Holi Special Quiz; ଦୋଳ ପୁର୍ଣିମାରେ କେଉଁ ଠାକୁରଙ୍କୁ ପୂଜା କରାଯାଏ ? ଏହା ସହ ଆହୁରି 9 Odia Gk on Holi

ବନ୍ଧୁଗଣ ହୋଲି ରଙ୍ଗର ପର୍ବ ହୋଇଥାଏ । ତେବେ ଆଜି ଆମେ ଜାଣିବା ହୋଲି ପର୍ବ ବା ଦୋଳ ପର୍ବର କିଛି ପ୍ରଶ୍ନ ଉତ୍ତର ବିଷୟରେ । ହୋଲି ଆମ ହିନ୍ଦୁ ମାନଙ୍କ ପାଇଁ ଖାସ ହୋଇଥାଏ । ଏହି ଦିନ ଆମେ ସମସ୍ତେ ରଙ୍ଗରେ ଭିଜିବାକୁ ଭଲ ପାଇଥାଉ । ତେବେ ଆଜିର ଏହି ପ୍ରଶ୍ନ ଉତ୍ତର ମଧ୍ୟ ଆପଣଙ୍କ ମନକୁ ଖୁସି କରାଇଦେବ । ତେବେ ଚଲାନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର ।

ଓଡ଼ିଆ ମାସ ଅନୁସାରେ ହୋଲି ପର୍ବ କେଉଁ ମାସରେ ପାଳନ କରାଯାଏ ?

ଉତ୍ତର:- ଫାଲଗୁନ ମାସ ପୂର୍ଣ୍ଣିମା ଦିନ ହୋଲି ପର୍ବ ବା ଦୋଳ ପର୍ବର ପାଳନ କରାଯାଏ ।

ଦୋଳ ପୂର୍ଣ୍ଣିମା ପ୍ରଥମେ କେଉଁମାନେ ପାଳନ କରିଥିଲେ ?

ଉତ୍ତର:- ସର୍ବ ପ୍ରଥମ ଗୋପାଳ ମାନେ ଦୋଳ ପର୍ବର ପାଳନ କରିଥିଲେ ।

ଦୋଳ ପୂର୍ଣ୍ଣିମା ରେ କେଉଁ ଦେବତାଙ୍କୁ ପୁଜା କରାଯାଏ ?

ଉତ୍ତର:- ରାଧାକୃଷ୍ଣ ଙ୍କୁ ଦୋଳ ପୂର୍ଣ୍ଣିମା ରେ ପୂଜା ଅର୍ଚ୍ଚନା କରାଯାଏ ।

କେଉଁ ତିଥିରେ ଦୋଳ ପୂର୍ଣ୍ଣିମା ଆସିଥାଏ ?

ଉତ୍ତର :- ପୂର୍ଣ୍ଣିମା ତିଥିରେ ଦୋଳ ପର୍ବ ଆସିଥାଏ ।

ଦୋଳ ପୂର୍ଣ୍ଣିମା ରେ କେଉ ଫଳ ପ୍ରଥମ ଥର ଠାକୁର ଙ୍କ ପାଖରେ ପ୍ରସାଦ ଭାବେ ଲଗା ହୁଏ ?

ଉତ୍ତର:- ଆମ୍ବ ପ୍ରଥମେ ଦୋଳ ପୂର୍ଣ୍ଣିମା ରେ ରାଧାକୃଷ୍ଣ ଙ୍କ ପାଖରେ ପୂଜା କରାଯାଏ ଏବଂ ଏହାପରେ ଲୋକେ ଏହାକୁ ଖାଇଥାନ୍ତି ।

ହୋଲିକୁ ଅନ୍ୟ କେଉଁ ନାମରେ ବାଧ୍ୟ ଜଣାଯାଇଥାଏ ?

ଉତ୍ତର:- ରଙ୍ଗ ଉତ୍ସବ ନାମରେ ମଧ୍ୟ ଜଣାଯାଇଥାଏ ।

ଲାଠିମାଡ ହୋଲି କେଉଁ ରାଜ୍ୟରେ ଖେଳା ଯାଇଥାଏ ?

ଉତ୍ତର:- ଉତ୍ତରପ୍ରଦେଶ ରାଜ୍ୟର ମଥୁରା ଜିଲ୍ଲାର ନନ୍ଦପୁର ଗ୍ରାମରେ ଲାଠିମାଡ ହୋଲି ଖେଲାଯାଏ ।

ଭାରତ ବ୍ୟତୀତ ଅନ୍ୟ କେଉଁ ରାଜ୍ୟରେ ହୋଲି ପର୍ବ ପାଳନ କରାଯାଏ ?

ଉତ୍ତର:- ନେପାଲ ରେ ମଧ୍ୟ ହୋଲି ପର୍ବ ପାଳନ କରାଯାଏ ।

ହୋଲି ରେ ଲୋକେ କେଉଁଥିରେ ଖେଳିଥାନ୍ତି ?

ଉତ୍ତର:- ରଙ୍ଗରେ ବ ଅଭୀର ରେ ଲୋକ ହୋଲି ଖେଳନ୍ତି

ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଏହାର ଉତ୍ତର କମେଣ୍ଟ ରେ ଲେଖନ୍ତୁ । ଆପଣ ସମସ୍ତଙ୍କୁ ହୋଲି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Leave a Reply

Your email address will not be published. Required fields are marked *