ସ୍ଵାମିର ଖରାପ ସମୟ ଆସିବା ପୂର୍ବରୁ ସ୍ତ୍ରୀ କରିଥାଏ ଏହି 3 ଖରାପ କାମ , କଟୁ କଥା କିନ୍ତୁ ସତ କଥା – Chanakya Neeti

ନମସ୍କାର ବନ୍ଧୁଗଣ ଶାସ୍ତ୍ରରେ ନାରୀ ମାନଙ୍କ ବିଷୟରେ ବିବାହ ବିଷୟକୁ ନେଇ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି ।  ଆମ ହିନ୍ଦୁ ଶା-ସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ ।

ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ । ବିବାହ କେବଳ ଦୁଇ ଜଣ ବ୍ୟକ୍ତିଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ ।

ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖମୟ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃ-ଖ ର ଲହରୀ ଆସିଯାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ତେବେ ସ୍ତ୍ରୀ ର କିଛି ଏପରି କାର୍ଯ୍ୟ ଥାଏ ଯାହା କରିବା ଦ୍ୱାରା ସ୍ୱାମୀ ର ବହୁତ ଖରାପ ସମୟ ଆସିଥାଏ । ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ଗୁଡିକ କଣ ।


୧- ପ୍ରଥମ କାର୍ଯ୍ୟ ହେଉଛି ଚୁଟି ଖୋଲା କରି ବୁଲିବା । ତେବେ କିଛି ସ୍ତ୍ରୀ ଲୋକଙ୍କର ଅଭ୍ୟାସ ଥାଏ କି ସେମାନେ ସନ୍ଧ୍ୟା ସମୟରେ ଚୁଟି ଖୋଲା କରି ଏପଟ ଘରୁ ସେପଟ ଘରକୁ ବୁଲୁଥାନ୍ତି । ତେବେ ଏହା କରିବା ବହୁତ ଖରାପ କାର୍ଯ୍ୟ ଏବଂ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଆପଣଙ୍କ ସ୍ୱାମୀଙ୍କର ମଧ୍ୟ ବହୁତ ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ ।


୨- ଦ୍ଵିତୀୟ ରେ ହେଉଛି ଅଧିକ ବିଳମ୍ବ ଯାଏଁ ଶୋଇବା । ତେବେ ଶା-ସ୍ତ୍ର ରେ ମାନ୍ୟତା ଅଛି କି ଘରର ମହିଳା ମାନେ ସକାଳୁ ଉଠି ନିଜର କାର୍ଯ୍ୟ କରିବା ଉଚିତ ଏବଂ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଘରେ ସକରାତ୍ମକ ର ବାତାବରଣ ମଧ୍ୟ ହୋଇଯାଏ । ତେବେ ଯେଉଁ ଘରେ ନାରୀ ମାନେ ସକାଳେ ନ ଉଠି ବିଳମ୍ବ ରେ ଉଠନ୍ତି କିମ୍ବା ସନ୍ଧ୍ୟା ସମୟରେ ଶୋଇ ରୁହନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧ କରନ୍ତି ଏବଂ ଘରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ ।


୩- ତୃତୀୟ ରେ ହେଉଛି ଘରେ ଅଇଁଠା ବାସନ ରହିବା । ତେବେ ଯେଉଁ ଘରେ ମହିଳା ମାନେ ସେମାନଙ୍କ ଘରର ଅଇଁଠା ବାସନ ନ ଉଠାଇ ଥାଆନ୍ତି କିମ୍ବା ସଫା ନକରି ସେମିତି ରଖି ଦିଅନ୍ତି ସେମାନଙ୍କ ଘରେ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ଏବଂ ଘରେ ବହୁତ ଅସୁବିଧା ମଧ୍ୟ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *