ଦର୍ଶକ ବନ୍ଧୁ ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯଦି ଶନିଦେବଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡିଯାଏ ତେବେ ସେହି ମଣିଷ ନିଜର ସବୁ ସମସ୍ଯା ସଜାଡିବାରେ ସଂପୂର୍ଣ୍ଣ ଜୀବନ କଟିଯାଏ । ଯଦି ଶନିଙ୍କ କୃପା ଦ୍ରୁଷ୍ଟି ପଡିଯାଏ ତେବେ ସେହି ମଣିଷ କମ ପରିଶ୍ରମରେ ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ ।
ତେବେ ସେହିଠାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ପ୍ରତେକ ମଣିଷ ଏହା ଚାହିଁଥାଏ ତାହାର ଉପରେ ମା ଲକ୍ଷ୍ମୀଙ୍କ ଅପାର କୃପା ରହୁ ବୋଲି । ଆଜି ଆମେ ଆପଣଙ୍କୁ କହିବୁ ଦୀର୍ଘ 15 ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଉଛନ୍ତି କିଛି ରାଶି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମେଷ ରାଶି : ଆପଣଙ୍କର ଖରାପ ସମୟ ଶେଷ ହୋଇସାରିଛି । ଆପଣଙ୍କ ଉପରେ ଶନିଦେବ ନିଜର କୃପା ଦ୍ରୁଷ୍ଟି ରଖିବେ । ମାନ ସମାନ ପ୍ରାପ୍ତ ହେବ । ଆଗାମୀ ସମୟରେ ସଫଳତା ହାସଲ ହେବାର ଯୋଗ ଅଛି । ସ୍ୱାସ୍ଥ୍ୟ ସମ୍ବାଧୀୟ ସମସ୍ୟାରୁ ମୁକ୍ତି ମିଳିବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ ।
କର୍କଟ ରାଶି : ଆପଣଙ୍କ ଉପରେ ଶନି ମହାରାଜଙ୍କର କୃପା ଦ୍ରୁଷ୍ଟି ଲାଗତର ଭାବେ ରହିବ । ଆପଣଙ୍କ ଜୀବନରେ ଯାହା ସମସ୍ଯା ରହିଥିଲା ତାହାର ଅନ୍ତ ଘଟିବାକୁ ଯାଉଛି । ଆଗାମୀ ଭବିସ୍ୟାତରେ ଭଲ ଲାଭ ପ୍ରାପ୍ତ ହେବ । ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ । ଗୁରୁଜଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।
ବିଛା ରାଶି : ଏହି ରାଶିର ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଲୋକ ମାନଙ୍କର ଅଟକିଥିବା କାର୍ଯ୍ୟ ଆଗାମୀ ସମୟରେ ପୂରଣ ହେବ । ଆପଣଙ୍କ ଜୀବନରେ ଆସୁଥିବା କଷ୍ଟ ଦୂର ହେବ । ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହି ଅଟକାଇ ପାରିବେ ନାହି । ଚାକିରିରେ ସଫଳତା ମିଳିବ ।
ଧନୁ ରାଶି : ଆପଣଙ୍କ ଉପରେ ଶନି ଦେବ ଖୁସି ପୂର୍ଣ୍ଣ ରହିବେ । ବ୍ୟାପାରୀଙ୍କୁ ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଛି । ସଫଳତାର ଅନେକ ମାର୍ଗ ପ୍ରାପ୍ତ ହେବ । ଧନ ଜନିତ ସମସ୍ଯା ଦୁର ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ ।
କୁମ୍ଭ ରାଶି : ଆପଣଙ୍କ ଉପରେ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ଆପଣଙ୍କ ଜୀବନରେ ବାଧା ଗୁଡିକ ଦୂର ରହିବ । ଯେଉଁ ମାନ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରେମ ବିବାହର ଯୋଗ ଅଛି । ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ବହୁତ ଜଲ୍ଦି ସଫଳ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ।
ତୁଳା ରାଶି : ଏହି ରାଶିର ସବୁ ଲୋକଙ୍କୁ ନିବେଶରୁ ଲାଭ ମିଳିବାର ଅଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଅଟକିଥିବା ଧନ ଫେରି ମିଳିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ସାବ୍ୟସ୍ତ ହେବ । ଚାକିରି ମିଳିବା ମାତ୍ରେ ଆପଣଙ୍କର ବ୍ୟବହାର ବଦଳିଯିବ ।