13ଟି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ 99% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । ଯାହାର କିଛି ଉତ୍ତର ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।

୧:- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?

ଉତ୍ତର:- ନଡ଼ିଆ ଓ ପଇଡ଼

୨:- ଧରିଲେ ଧରା ଦିଏ ନାହିଁ, ଦେଖିଲେ ଦେଖା ଦିଏ, ଯୁଆଡେ ଗଲେ ଯାଏ ସିଏ କହ କ’ଣ ସିଏ ?

ଉତ୍ତର:- ଛାଇ

୩:- ଜଣେ ବାପା ତା ଝିଅକୁ ଗୋଟେ ଉପହାର ଦେଲା ଏବଂ କହିଲା ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଏବଂ ଶୀତ ହେଲେ ଜାଲିବୁ । ତାହା କଣ ?

ଉତ୍ତର:- ନଡ଼ିଆ

୪:- କଇଁଛ ନିଜର ଜୀବନ କାଳରେ କେତେ ବର୍ଷ ବଞ୍ଚିଥାଏ ?

ଉତ୍ତର:- ୧୧୫ ବର୍ଷ

୫:- ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ପାଇଁ ପାଇଁ ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ ।

ଉତ୍ତର:- ଗୁଡ଼ି

୬:- ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା, ସେ କିଏ ?

ଉତ୍ତର:- ଛତା

୭:- ଖରାଦିନେ ତାକୁ ଭଲ ପାଉ ଶୀତ ଦିନେ ତାକୁ ଡରିଯାଉ । ସେ କିଏ ?

ଉତ୍ତର:- ପାଣି

୮:- ଏମିତି କେଉଁ ଜିନିଷ ଅଛି ଯାହା ଆମେ ଖାଇପାରିବା ନାହିଁ କିମ୍ବା ପିଇ ପାରିବା ନାହିଁ କିନ୍ତୁ ତା ବିନା ବଞ୍ଚି ପାରିବା ନାହିଁ ?

ଉତ୍ତର:- ଅକ୍ସିଯେନ

୯:- ଭାରତର କେଉଁ ରାଜ୍ୟରେ ମହିଳାମାନେ ୫ ଦିନ ବିନା କପଡାରେ ରୁହନ୍ତି ?

ଉତ୍ତର:- ହିମାଚଳ ପ୍ରଦେଶ

୧୦:- କେଉଁ ଜୀବ ଆଖି ଓ କାନ ପଟେ ନିଶ୍ୱାସ ପ୍ରଶାସ ନିଏ ?

ଉତ୍ତର:- ହରିଣ

୧୧:- ଖାଇଲେ ଫଳ, ଡାକିଲେ ଝିଅ, ଅଙ୍କିଲେ ରଙ୍ଗ, ମୁଁ କିଏ କୁହ ?

ଉତ୍ତର:- କମଳା

୧୨:- କଳା ରଙ୍ଗର ହଂସ କେଉଁ ଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର:- ଅଷ୍ଟ୍ରେଲିଆ

୧୩:- ପୁଷ୍କର ମେଳା ଭାରତର କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର:- ରାଜସ୍ଥାନ

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *