ଜଣଙ୍କ ନାଁ ଭାବି ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ପ୍ରେମରେ ଆପଣଙ୍କୁ କଣ ମିଳିବ- Love Quiz

ନମସ୍କାର ବନ୍ଧୁଗଣ । ଆଜିର ଏହି ବିଷୟ ଟି ଖୁବ ଅଧିକ ସମ୍ବେଦନ ଶୀଳ ଯୁକ୍ତ ଅଟେ । କାରଣ ଆଜିର ଏହି ରିଡିଂ ରେ ଆପଣ ଜାଣି ପାରିବେ ।ଆପଣ ଯାହାକୁ ଭଲ ପାଉଛନ୍ତି ବା ଯାହା ସହ ଆପଣଙ୍କର ବିବାହ କରିବାକୁ ଇଛା ଅଛି, ସେ ଆପଣଙ୍କୁ ବିବାହ କରିବେ ବା ନାହିଁ । ଆଜିର ଏହି ରିଡିଂ ଟି କୁ ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ଜେନେରାଲ ରିଡିଂ ଅଟେ। ତେଣୁ ହୋଇ ପରେ କି ଏହା କିଛି ଲୋକଙ୍କ ସହ କନେକ୍ଟ ହେବ ବା କିଛି ଲୋକ ଙ୍କ ସହ କନେକ୍ଟ ମଧ୍ୟ ହେବ ନାହିଁ ।

ତେଣୁ ଆପଣ ଏହାକୁ ନିଜର ମନୋରଞ୍ଜନ ପାଇଁ ମଧ୍ୟ ଏହି ପୋଷ୍ଟ ଟିକୁ ପଢି ପାରନ୍ତି । ତେବେ  ଆସନ୍ତୁ ଜାଣିବା ସେ ଆପଣଙ୍କ ସହ ବିବାହ କରିବା ପାଇଁ ଇଛୁକ ଅଛନ୍ତି ନା ନାହିଁ । ଏହା ପାଇଁ ଆପଣ ସର୍ବପ୍ରଥମେ ତଳେ ଥିବା ଦୁଇ ଗୋଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ବାଛି ନିଅନ୍ତୁ ।

ଯେଉଁ ବ୍ୟକ୍ତି ଜଣକ ଙ୍କୁ ଚିନ୍ତା କରି ଆପଣ ପ୍ରଥମ ନମ୍ବର ଟିକୁ ଚୟନ କରିଛନ୍ତି, ସେ ବ୍ୟକ୍ତି ହୃଦୟ ରୁ ଏକ ଅତ୍ୟନ୍ତ ହିଁ ଭଲ ଧରଣ ର ବ୍ୟକ୍ତି ଅଟନ୍ତି । ଏହାସହ ସେ ମଧ୍ୟ ଆପଣ ଙ୍କ ସହ ବିବାହ କରିବାକୁ ଇଛୁକ ଅଟନ୍ତି । ଆପଣଙ୍କ ପାଇଁ ଖୁବ ଭଲ କାର୍ଡ ଟି ଅଛି । ହୁଏତ ସେ ଆପଣଙ୍କୁ କେବେ ମଧ୍ୟ ନିଜ ମନର କଥା କୁ ଖୋଲି କରି ବ୍ୟକ୍ତ କରି ନାହାନ୍ତି ।

କିନ୍ତୁ ସେ ଆପଣ ଙ୍କୁ ବିବାହ କରିବା କୁ ଇଛୁକ ଅଟନ୍ତି । ଆପଣ ଦୁଇ ଜଣକ ଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କୀୟ ଟିଏ ରହିଛି । ଅପେକ୍ଷା କରି ଦେଖନ୍ତୁ, ବୋଧ ହୁଏ ସେ ଆପଣ ଙ୍କୁ କହି ଦିଅନ୍ତି ବା ଆପଣ ନଚେତ ତାଙ୍କୁ ଯାଇ ନିଜ ମନର କଥା କୁ ବ୍ୟକ୍ତ କରି ଦିଅନ୍ତୁ । ଆସନ୍ତୁ ଜାଣିବା ଯେଉଁ ମାନେ ନମ୍ବର 2 କାର୍ଡ ଟିକୁ ଚୟନ କରିଛନ୍ତି, ସେମାନଙ୍କ ପାଇଁ କଣ ରହିଅଛି ।  ଯେଉଁ ବ୍ୟକ୍ତି ଙ୍କୁ ସ୍ମରଣ କରି ଆପଣ ଏହି କାର୍ଡ ଟିକୁ ବାଛିଛନ୍ତି, ସେ ବ୍ୟକ୍ତି ଜଣକ ମଧ୍ୟ ଆପଣଙ୍କୁ ଖୁବ ଅଧିକ ଭଲ ପାଆନ୍ତି ।

ତାଙ୍କ ମନରେ ଆପଣ ଙ୍କୁ ନେଇ ଅନେକ ଆଶା ରହିଅଛି । ସେ ଆପଣଙ୍କୁ ବିବାହ କରିବା ପାଇଁ ବୋଧ ହୁଏ ପୂର୍ବରୁ ଅନେକ ଥର କହି ସାରି ଥିବେ ବା ନଚେତ ହୁଏତ କଥା ରେ କଥା ରେ ମଧ୍ୟ ସେ ନିଜର ପ୍ରସ୍ତାବ କେବେ ରଖିଥିବେ । କିନ୍ତୁ ତାଙ୍କ ମନରେ ମଧ୍ୟ ଆପଣଙ୍କୁ ବିବାହ କରିବାର ଅନେକ ଇଛା ରହିଅଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ରିଡିଂ ଟି ପସନ୍ଦ ଆସିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *