୍ବାରା ରାହୁ ସମିତ ଅନ୍ୟ ଗ୍ରହ ମାନଙ୍କ କୁପ୍ରଭାବ ରୁ ମୁକ୍ତି ମିଳିଥାଏ ।

ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ଘରୁ ଚାଲିଯାଇଥାଏ । ଏବଂ ଘରେ ଯଦି ଅଲକ୍ଷ୍ମି ବାସ କରିଥାନ୍ତି ତେବେ ଅଲକ୍ଷ୍ମୀ ମଧ୍ୟ ପଳାୟନ କରିଥାନ୍ତି । ଏହା ସହିତ ଧନ ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ । ଧନର ସଞ୍ଚୟ ହୋଇଥାଏ । ତେବେ ଏହି ଉପାୟ ଟିକୁ କିପରି କରିବେ ଲୁଣ ମୁଠାଏ କୁ ହାତରେ ଧରି ଘରର ଚାରି ପଟେ ସାତ ଥର ପରିକ୍ରମା କରନ୍ତୁ ଏବଂ ଏହା ପରେ ସେହି ଲୁଣକୁ ନେଇ ଦୂଷିତ ପାଣିରେ ପ୍ରଭାବିତ କରିଦିଅନ୍ତୁ । କିମ୍ବା ଡ୍ରେନ ରେ ପ୍ରଭାବିତ କରିଦିଅନ୍ତୁ । ଏବଂ ଏହା ପରେ ଘରକୁ ଫେରି ଆସନ୍ତୁ ।

ବନ୍ଧୁଗଣ ଦୁତିୟ ଉପାୟଟି ହେଉଛି ଏକ ମୁଠା ଚିନି ନିଅନ୍ତୁ ଏହାକୁ ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ ଏବଂ ଯେକୌଣସି ମନ୍ଦିରରେ ଏହାକୁ ଅର୍ପଣ କରି ଫେରି ଆସନ୍ତୁ । ଏହି ଉପାୟକୁ କରି ଅନେକ ଲୋକ ଲାଭବାନ ହୋଇସାରିଛନ୍ତି । ଏହି ଉପାୟ କରିବା ଦ୍ଵାରା ଆପଣ ସମସ୍ତ ପ୍ରକାରର କରଜ ଠାରୁ ମୁକ୍ତି ପାଇବେ । କରଜ କରି ସୁଝି ପାରୁନଥିବା ଲୋକମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ଉପାୟ ଅଟେ ।

ବନ୍ଧୁଗଣ ତୃତୀୟ ଉପାୟ ଟି ହେଉଛି ଚାହା ପତିର ଉପାୟ ଏହି ଉପାୟ ବହୁତ ଚମତ୍କାରି ଉପାୟ ଅଟେ । ଏହି ଉପାୟ ରାହୁ ଦୋଷରୁ ମୁକ୍ତି ଦେଇଥାଏ । ଘରୁ ରାହୁ ଗ୍ରହକୁ ଦୂର କରିବାରେ ସହାୟକ ହୋଇଥାଏ । ଏବଂ ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ ସହାୟକ ହୋଇଥାଏ । ଏହା ଅତ୍ୟନ୍ତ ଲାଭଦାୟକ ଉପାୟ ଅଟେ । ଚାହା ପତିକୁ ହାତରେ ଧରି ଘର ଭିତରର ସବୁ ଜାଗାରେ ତିନିଥର ପରିକ୍ରମା କରନ୍ତୁ । ଏବଂ ଏହା ପରେ ସେହି ଚାହା ପତିକୁ ନେଇ ପ୍ରବାହିତ ଜଳରେ ବିସର୍ଜନ କରିଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଧନର ଆଗମନ ହେବ । ସୌଭାଗ୍ୟର ଦ୍ବାରା ଖୋଲିଯିବ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *