ଧନକୁ ଚୁମ୍ବକ ପରି ଟାଣନ୍ତି ଏହି 5 ପକ୍ଷୀ, ଆପଣଙ୍କ ଘରକୁ ଆସୁଛନ୍ତି କି ? Ajira Anuchinta

ନମସ୍କାର ବନ୍ଧୁଗଣ । ବାସ୍ତୁ ଶାସ୍ତ୍ରଅନୁସାରେ ଆଖପାଖରେ ଥିବା ପଶୁପକ୍ଷୀମାନେ ମଣିଷର ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଇଥାଏ । ଆଗାମୀ ଦିନମାନଙ୍କ ରେ କଣ ଘଟିବାକୁ ଯାଉଛି ତାହା ସମ୍ବନ୍ଧରେ କହିଥାଏ । ଶାସ୍ତ୍ର ଅନୁଯାୟୀ କିଛି ପକ୍ଷୀମାନଙ୍କୁ ଘରକୁ ଆସିବାକୁ ଦେବା କଥା ନୁହେଁ କାରଣ ତାହା ଅଶୁଭ ହୋଇଥାଏ । ମାତ୍ର କିଛି ପକ୍ଷୀମାନଙ୍କର ଘରକୁ ଆସିବା ଶୁଭ ସଂକେତ ମାନା ଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କେଉଁ ପକ୍ଷୀଆସିବା ଶୁଭ ଓ କେଉଁ ଅପକ୍ଷ ଅଶୁଭ ତାହା ବିଷୟରେ କହିବୁ । ଆପଣ ଏହି ପୋଷ୍ଟ କୁ ଶେଷ ପର୍ଯ୍ଯନ୍ତ ନିଶ୍ଚୟ ପଢନ୍ତୁ ।1-  କାଉ ଦେଖିବାକୁ କଳା ରଙ୍ଗ ଥିବା ହେତୁ କେହି ତାହାକୁ ପସନ୍ଦ କରନ୍ତୁ ନାହିଁ । ତାହାର ସ୍ଵର ମଧ୍ୟ କର୍ଣ୍ଣ କୁ  ଭଲ ଲାଗିନଥାଏ । ମାତ୍ର ଶାସ୍ତ୍ର ଅନୁସାରେ କାଉ ଘରକୁ ଆସିବା ବା ତାହାର ସ୍ଵର ଘର ଭିତରକୁ ଶୁଭିବା ଭବିଷ୍ୟତ ର ସଂକେତମାନ ପ୍ରଦାନ କରନ୍ତି ।

ବହୁତ ଗୁଡାଏ କାଉ ଗୋଟେ ସ୍ଥାନରେ ବସି ଭୋବେଇବେ ତେବେ ତାହା ବହୁତ ଅଶୁଭ ସଂକେତ ହୋଇଥାଏ । କୋଣସି ବଡ ବିପଦ ଆସିବାର ସୂଚନା ଦେଇଥାଏ ।  ପରନ୍ତୁ ଆପଣ କାଉକୁ ରୁଟି ବା ପାଣି ପିଉ ଥିବାର ଦେଖିଥାନ୍ତି ତେବେ ତାହା ଶୁଭ ହୋଇଥାଏ । ଆପଣଙ୍କ ଜୀବନରେ କୋଣସି ଭଲ ଘଟଣା ର ସଂକେତ ଦେଇଥାଏ ।

2- ପାରା ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ପାରା ଯେଉଁ ଘରେ ତାହାର ବସା ବନାଇଥାଏ । ସେହି ଘରେ ମା ‘ ଲକ୍ଷ୍ମୀଙ୍କର ବାସ ରହିନଥାଏ । ଘରେ ନାକାରାତ୍ମକ ଶକ୍ତି ବଢିବାକୁ ଲାଗିଥାଏ । 3- ଉଲୁକ ଘରୁ ଆସିବା ବହୁତ ଅଶୁଭ ମାନା ଯାଏ ଓ ରାତି ସମୟରେ ଆପଣ ଉଲୁକ ର କାନ୍ଦିବା ସ୍ଵର ଶୁଣିଥାନ୍ତି ତେବେ ତାହା ମୃତ୍ୟୁର ସଂକେତ ଦେଇଥାଏ ।

ଧଳାର ରଙ୍ଗ ର ଉଲୁକ ଦେଖାଯିବା ଶୁଭ ସଂକେତ ହୋଇଥାଏ । 4- ମୟୁର ହେଉଛି ମା ସ୍ଵରସ୍ଵତୀଙ୍କ ବାହନ ଓ ଆପଣ କୋଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକୁ ଯିବା  ବେଳେ ମୟୂରର ଦର୍ଶନ ହୁଏ । ତେବେ ତାହା ବହୁତ ଭଲ ସଂକେତ ହୋଇଥାଏ । ମୟୂର ପଙ୍କକୁ ଘରର ପୂର୍ବ ଦିଗରେ ଲଗେଇବା ବହୁତ ଶୁଭ ହୋଇଥାଏ । 5- ଘରଚଟିଆ ଆପଣଙ୍କ ଘରରେ ଆସି ତାହାର ବସା କରେ ତେବେ ତାହା ଶୁଭ  ହୋଇଥାଏ ।

ଆପଣ ଘରେ ସର୍ବଦା ଖୁସି ରହିଥାଏ ଓ ସାକାରାତ୍ମକ ବାତାବାରଣ ଦେଖିବାକୁ ମିଳିଥାଏ । ଅନେକ ଗୁଡାଏ  ଘରଚଟିଆ ଆସି ଆପଣଙ୍କ ଛାତ ଉପରେ ବସନ୍ତି ତେବେ ଆପଣଙ୍କ ଘରକୁ ଶୁଭ ସମାଚାର ଆସିବାକୁ ଯାଉଛି । ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ଏବଂ ଆପଣଙ୍କ ଘରକୁ ଅତିଥି ଆସିପାରିବେ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *