Interesting Gk Questions; କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିଅନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆମ ଦେଶ ମାନେ ଭାରତ ବିଷୟରେ କିଛି ଜାଣିବା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ,ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଭାରତର ଜାତୀୟ ଗୀତ ‘ ବନ୍ଦେ ମାତରଂ ‘ ଗାନ କରିବା ପାଇଁ କେତେ ସମୟ ନିଆଯାଏ ?

ଉତ୍ତର:- ୬୫ ସେକେଣ୍ଡ

ଭାରତ ରତ୍ନ ଦ୍ୱାରା ସମ୍ମାନିତ ହୋଇଥିବା ସବୁଠାରୁ କମ ବୟସ୍କ ଭାରତୀୟ କିଏ ?

ଉତ୍ତର:- ସଚିନ ତେନ୍ଦୁଲକର

କେଉଁ ଧାତୁକୁ ଛୁରୀ ଦ୍ବାରା ସହଜରେ କାଟି ହେବ ?

ଉତ୍ତର:- ସୋଡିଅମ

୧୯୪୩ ମସିହାରେ କେଉଁ ସ୍ଥାନରେ ଆଜାଦ ହିନ୍ଦ ଫୋଉଜ୍ର ସ୍ଥାପନା ହୋଇଥିଲା ?

ଉତ୍ତର:- ସିଙ୍ଗାପୁର

ମୌଜ୍ୟ କାଳୀନ ଭାରତ ଉପରେ ଆଧାରିତ ପୁସ୍ତକ ଇଣ୍ଡିକା ର ଲେଖକ କିଏ ?

ଉତ୍ତର:- ମେଘାସ୍ଥିନିସ

କେଉଁଟି ମାପ କରିବା ପାଇଁ ପରୋମିଟର ବ୍ୟବହାର କରାଯାଏ ?

ଉତ୍ତର:- ଉଚ୍ଚତାପ

କେଉଁ ଦୁଇଟି ଗ୍ରହ ବ୍ୟତୀତ ଅନ୍ୟ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଚତୁର୍ପର୍ଶ୍ଵ ରେ ପଶ୍ଚିମରୁ ପୂର୍ବକୁ ଘୁରୁଛନ୍ତି ?

ଉତ୍ତର:- ଅରୁଣ ଏବଂ ଶୁକ୍ର

କେଉଁ ଋଷି ପୁତ୍ର ଶିବଙ୍କ ପାଖରେ ଶରଣ ପଶିବା ପରେ ଶିବ ତାଙ୍କ ଆୟୁଷ ବଢ଼ାଇଥିଲେ ?

ଉତ୍ତର:- ମାର୍କଣ୍ଡେୟ

ଶିବଙ୍କର ନାମ ଶଙ୍କର ସେହିପରି କେଉଁ ବୃକ୍ଷର ନାମ ଶଙ୍କର ଅଟେ ?

ଉତ୍ତର:- ଚନ୍ଦନ

ବିଶ୍ବର ସବୁଠାରୁ ଛୋଟ ଦେଶ ଭାଟିକାନ ସିଟି ର ଜନସଂଖ୍ୟା କେତେ ?

ଉତ୍ତର:- ୧୦୦୦

କେଉଁ ଫଳ ପାଚିଲେ ତାହାର ନାମ ବଦଳିଯାଏ ?

ଉତ୍ତର:- ପଇଡ / ନଡ଼ିଆ

ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଏହି ପ୍ରଶ୍ନ ଗୁଡିକର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *