ମାତ୍ର 2 ମିନିଟରେ ଭୟଙ୍କର ରୁ ବି ଭୟଙ୍କର ଅଣ୍ଟା, ଗୋଇଠି, ଆଣ୍ଠୁ ଗଣ୍ଠି ବିନ୍ଧା ( Joint Pain ) କୁ ଗାୟବ କରିଦେବ କେବଳ ଏହି 1 ଚମତ୍କାରୀ ଉପାୟ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଆଣ୍ଠୁ ଗଣ୍ଠି, ଅଣ୍ଟା ବିନ୍ଧା, ପାଇଁ ଚିନ୍ତିତ ରହିଥାନ୍ତି । ଆଗ କାଳରେ ୫୦ ବର୍ଷ ବୟସ ପରେ ଯଏଣ୍ଟ ପେନ ଭଳି ସମସ୍ୟା ଦେଖା ଦେଉଥିଲା । ହେଲେ ଆଜିକା ସମୟରେ ୩୦ ବର୍ଷ ପୂର୍ବରୁ ଏହା ସମସ୍ୟା ଦେଖା ଦେବା ଆରମ୍ଭ ହୋଇଗଲାଣି । ଆଣ୍ଠୁ ଗଣ୍ଠି ଭଳି ଏହି ସମସ୍ୟା କୁ କମ କରିବା ପାଇଁ ଆପଣ ଅନେକ ପ୍ରକାରର ଔଷଧ ଓ ପେନ କିଲର ର ସେବନ କରିଥାନ୍ତି ।

ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଆୟୁର୍ବେଦିକ ଚିକିତ୍ସା ବିଷୟରେ କହିବୁ ଯାହାକୁ କେବଳ ଆପଣ ୨ ମିନିଟ କରିବେ । କେବଳ ୨ ମିନିଟ ର ଏହି ଚିକିତ୍ସା ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇଁ ଦୂର ହୋଇଯିବ । ଆପଣଙ୍କୁ କିଛି ବି ଖାଇବାକୁ ପଡ଼ିବନି ବା କିଛି ବି ଲଗେଇବାକୁ ପଡ଼ିବନି । ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରି ଘରୋଇ ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଚିକିତ୍ସା ପାଇଁ ଆଣ୍ଠୁ ଉପରେ ଦୁଇ ମିନିଟ ପାଇଁ ଥଣ୍ଡା ପାଣି ଢ଼ାଳିବାକୁ ହେବ । ଥଣ୍ଡା ଦିନ ହେଉ ବା ଗରମ ଦିନ ଆପଣଙ୍କୁ ଥଣ୍ଡା ପାଣିର ବ୍ୟବହାର କରିବାକୁ ପଡ଼ିବ । ଗୋଟେ ପିଢ଼ା ନିଅନ୍ତୁ ସେଥିରେ ନିଜର ଆଣ୍ଠୁକୁ ସେଟ କରିଦିଅନ୍ତୁ । ଏବଂ ଏହାପରେ ଥଣ୍ଡା ପାଣି ଧୀରେ ଧୀରେ ଢାଳନ୍ତୁ । ଆଣ୍ଠୁ ଉପରେ ଲଗାତାର ଦୁଇ ମିନିଟ ପର୍ଯ୍ୟନ୍ତ ପାଣି ଢାଳନ୍ତୁ । ଯେତେବେଳେ ଏହା ପୂର୍ଣ୍ଣ ହୋଇଯିବ ଅନ୍ୟ ପଟ ଆଣ୍ଠୁରେ ମଧ୍ୟ ସେହିପରି କରନ୍ତୁ ।

ଏହାପରେ ଆପଣ ଫୁଲ ପ୍ୟାଣ୍ଟ ପିନ୍ଧି ବାହାରକୁ ବୁଲିବାକୁ ଯାଆନ୍ତୁ । ଆଊ ଯେତେ ଜୋରେ ଚାଲି ପାରିବେ ଚାଲନ୍ତୁ । କମ ରୁ କମ ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ଚାଲନ୍ତୁ । କାରଣ ଆଣ୍ଠୁ ଯେଉଁ ଥଣ୍ଡା ହୋଇଯାଇଛି ସେଥିରେ ଯେମିତି ପୂର୍ବ ପରି ଗରମ ଫେରି ଆସିବ । ଯେଉଁ ବ୍ୟକ୍ତି ଚାଲିବୁଲି ପାରୁନାହାନ୍ତି । ଦୁର୍ବଳ ବା ବୃଦ୍ଧ ଅଟନ୍ତି ସେମାନଙ୍କ ଆଣ୍ଠୁ ଠାରୁ ନେଇ ପାଦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଓଦା କପଡାକୁ ବୁଡାଇ ପୋଛନ୍ତୁ । ଏହା ପରେ କମ୍ବଳ ଘୋଡାଇ ଦିଅନ୍ତୁ ।

ଯେତେ ପର୍ୟ୍ୟନ୍ତ ସ୍ଵାଭାବିକ ଗରମ ନ ଫେରିବ ସେପର୍ଯ୍ୟନ୍ତ କମ୍ବଳ ଘୋଡାଇ ରଖିଥାନ୍ତୁ । ଆପଣ ଭାବୁଥିବେ ୨ ମିନିଟ ଆଣ୍ଠୁରେ ପାଣି ଢ଼ାଳିବା ଦ୍ୱାରା ଆଣ୍ଠୁ ଗଣ୍ଠି ବିନ୍ଧା କିପରି ଦୂର ହେବ, କୌଣସି ବି ଅଙ୍ଗରେ କଷ୍ଟ ହେଉ ବା ବିନ୍ଧା ହେଉ କିମ୍ବା ସେଠାରେ ଫୁଲିଯାଉ ବା କାଞ୍ଚି ହେଉ ତାହା ହେବାର ମୁଖ୍ୟ କାରଣ ହେଉଛି ସେଠାରେ ରକ୍ତ ସଞ୍ଚାଳନ କମ ହୋଇଯାଏ ।

ଯେବେ ଆମେ ଥଣ୍ଡା ପାଣି ଢ଼ାଳି ଥାଉ ସେଠାରେ ରକ୍ତ ଭେସେଲ କନେକ୍ଟ ହୋଇଯାଏ ଏବଂ ଠିକ ଭାବରେ ରକ୍ତ ସଞ୍ଚାଳନ ହୋଇଥାଏ । ଯଦି ଆପଣ ଆଣ୍ଠୁ ଗଣ୍ଠି ଠିକ କରିବାକୁ ଚାହୁଁଛନ୍ତି ତେବେ ସେଠାରେ ରକ୍ତ ସଞ୍ଚାଳନ ବୁଦ୍ଧି କରାନ୍ତୁ । କେବଳ ଦୁଇ ମିନିଟ ପାଇଁ ଏହି ଉପାୟ କରନ୍ତୁ ଦେଖିବେ ଆପଣଙ୍କୁ ଖୁବ ଆରାମ ମିଳିଯିବ । ୧୦ ରୁ ୧୫ ଦିନ ଏହାକୁ ଲଗାତାର କରିକି ଦେଖନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *