ଘରର ଏହି ଗଛରେ ବାନ୍ଧି ଦିଅନ୍ତୁ ଗୋଟେ ଛୋଟ ଜିନିଷ , ତାପରେ ଦେଖନ୍ତୁ ଚମତ୍କାର – ଘରେ ହେବ ଧନର ବର୍ଷା

ବନ୍ଧୁଗଣ ଗଛ ଲଗାଇବା ହେଉଛି ସବୁଠାରୁ ପୂଣ୍ୟ କାର୍ଯ୍ୟ । ଘରେ ଗଛ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଏହାସହିତ ଘରେ ଗଛ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରହିଥାନ୍ତି । ଘରେ ଗଛ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ ଏବଂ କେବଳ ଏତିକି ନୁହେଁ ଏହାସହିତ ଗଛ ଘରର ସୌନ୍ଦର୍ଯ୍ୟ କୁ ବଢ଼ାଇ ଥାଏ ଏବଂ ଆକର୍ଷିତ କରିଥାଏ । କିନ୍ତୁ ବନ୍ଧୁଗଣ ଘରେ ଗଛ ଲଗାଇବା ନିମନ୍ତେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆପଣଙ୍କ ଅଜାଣତରେ ଆପଣ ଲଗାଇଥିବା କିଛି ଏପରି ଗଛ ମଧ୍ୟ ରହିଛି ଯାହା ଆପଣଙ୍କ ଘର ର ସୁଖ ଶାନ୍ତି କୁ ନ-ଷ୍ଟ କରିଦେଇଥାଏ ଏବଂ ଆପଣ ବି-ପ-ଦ ରେ ମଧ୍ୟ ପଡ଼ିପାରନ୍ତି ।


ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ ଏବଂ କିଛି ଏଭଳି ଗଛ ମଧ୍ୟ ରହିଛି ଯାହା ଘରେ ଲଗାଇବା ଦ୍ୱାରା ତାହା ଘର ର ସମସ୍ତ ସୁଖ ଶାନ୍ତି କୁ ନ-ଷ୍ଟ କରିଥାଏ ଏବଂ ଘରେ ନ-କ-ରା-ତ୍ମ-କ ଶକ୍ତି ର ପ୍ରବେଶ ମଧ୍ୟ ହୋଇଥାଏ ।


ତେବେ ତୁଳସୀ ଗଛ କୁ ସବୁଠାରୁ ପବିତ୍ର ବୋଲି କୁହାଯାଏ । ତୁଳସୀ ଗଛ ଘରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ କାରଣ ଏହି ଗଛ ଘରେ ଲଗାଇଲେ ଏହା ଏକ ଶୁଦ୍ଧ ବାତାବରଣ ସୃଷ୍ଟି କରିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ । ଏହାର ପତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ଗଛ ଖରା ରେ ବହୁତ ଶୀଘ୍ର ବଢ଼ିଥାଏ । କେବଳ ଥଣ୍ଡା ରୁ ଏହି ବୃକ୍ଷ କୁ ବଞ୍ଚାଇ ରଖିବାକୁ ପଡ଼ିଥାଏ ନଚେତ ଏହି ଗଛ ମଉଳି ଯାଇଥାଏ ।

ଏହା ଛଡା ମନିପ୍ଲାଣ୍ଟ ଘର ପାଇଁ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହି ଗଛ ଘରେ ସୁଖ ସମୃଦ୍ଧି ସ୍ଥାପନ କରିଥାଏ ଏବଂ ଏହି ଗଛ ଘରେ ଲଗାଇବା ଦ୍ଵାରା ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ । କିନ୍ତୁ ବନ୍ଧୁଗଣ ଆପଣଙ୍କୁ କେବଳ ଗୋଟିଏ ଜିନିଷ ର ଧ୍ୟାନ ରଖିବାର ଅଛି ଯେ ଏହି ଗଛ ଲଗାଇବା ପରେ ଏହାର ଲତା ଯେପରି ଅଧିକ ବୃଦ୍ଧି ନହେଉ । ଏହା ହେବା ଆପଣଙ୍କ ପାଇଁ ଏକ ଚି-ନ୍ତା ର ବିଷୟ ହୋଇଯାଏ । ତେବେ ବନ୍ଧୁଗଣ ଏଥି ନିମନ୍ତେ ସାବଧାନ ରୁହନ୍ତୁ ଏବଂ ଆପଣ ଆପଣଙ୍କ ଘର ସମ୍ନା ତଥା ଘର ର ମୁଖ୍ୟ ଦ୍ୱାର ରେ ଏହି ଗଛକୁ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ହୋଇଥାଏ ଏବଂ ଆପଣଙ୍କ ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ ।


ତେବେ ଘରେ ଧନ,ସମୃଦ୍ଧି ଏବଂ ସୁଖ ଶାନ୍ତି ପାଇଁ ଏହି ଗଛ ସହିତ ଏକ ଉପାୟ କରିବାକୁ ପଡିବ ତେବେ ତାହା ହେଉଛି ଆପଣ ମନିପ୍ଲାଣ୍ଟ ହେଉ କିମ୍ବା ତୁଳସୀ ଗଛ ଯେଉଁ କୁଣ୍ଡ , କିମ୍ବା ଗମଲା ଆଦିରେ ରଖିଥିବେ ସେହି ପାତ୍ରରେ ଏକ ନାଲି ରଙ୍ଗର ରିବନ କିମ୍ବା ନାଲି ସୂତା ମଧ୍ୟ ବାନ୍ଧି ଦେବେ । ଶା-ସ୍ତ୍ର ରେ ମଧ୍ୟ ବର୍ଣ୍ଣିତ କି ଶୁଭ ଗଛ ଗୁଡିକ ରେ ନାଲି ରଙ୍ଗର ଫିତା ବାନ୍ଧିବା ଦ୍ୱାରା ଘରେ ସ-କ-ରା-ତ୍ମ-କ ଉର୍ଜା ରୁହେ ଏବଂ ଧନ , ସୁଖ , ସମୃଦ୍ଧି ମଧ୍ୟ ମିଳିଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *