ଘରକୁ ଚଢ଼େଇ ଆସିବା ( ଶୁଭ ନା ଅଶୁଭ ) ମିଳିଥାଏ ୫ଟି ସଂକେତ – ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଏହି ଜୀଵ ମାନେ କରିଥାନ୍ତି ଧନୀ । କାଉ, ଗାଈ,କୁକୁର,ପାରା ଏବଂ ଜନ୍ଦା ପିମ୍ପୁଡ଼ି । କିପରି ଏବଂ କଣ କଲେ ଧନ ସମୃଦ୍ଧି ପ୍ରାପ୍ତି ହେବା ସହିତ ଦୁଃ-ଖ ଦୁ-ର୍ଦ୍ଦ-ଶା ମଧ୍ୟ ଦୂର ହେବ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା ।

ଆମର ପୂର୍ବ ପୁରୁଷ ମାନେ ଏମାନ ଙ୍କୁ ଖାଦ୍ୟ ଦେଇ ଥାନ୍ତି । ପାଳି ଥାନ୍ତି ଏବଂ ସେମାନଙ୍କ ର ସେବା ମଧ୍ୟ କରିଥାନ୍ତି । ବିଶେଷ କରି ଶ୍ରାଦ୍ଧ କିମ୍ବା ଅନ୍ୟ କିଛି ପୂଜା ଅର୍ଚ୍ଚନା ରେ ଏମାନେ ଯଦି ସମର୍ପିତ ଖାଦ୍ୟ ଖାଇ ଦେଇଥାନ୍ତି ତେବେ ତାହା ପୂର୍ବ ପୁରୁଷ ମାନେ ପ୍ରାପ୍ତ କଲେ ବୋଲି ମାନ୍ୟତା ରହିଛି । କେହି ମାନନ୍ତୁ କିମ୍ବା ନ ମାନନ୍ତୁ କିନ୍ତୁ ଏହା ଆମ ଜୀବନରେ ଅନେକ ପ୍ରଭାବ ପଡ଼ିଥାଏ । ଯଦି ସଦ ଭାବନା ଏବଂ ବିଶ୍ୱାସ ର ସହିତ ଏହି କାର୍ଯ୍ୟ କରାଯାଏ ତେବେ ନିଶ୍ଚିତ ସୁଫଳ ମିଳିଥାଏ । ୧- ପ୍ରଥମ ରେ ହେଉଛି କାଉ । କାଉ ମନୁଷ୍ୟ ର ବନ୍ଧୁ ହୋଇଥାଏ କାରଣ ପରିବେଶ କୁ ସଫା ସୁତୁରା ରଖିବାରେ ଏହା ଅନେକ ପ୍ରକାରର ସାହାଯ୍ୟ କରିଥାଏ । କାଉ ଶ-ନି ଦେବଙ୍କ ବାହନ ଅଟେ । ଶ-ନିଦେବଙ୍କ ଅତି ପ୍ରିୟ ମଧ୍ୟ । କାଉ କୁ ପ୍ରତିଦିନ କିଛି ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ ଶ-ନି ଦେବ ବହୁତ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି । କ୍ଷୀରି,ପୁରୀ,ବିସ୍କୁଟ,ରୁଟି ଆଦି ଦେଇ ପାରିବେ । କ୍ଷୀରି ରେ ଚାଉଳ ଏବଂ କ୍ଷୀର ର ମିଶ୍ରଣ ଶୁକ୍ର ଗ୍ର-ହ ର ପ୍ରତୀକ ତେଣୁ ପ୍ରତ୍ୟେକ ଅ-ମା-ବା-ସ୍ୟା ରେ କିମ୍ବା ଶ-ନି ବାର ଦିନ କାଉ କୁ କ୍ଷୀରି ଖୁଆଇଲେ ତେବେ ଶ-ନି ଦେବଙ୍କ ସହ ଶୁକ୍ର ଗ୍ର-ହ ମଧ୍ୟ ପ୍ରସନ୍ନ ହୋଇ ଥାନ୍ତି । ପିତୃ ପୁରୁଷଙ୍କୁ ପି-ଣ୍ଡ ଦାନରେ ମଧ୍ୟ କାଉ କୁ ଭୋଜନ କରା ଯାଇଥାଏ । ମାନ୍ୟତା ଅଛି କି କାଉ ଭୋଜନ ଗ୍ରହଣ କଲେ ପିତୃ ପୁରୁଷ ମଧ୍ୟ ଗ୍ରହଣ କରନ୍ତି । ୨- ଦ୍ଵିତୀୟ ରେ ହେଉଛି ପେଚା । ତେବେ କୁହାଯାଏ କି ଯେଉଁ ଘରର ଛାତ ଉପରେ ପେଚା ବସି ଥାଏ ତେବେ ସେହି ଘର ଉପରେ ସମସ୍ୟା ଆସିବାର ସୂଚନା ମିଳିଥାଏ କିମ୍ବା ପେଚାର ବୋବେଇବା ର ଶବ୍ଦ ଶୁଣାଯାଏ ତେବେ ଏହା ଅ-ଶୁ-ଭ ଏବଂ । କିନ୍ତୁ ଯଦି ଆପଣ ଙ୍କୁ ଧଳା ପେଚା ଦେଖା ଯାଏ ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ ଏବଂ ଧନ ସମ୍ପତ୍ତି ମିଳିବାର ମଧ୍ୟ ସଙ୍କେତ ଦେଇଥାଏ ।
୩- ତୃତୀୟ ରେ ହେଉଛି ମୟୁର । ମୟୁର କୁ ମଧ୍ୟ ଏକ ଶୁଭ ପକ୍ଷୀ ଭାବେ କୁହାଯାଏ ଏବଂ ଏହା ମାତା ସରସ୍ୱତୀ ଏବଂ କାର୍ତ୍ତିକ ଙ୍କ ବାହାନ ମଧ୍ୟ । ତେବେ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସମୟରେ ଯଦି ମୟୁର ଦେଖାଯାଏ କିମ୍ବା ଶବ୍ଦ ଶୁଣା ଯାଏ ତେବେ ଏହା ବହୁତ ଶୁଭ ଅଟେ । ୪- ଚତୁର୍ଥ ରେ ହେଉଛି ପାରା । ତେବେ ଆପଣ ମାନେ ଜାଣିଥିବେ କି ପାରା ମାନେ ପ୍ରାୟଃ ଘର କୁ ଆସି ନିଜର ବସା କରନ୍ତି । ତେବେ ଯଦି ପାରା ଦିନରେ ଆସେ ତେବେ ତାହା ପ୍ରେମ ର ପ୍ରତୀକ ଏବଂ ସନ୍ଧ୍ୟା ରେ ଆସିଲେ ଏହା ଅତ୍ୟନ୍ତ ଅ-ଶୁ-ଭ । ତେବେ କିନ୍ତୁ ଶା-ସ୍ତ୍ର ରେ ପାରା କୁ ଘରକୁ ଆସିବା ଏକ ଅ-ଶୁ-ଭ ସଙ୍କେତ ବୋଲି କୁହାଯାଏ କାରଣ ଏହାର ସମ୍ବନ୍ଧ ରା-ହୁ ସହ ଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *