Vastu Tips – ଘରେ ଜାଳନ୍ତୁ ଏହି 2ଟି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇପାରିବେ । ଘରେ ଯଦି ଏହି ଦୁଇଟି ଜିନିଷକୁ ଜାଳି ଦିଅନ୍ତି ତେବେ ଆପଣଙ୍କୁ ଧନୀ ହେବାରୁ କେହି ବି ରୋକି ପାରିବେ ନାହିଁ । ବନ୍ଧୁଗଣ ଜୀବନରେ କିଏ ବା ଧନୀ ହେବାକୁ ଚାହିଁନଥାଏ । ସମସ୍ତେ ଖୁସିରେ ଜୀବନ ବିତାଇବାକୁ ଚାହିଁଥାନ୍ତି । ବିଳାସ ବେସନ ରେ ସମୟ କାଟିବାକୁ ଚାହିଁଥାନ୍ତି । ଏଥିପାଇଁ ଟଙ୍କା ପଇସା ର ଆବଶ୍ୟକ ହୋଇଥାଏ ।

କିନ୍ତୁ ଆଜିର ସମୟରେ ଧନ କମାଇବା ଏତେ ସହଜ ହୋଇନଥାଏ । ଆଜିର ସମାଜରେ ମଣିଷ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ଜୀବନ ବିତାଇବା ପାଇଁ ଅଳ୍ପ ଧନ କମାଇ ଥାଏ । ଏହା ଦ୍ୱାରା ସବୁ ମଣିଷ ଭୋଗ ବିଳାସ ରେ ଜୀବନ କାଟିପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ ଧନୀ ହୋଇପାରିବେ । ଏହି ଦୁଇଟି ଜିନିଷକୁ ଘରେ ଜଳାଇବା ଦ୍ୱାରା ଆପଣ ମଧ୍ୟ ଧନୀ ହୋଇପାରିବେ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମେ କିଛି କର୍ପୁର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ । ଏହି ଦୁଇଟି ଜିନିଷକୁ ଜଳାଇ ଆପଣଙ୍କ ଦୁର୍ଭାଗ୍ୟ କୁ ସୌଭାଗ୍ୟର ପରିଣତ କରିପାରିବେ । କେବଳ ଏତିକି ଜାଣିବାର ଅଛି ଯେ ଆପଣ ଏହାକୁ କିପରି ଜାଳିବେ । ଏହାକୁ ଜାଳିବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ । ଏବଂ ଆପଣ କରଜରୁ ମୁକ୍ତି ପାଇଯିବେ । ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଜୋରସୋର ରେ ଚାଲିବାକୁ ଲାଗିବ ।

ଏବଂ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଧନ ସମସ୍ୟା କୁ ଦୂର କରିବ । ତେଣୁ ଏହି ଉପାୟ ବହୁତ ଲାଭକାରୀ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବନ୍ଧୁଗଣ ରାତ୍ରି ସମୟରେ ଗୋଟେ ମାଟି ଦୀପରେ ଗୋଟେ କର୍ପୁର ରଖିଦିଅନ୍ତୁ । ଏବଂ ସେଥିରେ ପାଞ୍ଚ ଗୋଟି ଲବଙ୍ଗ ରଖିଦିଅନ୍ତୁ । ଏହା ପରେ ସେହି କର୍ପୁର କୁ ନିଆଁ ଲଗାଇ ଦିଅନ୍ତୁ । ଏହି କର୍ପୁର ରେ ନିଆଁ ଲଗାଇବା ଦ୍ୱାରା ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିବ । ଏହାପରେ ଦୁଇଟି ଯାକ ଜାଳିବା ସମୟରେ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଦ୍ଵାରର ବହାରପଟେ ବାମ ପାଖରେ ରଖିଦିଅନ୍ତୁ ।

କାରଣ ଏହି କର୍ପୁର ଜଳିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ । ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଦେଇଥାଏ । ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଥାଏ । ଧନ ସଂପତ୍ତି ଆସିବାକୁ ଲାଗିଥାଏ । ଧନ ଜନିତ ସବୁ ଅଭାବ ଦୂର ହେବାକୁ ଲାଗିଥାଏ । କାରଣ କର୍ପୁର ଜାଳିବା ଦ୍ୱାରା ସମସ୍ତ ନକରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ । ଘରକୁ ଧନ ଆସିବାର ସବୁ ବାଟ ଖୋଲାଯାଇଥାଏ । ଧନ ସମ୍ପତ୍ତି ବୃଦ୍ଧି ହେବାକୁ ଲାଗିଥାଏ ।

ଏବଂ ଆପଣଙ୍କ ସବୁ ଅଭାବ ଦୂର ହେବାକୁ ଲାଗିଥାଏ । ଘରକୁ ଟଙ୍କା ପଇସାର ଆଗମନ ହେବ । ଏହା ସହିତ ସଞ୍ଚୟ ମଧ୍ୟ ବୃଦ୍ଧି ପାଇବ । ଏହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଏବଂ ଯେଉଁ ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ସେହି ଘରେ କେବେ ମଧ୍ୟ କୌଣସି ଜିନିଷର ଅଭାବ ହୋଇନଥାଏ । ସେହି ଘରେ ସମସ୍ତେ ଭୋଗ ବିଳାସ ରେ ଜୀବନ ବିତାଇ ଥାଆନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *