ଦୋଳ ପୂର୍ଣ୍ଣିମା ( 18 March ) କରନ୍ତୁ ଏହି ଚମତ୍କାରୀ ଉପାୟ ଧନର ବର୍ଷା ହେବ । ରାତାରାତି ହୋଇଯିବେ କୋଟିପତି

ଦୋଳ ଆମ ଘରେ ଘରେ ପରିଚିତ ଘଟଣା । ଏହି ଦିନ ଅନେକ ପିଲାମାନେ ଅନେକ ସମୟରେ ନିଜ ପରିବାର ସହ ମିଶି ଅନେକ ମଜା କରି ଥାନ୍ତି । ହୋଲିର ପ୍ରଥମ ଦିନକୁ ଆମେ ଦୋଳ କହି ଥାଉ ଏହି ଡି ରାଶା କୃଷ୍ଣ ଭଗବାନ ମିସିକି ରଙ୍ଗ ଖେଳି ଥାନ୍ତି ନିଜ ଭକ୍ତ ଙ୍କ ସହ । ମାତ୍ର ଏହି ଦିନ କେବଳ ରଙ୍ଗ ଖେଳ ହୋଇ ନଥାଏ । ଏହି ଦିନ ଠାକୁର ମାନେ ଅନେକ ଲୋକଙ୍କ ଘରକୁ ମଧ୍ୟ ଯାଇ ଥାନ୍ତି ସେମାନଙ୍କ ଘରୁ ପ୍ରସାଦ ସେବନ କରି ତହନ୍ତି ଓ ଏହା ସହ ସଙ୍କୀର୍ତ୍ତନ ମଧ୍ୟ ଚାଲି ଥାଏ ।

ଢୋଲ ବଜାଇ କୀର୍ତ୍ତନ କରିକି ଅନେକ ଲୋକମାନେ ନାଚି ନାଚି ଭକ୍ତିର ସହ ଯାଇ ପହଞ୍ଚି ଯାଇ ଥାନ୍ତି ଭଗବାନ ଙ୍କ ପାଖରେ । ରଙ୍ଗର ପର୍ବ ହୋଲିର ପର୍ବ ପାଳନ ହୋଇ ଥାଏ ହୋଲିରେ ଏହି ଖେଳ ବସନ୍ତ ରୋଗକୁ ଅଟକାଇବା ପାଇଁ ଏହା ଖେଳା ଯାଇଥାଏ । ଭଗବାନ କୃଷ୍ଣ ଏହି ଦିନ ମଇତ୍ର ନାମକ ଏକ ରାକ୍ଷଶ କୁ ମାରି ଥିଲେ

ଓ ଲୋକଙ୍କ ମନରେ ଅଭୟ ଆଣି ଦେଇଥିଲେ ଏହା ପୌରାଣିକ ମାନ୍ୟତା ଅଟେ । ଏହା ସହ ଆଉ ଏକ ମାନ୍ୟତା ମଧ୍ୟ ଅଛି ଏହି ଦିନ ହୋଲିକା ହିରଣ୍ୟକାଶ୍ଯପ ର ଭଉଣୀ ଯାହାକୁ କେବେ ନ ଜଳିବାର ବରଦାନ ମିଳିଥିଲା ଓ ସେହି ପାଇଁ ସେ ପ୍ରହଲାଦ କୁ ବସାଇକି ତାକୁ ମାରିବା ଏପାଇଁ ଚେଷ୍ଟା କରିଥିଲା ।

ମାତ୍ର ଭଗବାନ ତାଙ୍କୁ ହିନ ସବୁ ଦିନ ପାଇଁ ସେହି ନିଆଁ ରେ ଜଳାଇ ଦେଇ ଥିଲେ । ସେହି ଦିନ ଠାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଆମେ ଏହି ଦିନ ପାଳନ କରୁଛୁ । ତେବେ ଆସନ୍ତୁ ଜାଣିବା ଆମେ କେଉଁ କାମ କରିବା ଦ୍ଵାରା ଆମ ଜୀବନ ରେ ଶାନ୍ତି ସୁଖ ଓ ରୋଗ ଦୂରେଇ ଯାଇ ଥାଏ । ତେବେ ଆସନ୍ତୁ ଜାଣିବା ଉପାୟ ବିଶୟରେ । ଅମାପ ଧନ ପ୍ରାପ୍ତ ହୁଏ ।

ଏହି ପବିତ୍ର ପାବନ ଦିନରେ ମା ଲକ୍ଷ୍ମୀ ଙ୍କୁ ଆଣିକି ତାଙ୍କୁ ପୂଜା କରନ୍ତୁ ଆପଣଙ୍କ ଘରେ ଆଗରୁ ମୂର୍ତ୍ତି ଥିଲେ ଆପଣ ତାଙ୍କ ଆଗରେ ଏକ ଦୀପ ରଖିକି ତାହା ମଧ୍ୟରେ କିଛି ତେଲ ଦେଇକି ଏହାକୁ ଜଳାନ୍ତୁ ନହେଲେ ଆପଣ 9 ଟି ଦୀପ ମଧ୍ୟ ଲଗାଇ ପାରିବେ ।

ଏହା ଅସମ୍ଭବ ହେଲେ ଗୋଟେ ଦୀପରେ 9 ଟି ବଳିତା ରଖୀ ଦୀପ ଲଗାନ୍ତୁ । ଏହି ଦିନ ଏକ ନଡିଆ ଆଣିକି  ଏହାର ଦେହରେ ନାଲି ସୂତା ବାନ୍ଧି ଦିଅନ୍ତୁ ଏହାକୁ ଏକ ଜାଗାରେ ସ୍ଥାପନା କରି ଆପଣ ଏହାକୁ ଚାଉଳ ଦେଇ ରଖନ୍ତୁ ଓ ଏହା ପରେ ଆପଣ ଏହାକୂ ନେଇକି ଭଗବାନ ହନୁମାନ ଜି ଙ୍କ ମନ୍ଦିର ରେ ରଖୀ ଦିଅନ୍ତୁ ।

ଆପଣ ଓସ୍ତ ଗଛ ମୂଳରେ ସନ୍ଧ୍ୟା ବେଳେ ଏକ ଦୀପ ଜାଲିକି ପଛକୁ ନ ଅନାଇ ଆସି ଯାଅନ୍ତୁ ଏହା ପରେ ଆପଣ ଧୁଆ ଧୋଇ ହୋଇ ଘରେ ପସନ୍ତୁ ଏହି ଭଳି କରିବା ଆଡବାରା ଶତ୍ରୁ କମିବା ସହ କରଜରୁ ମୁକ୍ତି ମିଳିବ ଆପଣଙ୍କୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *