ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଝିଅ ଓ ଜାଣନ୍ତୁ ନିଜ ବିଷୟରେ 1 ବଡ ରାଜ ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ର ପସନ୍ଦ ଓ ନାପସନ୍ଦ ପରସ୍ପର ଠାରୁ ଭିନ୍ନ ହୋଇଥାଏ । କୌଣସି ବ୍ୟକ୍ତିର ମନ ଭିତରେ କଣ ଅଛି ତାହା ଜଣାପଡ଼ିନଥାଏ । କିନ୍ତୁ ବ୍ୟକ୍ତିର ପସନ୍ଦ ଦ୍ୱାରା ବ୍ୟକ୍ତିର ସ୍ଵଭାବ, ଆଚରଣ, ଚିନ୍ତାଧାରା, ଭାବନା ସବୁକିଛି ଜାଣିହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ବର୍ତ୍ତମାନ ବିଷୟରେ କିଛି ଖାସ କଥା କହିବୁ । ସେଥିପାଇଁ ଆପଣ ନିଜର ପ୍ରଥମ ନଜରରେ ଏହି ଚିତ୍ର ମଧ୍ୟରୁ କୌଣସି ଗୋଟେ ଝିଅର ଚିତ୍ରକୁ ବାଛିନିଅନ୍ତୁ । ଏବଂ ନିଜର କିଛି ଖାସ କଥା ଜଣାନ୍ତୁ ।

୧ ନମ୍ବର ଝିଅ:- ଯଦି ଆପଣ ଏକ ନମ୍ବର ଝିଅକୁ ବାଛିଛନ୍ତି ତେବେ ଆପଣ ବହୁତ ସରଳ ହୃଦୟର ବ୍ୟକ୍ତି ଅଟନ୍ତି । ଏହି ବ୍ୟକ୍ତି ଅତ୍ୟନ୍ତ ଗମ୍ଭୀର ସ୍ୱଭାବ ର ହୋଇଥାନ୍ତି । ଏମାନେ ବହୁତ ନିରୀହ ଏବଂ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ପ୍ରାୟ ସମୟ ଚୁପ ରହିବାକୁ ପସନ୍ଦ କରନ୍ତି । ଏମାନେ ଜୀବନ ରେ କଠିନ ପରିଶ୍ରମ କରନ୍ତି ।

୨ ନମ୍ବର ଝିଅ:- ଯଦି ଆପଣ ଦୁଇ ନମ୍ୱର ଝିଅ ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟରେ ବ୍ୟକ୍ତି ଅଟନ୍ତି । ଏହି ବ୍ୟକ୍ତି ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏମାନଙ୍କ ମଧ୍ୟରେ ଜନ୍ମ ରୁ ହିଁ ନେତୃତ୍ୱ ନେବାର ଗୁଣ ରହିଥାଏ । ଏମାନେ ବେଇମାନ ଏବଂ ମିଛୁଆ ବ୍ୟକ୍ତି ଙ୍କୁ ଆଦୋୖ ପସନ୍ଦ କରନ୍ତି ନାହିଁ । ଭିଡ଼ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଏମାନଙ୍କୁ ଖୁବ ଭଲ ଭାବରେ ଜଣା । ଏମାନେ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ।

୩ ନମ୍ବର ଝିଅ:- ଯଦି ଆପଣ ତିନି ନମ୍ବର ଝିଅ ବାଛିଛନ୍ତି ତେବେ ଆପଣ ବହୁତ ନିରୀହ ଏବଂ ସରଳ ବ୍ୟକ୍ତି ଅଟନ୍ତି । ଏହି ଭଳି ଲୋକଙ୍କ ଜୀବନ ବହୁତ ସୁଖମୟ ହୋଇଥାଏ ତେବେ ଏହି ଭଳି ଲୋକ କୌଣସି ସମସ୍ଯାରେ ମଧ୍ୟ ହସିବା ପସନ୍ଦ କରନ୍ତି । ଆପଣ ସବୁବେଳେ ସବୁ ସ୍ଥିତିକୁ ଖୁବ ଗୁରୁତ୍ଵ ଦେଇଥାଆନ୍ତି ।

୪ ନମ୍ବର ଝିଅ:- ଯଦି ଆପଣ ଚାରି ନମ୍ବର ଝିଅ ବାଛିଛନ୍ତି ତେବେ ଆପଣ ଟିକେ ରାଗୀ ସ୍ୱଭାବର ହୋଇଥାନ୍ତି । ଆପଣ ବହୁତ ଆକର୍ଷକ ବ୍ୟକ୍ତି ଅଟନ୍ତି । ଯଦି ଆପଣ କାହାକୁ ବି ପସନ୍ଦ କରନ୍ତି ତେବେ  ଜୀବନର ଶେଷ ସମୟ ଆପଣ ତାଙ୍କର ସାଥ ଦେଇଥାନ୍ତି । ଏହି କାରଣ ପାଇଁ ଆପଣ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାନ୍ତି । ଆପଣ ସବୁବେଳେ ହସ ଖୁସିରେ ରହିବାକୁ ଚେଷ୍ଟା କରିଥାନ୍ତି । ତେବେ ବନ୍ଧୁଗଣ ଆପଣ କେତେ ନମ୍ବର ଝିଅ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *