ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି 5 ଟି ଭୁଲ ହୋଇପାରେ ସର୍ବନାଶ – ଜାଣିଲେ ପାଦ ତଳୁ ମାଟି ଖସିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନବରାତ୍ରି  ଆରମ୍ଭ ହୋଇସାରିଛି । ଆମେ ସମସ୍ତେ ଜାଣିଛୁ କି ନବରାତ୍ରି ବର୍ଷ ରେ ଦୁଇ ଥର ଆସିଥାଏ । ଯାହାକୁ ଆମେ ଚୈତ୍ର ଏବଂ ଶାରଦୀୟ ନବରାତ୍ରି ରୂପରେ ପାଳନ କରି ଆସିଛୁ । ଏହି ନବରାତ୍ରି ରେ ମାଆ ଙ୍କ ନଅ ଟି ରୂପ କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟ ରେ ଅନେକ ବ୍ୟକ୍ତି ନବରାତ୍ରି ମଧ୍ୟ ପାଳନ କରିଥାନ୍ତି । ନବରାତ୍ରି ପାଳନ କରିବାର ଅନେକ ନିୟମ ରହିଛି । ଏହି ସମସ୍ତ ନିୟମ ଗୁଡ଼ିକ କୁ ସଠିକ ରୂପରେ ପାଳନ କରିବା ଦ୍ୱାରା ମାତା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ନବରାତ୍ରି ରେ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଅନୁଚିତ ହୋଇଥାଏ । ଏହି କାର୍ଯ୍ୟ କରିବା ଦ୍ୱାରା ମାତାରାଣୀ କ୍ରୋ-ଧି-ତ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଆପଣ ଏହି ନବରାତ୍ରି ରେ ମାଆ ଙ୍କୁ ପୂଜା କରିବା ସମୟ ରେ ମନରେ ବିଶ୍ୱାସ ଓ ଶ୍ରଦ୍ଧା ରଖି ପୂଜା କରିବା ଆବଶ୍ୟକ ଏବଂ ନିଜ ମନରୁ ଆ-ଶ-ଙ୍କା ଓ କୁ-ଚି-ନ୍ତା କୁ ଦୁରେଇ ଦେବା ଉଚିତ । କାରଣ ମନ ରେ ବିଶ୍ୱାସ ନ ରଖି ପୁଜା କରିବା ଦ୍ୱାରା କୌଣସି ଫଳ ପ୍ରାପ୍ତ ହୋଇ ନଥାଏ । ତେଣୁ ନବରାତ୍ରୀ ରେ ମାଆ ଙ୍କ ପୂଜା ସମୟ ରେ ନିଜ ମନ ରେ ଆଶା ଓ ବିଶ୍ୱାସ କୁ ସର୍ବଦା ଜାଗ୍ରତ କରନ୍ତୁ । ୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣ ଏହି ନବରାତ୍ରି ରେ ନିଜ ମୁହଁ ରୁ ଭୁଲ ରେ ବି ଅ-ପ-ଶ-ବ୍ଦ ର ପ୍ରୟୋଗ କରନ୍ତୁ ନାହିଁ ଅଥବା କୌଣସି ବ୍ୟକ୍ତି କୁ ଗା-ଳି ଗୁ-ଲ-ଜ କରନ୍ତୁ ନାହିଁ । କାରଣ ଆପଣ ଏହି ସମୟ ରେ ମାଆ ଙ୍କ ପବିତ୍ର ନାମ ର ଜପ କରିଥାନ୍ତି । ତେଣୁ ଆପଣଙ୍କ ମୁହଁ ରୁ ବାହାରୁ ଥିବା ପ୍ରତ୍ୟେକ ଶବ୍ଦ ପବିତ୍ର ହେବା ଆବଶ୍ୟକ ।
୩. ବନ୍ଧୁଗଣ ତୃତୀୟତଃ,ଏହି ନବରାତ୍ରି ରେ ପ୍ରତ୍ୟେକ ବ୍ୟକ୍ତି କୁ ନି-ଶା ଦ୍ରବ୍ୟ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ନି-ଶା କରିବା ଦ୍ୱାରା ମନୁଷ୍ୟ ନିଜ ଆୟତ୍ତ ରେ ରହି ନଥାଏ । ଏହା ସହିତ ଯେତେ ସମ୍ଭବ ମନୁଷ୍ୟ କୁ ସାତ୍ତ୍ଵିକ ଆହାର ଗ୍ରହଣ କରିବା ଉଚିତ । ଏହାଦ୍ବାରା ମାତା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ୪. ବନ୍ଧୁଗଣ ଚତୁର୍ଥତଃ, ନବରାତ୍ରି ସମୟ ରେ କୌଣସି ଅସହାୟ ବ୍ୟକ୍ତି ଏବଂ କନ୍ୟା ମାନଙ୍କୁ କେବେବି ଖାଲି ହାତ ରେ ଯିବାକୁ ଦିଅନ୍ତୁ ନାହିଁ । ଅସହାୟ ବ୍ୟକ୍ତି ସ୍ୱୟଂ ଭଗବାନ ଙ୍କ ଦୂତ ଅଟନ୍ତି ଏବଂ କନ୍ୟା ମାନେ ଦେବୀ ଙ୍କ ପ୍ରତୀକ । ତେଣୁ ଯଦି ଆପଣ ଅସହାୟ ବ୍ୟକ୍ତି ଓ କନ୍ୟା ଙ୍କୁ ଶୂନ୍ୟ ହସ୍ତ ରେ ଯିବାକୁ ଦେବେ ତେବେ ଏହାର ଅର୍ଥ ଆପଣ ଦେବୀ ମାଆ ଙ୍କୁ ଶୂନ୍ୟ ହସ୍ତ ରେ ଫେରାଉଛନ୍ତି । ତେଣୁ ଆପଣ ନିଜ ସାମର୍ଥ୍ୟ ଅନୁସାରେ ଦାନ ପୁଣ୍ୟ କରନ୍ତୁ । ୫. ବନ୍ଧୁଗଣ ପଞ୍ଚମତଃ, ନବରାତ୍ରି ରେ ଚୁଟି ଓ ନଖ କା-ଟି-ବା ଉଚିତ ହୋଇ ନଥାଏ ଏବଂ ଏହି ସମୟ ରେ କୌଣସି ବି ପ୍ରାଣୀ ର ଚ-ମ-ଡ଼ା ରେ ତିଆରି ବସ୍ତୁ କୁ ପରିଧାନ କରିବା ଉଚିତ ନୁହେଁ । ଏହା ସହିତ ନବରାତ୍ରି ରେ ଦିନ ସମୟ ରେ ଶୋଇବା ଉଚିତ ନୁହେଁ ଏବଂ କନ୍ୟା ମାନେ ନିଜର ମାସିକ ଧର୍ମ ସମୟ ରେ କୌଣସି ମନ୍ଦିର ବା ଧାର୍ମିକ ଅନୁଷ୍ଠାନ କୁ ଯିବା ନି-ଷେ-ଧ ଅଟେ । ତେଣୁ ଏହି ସବୁ ନିୟମ ଗୁଡିକ ର ପାଳନ ନି-ହା-ତି ଭାବରେ କରିବା ଆବଶ୍ୟକ । ଏହାଦ୍ବାରା ମାଆ ଦୁର୍ଗା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *