Vastu Tips- ଯିଏ ବି ଏହି ସମୟରେ ଘରେ ଲଗାଇଥାଏ ଝାଡୁ, ତା ଘରକୁ ଆସନ୍ତି ସ୍ଵୟଂ ମା ଲକ୍ଷ୍ମୀ, ଧନ ଦୌଲତ ରେ ଭରିଯାଏ ଭଣ୍ଡାର

ସମସ୍ତେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଚାହାନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ ବହୁତ ଭଲ ଲାଗେ । ଶାସ୍ତ୍ରରେ ଏହିଭଳି ଏକ ଶୁଭ ସମୟ ବିଷୟରେ କୁହାଯାଇଛି ଯେଉଁ ସମୟରେ ଯଦି କୌଣସି ମହିଳା ଘରେ ଝାଡୁ ମାରୁଛନ୍ତି ତେବେ ସେହି ଘରେ ଧନର ବର୍ଷା ହେବା ସହିତ ସେହି ମହିଳାର ଜୀବନରେ ସୁଖ ଶାନ୍ତି ବି ଆସିବ ।

କୁହାଯାଏ କି ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରିୟ ବସ୍ତୁ । ଆଜି ଆମେ ଆପଣଙ୍କୁ ଘରେ କେଉଁ ସମୟରେ ଝାଡୁ ମାରିବା ଉଚିତ, ଝାଡୁ ସହ କେଉଁ ଉପାୟ କରିବା ଉଚିତ ଓ କେଉଁ ସମୟରେ ଝାଡୁ ମାରିବା ଉଚିତ ନୁହେଁ ସେହି ବିଷୟରେ କହିବୁ । ତେବେ ଚଲାନ୍ତୁ ଜାଣିବା ।

କୁହାଯାଏ କି ସକଳାର ସମୟ ବ୍ରହ୍ମ ମୂହୁର୍ତ୍ତ ହୋଇଥାଏ ଓ ଏହି ସମୟରେ ଦେବତାମାନେ ପୃଥିବୀ ପୃଷ୍ଠରେ ଘୁରି ବୁଲନ୍ତି । ସେଥିପାଇଁ ସକାଳ ୪ ରୁ ୭ ପର୍ଯ୍ୟନ୍ତ ଓ ଯେଉଁ ସମୟରେ ସୂର୍ଯ୍ୟ ଉଦୟ ହୋଇଥାନ୍ତି ଏହି ସମୟରେ ଯଦି ଆପଣ ଘରେ ଝାଡୁ ମାରୁଛନ୍ତି ଓ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଘରେ ସୁଖ ଶାନ୍ତି ବି ଆସିଥାଏ । ସକାଳର ବ୍ରହ୍ମ ମୁହୂର୍ତରେ ଯେଉଁ ମହିଳା ଘରେ ଝାଡୁ କରିଥାଏ ତାର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

କିନ୍ତୁ ଏମିତି କିଛି ସମୟ ଅଛି ଯେଉଁ ସମୟରେ ଝାଡୁ ମାରିବା ଉଚିତ ନୁହେଁ । ସୂର୍ଯ୍ୟ ଅସ୍ତ ହୋଇ ଯିବା ପରେ ଅର୍ଥାତ ରାତିରେ ଯଦି ଆପଣ ଘରେ ଝାଡୁ ମାରୁଛନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ବି ପକାଇଥାଏ । ଅଭାବ ବି ଲାଗି ରୁହେ । ସେଥିପାଇଁ ଭୁଲରେ ବି ସୂର୍ଯ୍ୟ ଅସ୍ତ ହେବା ପରେ ଘରେ ଝାଡୁ ଲଗାଇବେ ନାହିଁ । ବେଳେ ବେଳେ କିଛି ଲୋକମାନଙ୍କୁ ସ୍ଵପ୍ନରେ ଝାଡୁ କିମ୍ବା ସେମାନେ ଝାଡୁ ଧରି ଛିଡା ହୋଇଛନ୍ତି ବୋଲି ସେମାନେ ଦେଖନ୍ତି ଏହାର ଅର୍ଥ ଏହା ଅଟେ କି ଆପଣଙ୍କୁ ଜୀବନରେ ସକରାତ୍ମକତା ଦେଖିବାକୁ ଯାଉଛନ୍ତି ।

ବହୁତ କିଛି ଶୁଭ ଖବର ବି ମିଳିବାର ସମ୍ଭାବନା ଥାଏ । ଘରେ ଭିତରେ ଝାଡୁକୁ ଓଲଟା ରଖିବା କିମ୍ବା ଠିଆ କରି ରଖୁଛନ୍ତି ଅଶୁଭ ହୋଇଥାଏ । ଏହା ଅଶୁଭ ପ୍ରଭାବ ପକାଇଥାଏ । ଯଦି ଘରର କୌଣସି ବ୍ୟକ୍ତି ବାହାରକୁ ଯାଉଛନ୍ତି ତେବେ ଯିବା ସଙ୍ଗେ ସଙ୍ଗେ ଘରେ ଝାଡୁ ମାରିବା ଅଶୁଭ ହୋଇଥାଏ । ଆପଣ କିଛି ଘଣ୍ଟା ପରେ ଝାଡୁ ମାରନ୍ତୁ । ଝାଡୁକୁ କେବେ ବି ଗୋଡ ମାରିବା ଉଚିତ ନୁହେଁ ।

ଏହାର ପରିଣାମ ବହୁତ ଭୟଙ୍କର ହୋଇଥାଏ । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ସେଥିପାଇଁ ଏହିଭଳି ଭୁଲ କରନ୍ତୁ ନାହିଁ । ଝାଡୁକୁ ସଠିକ ସ୍ଥାନରେ ସଠିକ ଭାବରେ ରଖିବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ । ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *