Vastu Tips- ଗାଈର ଛୁଇଁଦିଅନ୍ତୁ ଏହି ଅଙ୍ଗକୁ । ଭାଗ୍ୟ ବଦଳିଯିବ । ରାତାରାତି ହୋଇଯିବେ ଧନୀ ।

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଗାଈ ହେଉଛନ୍ତି ମା ସମାନ । ତେଣୁ ଗୋମାତା ବୋଲି ଭାରତ ର ଲୋକମାନେ ଡାକନ୍ତି । ଏହା ଦିବ୍ୟ ପଶୁ । ଯେଉଁ ଘରେ ଗାଈ ରହିଥାଏ ସେହି ଘରେ ସମସ୍ତ ଦୁଃଖ ଅଶାନ୍ତି ଦୁର ହୋଇଥାଏ । ଏବଂ ସମସ୍ତ ବସ୍ତୁ ଦୋଷ ଦୂରେଇ ଯାଇଥାଏ । ଆମେ ମାନେ ସାଧାରଣତଃ ଜାଣିଛନ୍ତି ଯେ ଗୋମାତା ଙ୍କ ଦେହ ରେ ବା ଅନ୍ତର ରେ ସମସ୍ତ ଦେବତା ଓ ଦେବୀ ବାସ କରିଥାନ୍ତି ।

ତେଣୁ ଗାଈ କୁ ପୂଜା କରିଲେ ସମସ୍ତ ଦେବୀ ଓ ଦେବତା ଙ୍କୁ ପୂଜା କରିବା ଫଳ ପ୍ରାପ୍ତି ହୋଇଥାଏ । ଗାଈ ର ପିଠିରେ ସୂର୍ଯ୍ୟ କେତୁ ନଦୀ ଥାଏ । ଯାହା ସୂର୍ଯ୍ୟ କିରଣ ରେ ରବ୍ଧ କେତୁ ତିଆରି କରି ଥାଏ । ଏହି ସ୍ଵର୍ଣ୍ଣ ଖ୍ୟାର ଗାଈ ର କ୍ଷୀର ରେ ରହିଥାଏ । ଯାହା ମନୁଷ୍ୟ ମାନ ଙ୍କ ପାଇ ଅମୃତ ପରି ହୋଇଥାଏ । ଏହାର ସୁବର୍ଣ୍ଣ ରଙ୍ଗ ଯୋଗୁ ଗାଈ ର କ୍ଷୀର ଧଳା ରଙ୍ଗର ହୋଇଥାଏ ଏବଂ ହାଇତ୍ୟ ହଳଦିଆ ହୋଇଥାଏ ।

ଜଣେ ବ୍ୟକ୍ତି ଗୋମାତା ଙ୍କୁ ପୂଜା କରିବା ଦ୍ୱାରା କେଉଁ ଫଳ ପାଇଥାଏ ଆଜି ଆମେ ଆପଣ ଙ୍କ ପାଖରେ ଉପସ୍ଥାପନ କରିବାକୁ ଯାଉଛୁ । ହିନ୍ଦୁ ଧର୍ମ ରେ ଗାଈ ଗଙ୍ଗା ଏବଂ ଗାୟତ୍ରୀ ଙ୍କ ଧାର୍ମିକ ମହତ୍ତ୍ଵ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଶାସ୍ତ୍ର ଅନୁସାରେ ଗାଈ ର ଶରୀର ରେ 33 କୋଟି ଦେବେ ଦେବୀ ବାସ କରନ୍ତି । ଯିଏ ବି ଗାଈ ର ପୂଜା କରନ୍ତି ସମସ୍ତ ଦେବୀ ଦେବା ଙ୍କ ପୂଜା ର ଆଶୀର୍ବାଦ ପ୍ରାପ୍ତ କରନ୍ତି । ଯିଏ ଗାଈ ର ପୂଜା କରନ୍ତି ତାକୁ ଗୋମାତା ମା ପରି ଅର୍ଥାତ୍ କୌଣସି ମଧ୍ୟ ବିପଦ ରୁ ସହାୟ ହୋଇଥାଏ । ଗୋମାତା କାମଧେନୁ ଅଟନ୍ତି ସମସ୍ତ ଙ୍କ କଷ୍ଟ ଦୂର କରିଥାନ୍ତି । ସମସ୍ତ ଙ୍କ ମନସ୍କାମନା ପୁରା କରିଥାନ୍ତି ।

ସୂର୍ଯ୍ୟାସ୍ତ ପରେ ଗାଈ ଯେଉଁ ଧୂଳି ନିଜ ଗୋଡ଼ ରୁ ଝାଡି ଥାଏ ସେହି ଧୂଳି ରେ ମନୁଷ୍ୟ ର ସମସ୍ତ ପାପ ଝଡିଯାଏ । ଯଦି ବ୍ୟକ୍ତି ବୃଦ୍ଧ ଅଟନ୍ତି । କହିବାରେ ଅସମର୍ଥ ଅଟନ୍ତି । ପାଠ ପଢା ରେ ଦୁର୍ବଳ ଅଟନ୍ତି ତାହେଲେ ସେ ବ୍ୟକ୍ତି ଗୋ ମାତା ଙ୍କୁ ସବୁଜ ପରିବା ବା ଖାଦ୍ୟ ଦେବା ଦ୍ଵାରା ଦୁଃଖ ଓ ପାରିବାରିକ ସମସ୍ୟା ଦୂରୀଭୂତ ହୋଇଥାଏ । ଗୋମାତା ଙ୍କୁ ଖାଇବାକୁ ଦେବା ଦ୍ଵାରା ନିଜର କାର୍ଯ୍ୟ ରେ ଅତ୍ୟନ୍ତ ଲାଭ ପ୍ରଦ ହୋଇଥାଏ । ଅଥିଦ୍ୱର ବୁଦ୍ଧ ଦେବ ଙ୍କ ଦଶା ଦୁର ହୋଇଥାଏ । ଯଦି ମଙ୍ଗଳ ଗ୍ରହ ର ଦାସ ପଡ଼ିଥାଏ ଲୋକ ମନେ ଏହାର ଉପଚାର ନିମନ୍ତେ ଗୋ ମାତ ଙ୍କୁ ପୁଜନ କରି କୌଣସି ଗରିବ ବ୍ୟକ୍ତି କୁ କିମ୍ବା ବ୍ରାହ୍ମଣ କୁ ଏହି ଗାଈ କୁ ଦାନ କରି ଏହି ଦଶା ରୁ ମୁକ୍ତି ହୋଇଥାନ୍ତି ।

ଯଦି ଶନି ଦଶା ବା ନବଗ୍ରହ ଦଶା ଦୁର କରିବାର ଥାଏ ତେବେ କାଳ ଗାଈ ଦାନ କରନ୍ତୁ । ଏଥି ଦ୍ଵାରା ସମସ୍ତ କଷ୍ଟ ଦୂର ହୋଇଥାଏ । ଶନି ଦେବ ଙ୍କ କୃପା ରୁ ସନ୍ତୋଷ ଲାଭ ହୋଇଥାଏ । ଗାଈ କୁ ଖାଇବା ଦେବା ଉଚିତ୍ ଏବଂ ନିଜର ମନସ୍କାମନା ତାଙ୍କ କାନ ରେ ନିଶ୍ଚୟ କହିବା ଉଚିତ୍ । ଗାଈ ଙ୍କୁ ପୂଜା କରିବା ଦ୍ୱାରା ମାତ ଲକ୍ଷ୍ମୀ ଶାନ୍ତି ଓ ପ୍ରଶାସନ ହୋଇଥାନ୍ତି । ଏବଂ ଘର ର ଆର୍ଥିକ ପରିସ୍ଥିତି କୁ ଦୁର କରିଥାନ୍ତି । ଏବଂ ପରିବାର ପୁଣି ହସ ଖୁସି ରେ ପରିପୂର୍ଣ ହୋଇ ଉଠେ । ଖରା ଦିନେ ଘର ଅଗଣା କୁ ଆସିଥିବା ଗାଈ କୁ ନିଶ୍ଚିତ ପାଣି ପିଇବା କୁ ଦିଅନ୍ତୁ । ଏମିତି କରିବା ଦ୍ଵାରା ବ୍ୟକ୍ତି କୁ ସବୁ ପ୍ରକାର ରୋଗ ରୁ ମୁକ୍ତି ମିଳି ଥାଏ ।

ଏବଂ ଅସୁସ୍ଥ ଥିବା ଦେହ ଖୁଁ ଶୀଘ୍ର ଭଲ ହୋଇ ଯାଇଥାଏ । ଗୋମାତା ଙ୍କୁ ସୀତା ଦିନ ରେ ଗୁଡ଼ ଖାଇବାକୁ ଦିଅନ୍ତୁ । ଯଦି ପିତୃ ଦୋଷ ଦୁର କରିବାକୁ ଚାହୁଁଛନ୍ତି ତେବେ ଅମାବାସ୍ୟା ଦିନ ଗାଈ କୁ ରୁଟି ଗୁଡ଼ ଖାଇବାକୁ ଦିଅନ୍ତୁ । କିନ୍ତୁ ଗ୍ରୀଷ୍ମ ଦିନେ ଗାଈ କୁ ଗୁଡ଼ ଖାଇବାକୁ ଦିଅନ୍ତୁନି । ଗାଈ କୁ ପୂଜା କରିବା ଦ୍ୱାରା ନବ ଗ୍ରହ ଶାନ୍ତି ହୋଇଯାଏ । ଯଦି ପିଆଲା ମାନେ କଥା ଶୁଣୁନାହାନ୍ତି ତାହେଲେ କୌଣସି କଥା ମାନନ୍ତି ନି ।

କ୍ରୋଧ କରି ଅମାନିଆ ହୁଅନ୍ତି ତେବେ ଘର ଦ୍ୟାର କୁ ଆସିଥିବା ଗାଈ କୁ ପିଲା ଦ୍ଵାରା ଖାଇବାକୁ ଦିଅନ୍ତୁ । ନିଶ୍ଚିତ ଫଳ ପ୍ରଦ ହେବ । ଗାଈ ର ପିଠି ରେ ଥିବା ଚୂଳ କୁ ଆଉଁଶିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଆର୍ଥିକ ଗରିବ ଓ ରୋଗ ରୁ ମୁକ୍ତି ମିଳିଥାଏ । ଘର କରିବା ପୂର୍ବ ରୁ ଯଦି ସେହି ସ୍ଥାନ ରେ ଗାଈ କୁ ବନ୍ଧ ଯାଏ ତେବେ ସେ ଘର ଉପରେ ଯାହା b ନଜର ଲାଗି ନଥାଏ । ସୁଖ ଶାନ୍ତି ରେ କେବେ ବି ଆଞ୍ଚ ଆସିଥାଏ । ସମସ୍ତ ବସ୍ତୁ ଦୋଷ ମଧ୍ୟ ଦୁର ହୋଇଥାଏ । ଯେଉଁ ମାଟି ରେ ଗାଈ ଶୟନ କରିଥାଏ ତାହାକୁ ମୁଣ୍ଡ ରେ ମାରିବା ଦ୍ଵାରା ଶାନ୍ତି ଲାଘବ ହୋଇଥାଏ । ଏହା ଦ୍ଵାରା ଦିନ ସାରା ର ସମସ୍ତ ପର୍ଶ୍ରମ ଫଳ ପ୍ରଦ ହୋଇଥାଏ ।

Leave a Reply

Your email address will not be published. Required fields are marked *