କେହି ଆପଣଙ୍କର କିଛି ବିଗାଡି ପାରିବେ ନାହିଁ , ଯଦି ଜଣା ଅଛି ଆପଣଙ୍କୁ ଏହି 5 ଚାଣକ୍ୟ ନୀତି – CHANAKYA NEETI

ବନ୍ଧୁଗଣ ନମସ୍କାର ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶା-ସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ର-ନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁ-ହୂ-ର୍ତ୍ତ-ରେ କାମ ଆସି ପାରିବ । ତେବେ ଆମ ଜୀଵନ ରେ କିଛି ଏପରି କଥା ଥାଏ ଯାହାକୁ ଜାଣିବା ନି-ହା-ତି ଆବଶ୍ୟକ ଅଟେ ନଚେତ ବହୁତ ପ-ଶ୍ଚା-ତା-ପ କରିବାକୁ ପଡିଥାଏ । ତେବେ ସେହି ନିୟମ ଗୁଡିକ ଆଚାର୍ଯ୍ୟ ଚାଣକ୍ୟ ନିଜ ଗ୍ର-ନ୍ଥ ରେ ରଚନା କରିଛନ୍ତି ତେବେ ଆସନ୍ତି ସେହି ନିୟମ ଗୁଡିକ ବିଷୟ ରେ ଆଲୋଚନା କରିନେବା ।

୧- ପ୍ରଥମ ରେ ହେଉଛି ସବୁବେଳେ ଆପଣ ନିଜର ପ୍ରକୃତ ବନ୍ଧୁ କିନ୍ତୁ ପ୍ରକୃତ ସାଥୀ କୁ ସେତେବେଳେ ଜାଣି ପାରିବେ ଯେତେବେଳେ ଆପଣଙ୍କ ର କୌଣସି ଏକ ବଡ଼ ଅ-ସୁ-ବି-ଧା ହୋଇଥିବ ନଚେତ ଆପଣ ଙ୍କ ସହ କିଛି ଅ-ଘ-ଟ-ଣ ଘ-ଟି-ଥି-ବ ତେବେ ସେହି ସମୟରେ ଯଦି ଆପଣଙ୍କ ର ଯିଏ ସାଥ ଦେଲା ସେ ହିଁ ଆପଣଙ୍କ ପ୍ରକୃତ ବନ୍ଧୁ କାରଣ ସୁଖରେ ତ ସମସ୍ତେ ଥାଆନ୍ତି କିନ୍ତୁ ଦୁଃ-ଖ ରେ କେହି ନଥାନ୍ତି । ୨- ଦ୍ଵିତୀୟ ନିୟମ ଟି ହେଉଛି ସବୁବେଳେ ଯେଉଁ କଥା କିମ୍ବା ନିଷ୍ପତ୍ତି କୁ ମନ ରେ ଭାବିଥାଉ ତାହାକୁ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଚାଣକ୍ୟ ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଆର୍ଥିକ ଉପାର୍ଜନ, ଜ୍ଞାନ ଗ୍ରହଣ, ଭୋଜନ ଗ୍ରହଣ, କାମ ଧ-ନ୍ଦା କରିବା ସମୟରେ ଲାଜ କରେ ନାହିଁ ସେ ସୁଖୀ ହୋଇଥାଏ । ଆମକୁ ସର୍ଵଦା ସେହି କାର୍ଯ୍ୟ କରିବା ଆବଶ୍ୟକ ଯାହା ବିଷୟରେ ଆମେ ଆଗରୁ ଭାବି ସାରିଛେ । ଯିଏ ଭବିଷ୍ୟତ ପାଇଁ ପ୍ରସ୍ତୁତ ଥାଏ ଏବଂ ନିଜ ଜୀଵନ ରେ ଥିବା ସମସ୍ୟା କୁ ଚତୁରତା ପୁର୍ବକ ସମାଧାନ କରିଥାଏ ସେ ହିଁ ନିଜ ଜୀଵନ ରେ ସୁଖୀ ହୋଇଥାଏ । ୩- ତୃତୀୟ ନିୟମ ହେଉଛି ଯେଉଁ ବ୍ୟକ୍ତି ମାନେ କେବଳ ନିଜ ଭାଗ୍ୟ ଉପରେ ହିଁ ନିର୍ଭର କରି ରହିଥାନ୍ତି ଏବଂ ପରିଶ୍ରମ କରନ୍ତି ନାହିଁ ସେମାନେ ନିଜ ଜୀବନରେ କେବେବି ଖୁସି ରହି ପାରନ୍ତି ନାହିଁ । ଏହା ଛଡା ସର୍ଵଦା ଆଗକୁ ଆସୁଥିବା ସମସ୍ୟା ପାଇଁ ଟଙ୍କା ସଞ୍ଚୟ କରି ରଖିବା ଆବଶ୍ୟକ ସେ ଧନୀ ହେଉ କିମ୍ବା ଗରିବ ।
୪- ଚତୁର୍ଥ ରେ ହେଉଛି କୌଣସି ବ୍ୟକ୍ତି କୁ ସେହି ଭଳି ସ୍ଥାନକୁ ଯିବା ଉଚିତ ନୁହେଁ ଯେଉଁଠି ଦାନ ପୁଣ୍ୟ ହେଉ ନଥିବ, ରୋଜଗାର ର କୌଣସି ଉପାୟ ନଥିବ ଏବଂ କାହାକୁ କୌଣସି ପ୍ରକାରର କାହା ପ୍ରତି କିଛି ଆସ୍ଥା ନଥିବ ସେହି ଭଳି ସ୍ଥାନ କୁ ଯିବା ଉଚିତ ନୁହେଁ ଏବଂ ଏହା ଏକ ମୂ-ର୍ଖା-ମୀ କାର୍ଯ୍ୟ ଅଟେ । ୫- ପଞ୍ଚମ ରେ ହେଉଛି ଭଲ ଆଚରଣ ଦୁଃ-ଖ କୁ ଦୁର କରିଥାଏ ଏବଂ ବିବେକ ଅଜ୍ଞାନ କୁ ନ-ଷ୍ଟ କରିଥାଏ । ଜାନକାରୀ ଭୟ କୁ ସମାପ୍ତ କରିଥାଏ । ଆହା ଛଡା ଯେଉଁ ବ୍ୟକ୍ତି ମାନେ ନିଜ ଜୀବନରେ ଅନ୍ୟ କୁ ସାହାଯ୍ୟ କରିଥାନ୍ତି,ଭଲ ବ୍ୟବହାର ଦେଖାନ୍ତି, ନିଜର କର୍ତ୍ତବ୍ୟ ଠିକ ଭାବରେ କରନ୍ତି ସେମାନେ ସର୍ଵଦା ସୁଖୀ ରୁହନ୍ତି । ଏହା ଛଡା ସେହି ଭଳି ଧନ କୁ କେବେ ସ୍ୱୀକାର କରନ୍ତୁ ନାହିଁ ଯାହା ନିଜ ଧର୍ମ,ନିଜ ବିବେକ କୁ ହ-ରେ-ଇ ଭୁଲ ରାସ୍ତା ରେ କାର୍ଯ୍ୟ କରି ପାଇଥିବେ ସେହି ଧନ ଆପଣଙ୍କ ଜୀଵନ ରେ କେବଳ ବ-ର୍ବା-ଦ ଆଣିଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *