Vastu Tips- ଭୁଲରେ ବି ଘରର ଏହି ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ, ଘରକୁ ଆସିଥାଏ ଅକାଳ ମୃତ୍ୟୁ, କେବେବି ଏମିତି ଭୁଲ କରନ୍ତୁ ନାହିଁ

ବନ୍ଧୁଗଣ କୁହାଯାଇଥାଏ କି ସମୟ ବହୁତ ମୂଲ୍ୟବାନ ଓ ଅମୂଲ୍ୟ ହୋଇଥାଏ । କେତେ ସମୟରେ ଏହା ମଧ୍ୟ କୁହାଯାଇଥାଏ କି ସମୟ ବହୁତ ବଳବାନ ବି ହୋଇଥାଏ । ତାହା ସହିତ ସମୟ ବହୁତ କ୍ଷତି ବି ଦେଇଥାଏ ଆଊ ସେହି କ୍ଷତି ସମୟର ସହିତ ଭରି ଭି ଦିଏ । ସମୟ ଥରେ ବିତିଗଲେ ଆଊ କେବେବି ଆସେନାହିଁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତେକ ବସ୍ତୁ ର ପ୍ରଭାବ ଆମର ଜୀବନ ଉପରେ ପାକାଇଥାଏ ।

ଏଥି ମଧ୍ୟରୁ ଗୋଟେ ବସ୍ତୁ ହେଲା ଘଡି ବା ଘଣ୍ଟା । ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ଗୋଟେ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ମାନାଯାଏ । ଏହା ଆମ ଜୀବନକୁ ସିଧା ସିଧା ପ୍ରଭାବିତ କରିଥାଏ । ଘଣ୍ଟା ମନୁଷ୍ୟ ପାଇଁ ଭଲ ଓ ଖରାପ ସମୟ ଆଣି ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଆପଣଙ୍କ ଖରାପ ସମୟ କୁ ବଦଳାଇ ପାରିବେ ଓ ଭାଗ୍ୟର ତାଲା ମଧ୍ୟ ଖୋଲିପାରିବେ । ତେବେ ଚାଲନ୍ତୁ ଜାଣିବା ଘଣ୍ଟା ସହ ଜଡ଼ିତ କିଛି ବାସ୍ତୁ ଟିପ୍ସ ।

ବନ୍ଧୁଗଣ କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସମୟ କହିବା ସହିତ ଘରର ସଦସ୍ୟ ମାନଙ୍କ ମନରେ ସକାରାତ୍ମକ ଉର୍ଜା ସୃଷ୍ଟି କରିଥାଏ । ସେଥି ପାଇଁ ବାସ୍ତୁ ଶାସ୍ତ୍ରରେ ବନ୍ଦ ହୋଇଥିବା ବା ଚାଲୁନଥିବା ଘଣ୍ଟାକୁ ରଖିବାକୁ ମନା କରାଯାଇଛି । ଯଦି ଆପଣଙ୍କ ଘରେ ବନ୍ଦ ହୋଇଥିବା ଘଣ୍ଟା ରହିଛି ତେବେ ଶୀଘ୍ର ଏହାକୁ ବାହାର କରନ୍ତୁ ଏବଂ ଚାଲୁଥିବା ଘଣ୍ଟା ଲଗାନ୍ତୁ । ବନ୍ଦ ଘଣ୍ଟା ଘରେ ନକାରାତ୍ମକ ଉର୍ଜା କୁ ବଢାଇଥାଏ ତେଣୁ ଏହାକୁ ଯଥା ଶୀଘ୍ର ବାହାର କରିଦିଅନ୍ତୁ ।

ବନ୍ଧୁଗଣ ଘରେ ସବୁବେଳେ ଘଣ୍ଟାକୁ ଉତ୍ତର ପୂର୍ବ ଏବଂ ପଶ୍ଚିମ ଦିଗରେ ହିଁ ଲଗାଇବା ସଠିକ ହୋଇଥାଏ । ଅର୍ଥାତ୍ ଭୁଲରେ ବି କେବେବି ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ । ଦକ୍ଷିଣ ଦିଗ ଜମରାଜ ଙ୍କ ଦିଗ ବୋଲି ମାନା ଯାଏ । ଦକ୍ଷିଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାରର ଆୟୁ ସ୍ବାସ୍ଥ୍ୟ ପାଇଁ ଖରାପ ବୋଲି ମାନା ଯାଇଥାଏ ।

କେବେବି ଘରର ମୁଖ୍ୟ ଦ୍ଵାର କିମ୍ବା ମୁଖ୍ୟ ଦ୍ୱାରା ଉପରେ ଘଣ୍ଟା ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ଅଶାନ୍ତି ବଢ଼ିଥାଏ ଏବଂ କଥା କଥାରେ ଝଗଡ଼ା ହୋଇଥାଏ । ଯଦି ଆପଣଙ୍କ ଘରେ ସବୁବେଳେ ଝଗଡ଼ା ହେଉଛି ତ ଥରେ ଦେଖିନିଅନ୍ତୁ ଆପଣ ନିଜର ଘରର କବାଟ ଉପରେ ଘଣ୍ଟା ଲଗାଇନାହନ୍ତି ତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୋଲ ଘଣ୍ଟା ଶୁଭ ହୋଇଥାଏ । ଏହା ଘରେ ସକାରାତ୍ମକ ଶକ୍ତି ବଢାଇଥାଏ । ଘଣ୍ଟାକୁ କେବେବି ମୁଣ୍ଡ ପାଖରେ ରଖି ଶୋଇବେ ନାହିଁ ନଚେତ କିଛି ଅଶୁଭ ଫଳ ପାଇବେ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *