Helicopter ଉପରେ ହେଇଥିଲା ଲେଜର ଆଟାକ, ହେଲା ବଡ ଖୁଲାସା, ଏହା ପଛରେ କାହାର ରହିଛି ହାତ, ଜାଣନ୍ତୁ ସମ୍ପୂର୍ଣ ଖବର

ବନ୍ଧୁଗଣ ଡିସେମ୍ବର ୫ ତାରିଖରେ ହୋଇଥିବା ହେଲିକପ୍ଟର କ୍ରାଶ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମଧ୍ୟ ବିଶ୍ଵାସ କରୁନାହାନ୍ତି କି ଏହା ଏକ ଦୁର୍ଘଟଣା ଥିଲା । ଏହି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣାରେ ଭାରତ ନିଜର ବରିଷ୍ଟ ସରକାରୀ ଅଧିକାରି ଙ୍କୁ ହରେଇ ସାରିଛି । ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ତାହା ହେଉଛି କଣ ବିପିନ ରାୱତ କୌଣସି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ନା ଏହା କେବଳ ମାତ୍ର ଏକ ଦୁର୍ଘଟଣା ଯାହାର ତଥ୍ୟ କେହି ମଧ୍ୟ ପାଇନଥିଲେ ।

ଏହି ଦୁର୍ଘଟଣାରେ ସନ୍ଦେହ ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଭାରତୀୟ ସେନାର ଜଣେ ଅଧିକାରୀ ନିଜର ମନ୍ତବ୍ୟ ରଖି କହିଥିଲେ କି ଏହା କୌଣସି ଷଡ଼ଯନ୍ତ୍ର ଅଟେ । ଏହାପରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଥିଲା କେହି କହୁଥିଲେ ଏହି ଆକ୍ରମଣରେ ଚିନ ର ହାତ ରହିଛି ତ କେତେବେଳେ ପାକିସ୍ଥାନ ତ ପୁଣି କେତେବେଳେ ଶ୍ରୀଲଙ୍କା ବୋଲି କୁହାଯାଇଥିଲା ।

ବିପିନ ରାୱତ ଚିନ ଏବଂ ପାକିସ୍ଥାନ କୁ ନେଇ କୌଣସି ଯୋଜନା କରୁଥିଲେ ତେଣୁ ଏହି ଆକ୍ରମଣରେ ଚିନ ଏବଂ ପାକିସ୍ଥାନ କୁ ସନ୍ଦେହ କରାଯାଉଛି । ଖବର ଏହା ମଧ୍ୟ ରହିଛି କି ଯଦି ଚିନ ଏଥିରେ ସାମିଲ ଅଛି ତେବେ ସେ ଏକା ନାହିଁ । ବିପିନ ରାୱତ ଯେମିତି ଚିନ ବିରୁଦ୍ଧରେ ନିଜର ତଥ୍ୟ ଦେଉଥିଲେ ତାହା ଚିନ କୁ ଭଲ ଲାଗୁନଥିଲା ।

ସିଡିଏସ ବିପିନ ରାୱତ ଙ୍କ ବିୟୋଗ ପରେ ସାରା ଦେଶରେ ଦୁଃଖର ସାୟା ଖେଳିଯାଇଛି । ତେବେ ସତରେ କଣ ସିଡିଏସ ବିପିନ ରାୱତ ଙ୍କ ହେଲିକପ୍ଟର ଦୁର୍ଘଟଣା କୌଣସି ଷଡ଼ଯନ୍ତ୍ର ଥିଲା । ବିପିନ ରାୱତ ଙ୍କ ବିୟୋଗ ଶୋକ କରୁଥିବାବେଳେ ଚିନ ସରକାରଙ୍କ ଗ୍ଲୋବାଲ ଟାଇମ୍ସ ରେ ପାଇଛି ଏକ ସମ୍ବେଦନ ହିନ ତଥ୍ୟ ଯେଉଁଥିରେ ଭାରତୀୟ ସନ୍ୟ ମାନଙ୍କୁ ନେଇ ପ୍ରଶ୍ନ କରାଯାଇଛି ।

ଖବର ତ ଏହା ମଧ୍ୟ ଆସିଛି କି ହେଲିକେପ୍ଟର ଉପରେ ଲେଜର ଆଟ୍ଟାକ ହୋଇଥିବାର ମଧ୍ୟ ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ଖବର ମିଳିନାହିଁ । କିନ୍ତୁ ପୁରା ଭାରତରେ ଦୁଃଖର ଲହରୀ ଖେଳିଯାଇଛି । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *