କେଉଁଠି ଦେଖନ୍ତି ତ ଲୁଚେଇ ନେଇଯାଆନ୍ତୁ , ମନୁଷ୍ୟ ଜାତି ପାଇଁ ବରଦାନ ଅଟେ ଅମରପୋଇ ପତ୍ର – କେବେବି ହେବନି STONE

ନମସ୍କାର ବନ୍ଧୁଗଣ, ଭାରତ ଦେଶରେ ବିଭିନ୍ନ ପ୍ରକାର ଦିବ୍ୟ ଆୟୁର୍ବେଦ ଔ-ଷ-ଧ ତିଆରି ହୋଇଥାଏ । ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ସ୍ୱାସ୍ଥ୍ୟ ପାଇଁ ହି-ତ-କ-ର ମଧ୍ୟ ହୋଇଥାଏ । ବିଭିନ୍ନ ଗଛ ର ପତ୍ର ରେ ଆୟୁର୍ବେଦ ଔ-ଷ-ଧ ପ୍ରସ୍ତୁତ ହୋଇଥାଏ । ସେହିପରି ଏକ ପତ୍ର ହେଉଛି ଅ-ମ-ର-ପୋ-ଇ ପତ୍ର । ଏହାର ମଧ୍ୟ ଅନେକ ଔ-ଷ-ଧୀ-ୟ ଗୁଣ ରହିଛି । ଅ-ମ-ର-ପୋ-ଇ ର ପତ୍ର ଖାଇବା ଦ୍ୱାରା ଆମ ଶରୀର କୁ ଅନେକ ପ୍ରକାର ଲାଭ ହା-ସ-ଲ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ପ୍ରଥମତଃ, ଅ-ମ-ର-ପୋ-ଇ ର ପତ୍ର ଅ-ତ୍ୟ-ନ୍ତ ଚମତ୍କାରୀ ହୋଇଥାଏ । ଏହାର ଅନେକ ଫାଇଦା ରହିଛି । ବିଶେଷ କରି ଏହା ଶରୀର ରେ ହେଉଥିବା ପଥର ସମସ୍ୟା କୁ ଦୂର କରିଥାଏ । ଆଜିକାଲି ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟ ରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଯଦି ଆପଣ ଏହି ପତ୍ର କୁ ପ୍ରତିଦିନ ଖାଇବେ ଏବଂ ତମ୍ବା ପାତ୍ରରେ ପାଣି ପିଇବେ ତେବେ ଏହା ପେଟ ତଥା କି-ଡ୍ନୀ ରେ ପଥର ସୃଷ୍ଟି ହେବାକୁ ଦେଇ ନଥାଏ । ଏହା ସହିତ ଏହି ପତ୍ର ର ସେବନ ଦ୍ଵାରା ମହିଳା ମାନଙ୍କ ମାସିକ ଧର୍ମ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ୨. ବନ୍ଧୁଗଣ ଦ୍ବିତୀୟତଃ, ପୁରୁଷ ମାନଙ୍କ ମଧ୍ୟରେ ପ-ରି-ସ୍ରା ଜନିତ ସମସ୍ୟା ଅଧିକାଂଶ ସମୟ ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟା କୁ ଦୂର କରିବା ନିମନ୍ତେ ଆପଣ ଏହି ଅ-ମ-ର-ପୋ-ଇ ପତ୍ର କୁ ପେ-ଷ୍ଟ କରି ୫ ମିଲି ଲିଟର ମାତ୍ରାରେ ପ୍ରସ୍ତୁତ କରନ୍ତୁ ଏବଂ ସେଥିରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ ।
୩. ବନ୍ଧୁଗଣ ତୃତୀୟତଃ, ଯେଉଁ ମାନଙ୍କ ଉଚ୍ଚ ର-କ୍ତ-ଚା-ପ ସମସ୍ୟା ରହିଛି ସେମାନେ ଏହି ଅ-ମ-ର-ପୋ-ଇ ପତ୍ର ର ର-ସ ବାହାର କରି ୫ ରୁ ୧୦ ବୁନ୍ଦା ସେବନ କରିବା ଦ୍ୱାରା ଅଳ୍ପ କିଛି ଦିନ ମଧ୍ୟରେ ଏହା ଶରୀର ରେ ସୁଧାର ଆଣିଥାଏ । ଏହା ସହିତ ଏହି ପତ୍ର କୁ ସେବନ କରିବା ଦ୍ୱାରା ହା-ର୍ଟ ବ୍ଳ-କେ-ଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ମହିଳା ମାନଙ୍କ ଯୋ-ନି ରେ ଇଂ-ଫ-କ୍ସ-ନ ହୋଇଥାଏ ସେହି ମହିଳା ମାନେ ଏହି ଅ-ମ-ର-ପୋ-ଇ ପତ୍ର କୁ ବାଟି ଏହାର କା-ଢା ପ୍ରସ୍ତୁତ କରନ୍ତୁ ଏବଂ ସେଥିରେ ୨ ଗ୍ରାମ ମହୁ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଯୋ-ନି ରେ ହେଉଥିବା ସମସ୍ୟା ଦୂର ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ପ୍ରାୟତଃ ବ୍ୟକ୍ତି ଙ୍କ ମୁଣ୍ଡ ବି-ନ୍ଧା ସମସ୍ୟା ଲାଗି ରହିଥାଏ । ତେବେ ଏହି ସମସ୍ୟା କୁ ଦୂର କରିବା ନିମନ୍ତେ ଅ-ମ-ର-ପୋ-ଇ ପତ୍ର ର ଲେପ ପ୍ରସ୍ତୁତ କରି ମୁଣ୍ଡ ରେ ଲଗାଇବା ଦ୍ଵାରା ମୁଣ୍ଡ ବି-ନ୍ଧା ସମସ୍ୟା ଦୂର ହୋଇଥାଏ ଏବଂ ଏହାର ର-ସ କୁ ଆଖି ର ଚାରି ପାଖରେ ଲଗାଇବା ଦ୍ଵାରା ଆଖି ଜନିତ ବି-ନ୍ଧା ମଧ୍ୟ ଦୂର ହୋଇଥାଏ । ଏହା ସହିତ ଆପଣଙ୍କ ଶରୀର ରେ ଯଦି କୌଣସି ସ୍ଥାନରେ ଖ-ଣ୍ଡି-ଆ ହୋଇଛି ତେବେ ଆପଣ ଏହି ପତ୍ର ର ର-ସ ସହିତ ହଳଦୀ ମିଶାଇ ସେହି ସ୍ଥାନରେ ଲଗାଇବା ଦ୍ୱାରା ଶରୀର ରେ ହୋଇଥିବା କ୍ଷ-ତ ପୂରଣ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *