ନମସ୍କାର ବନ୍ଧୁଗଣ ତେବେ ଝିଅ ମାନଙ୍କୁ ମାସିକ ଧର୍ମ ହେଉଥିବା କଥା ଆଜିକାଲି ସମସ୍ତେ ଖୋଲା ଖୋଲି ଭାବରେ କହି ପାରୁଛନ୍ତି । ତେବେ କିନ୍ତୁ ପୂର୍ବେ ଏହା ବିଷୟ ରେ କହିବାକୁ ଟିକେ କୁଣ୍ଠାବୋଧ କରି ଥାନ୍ତି କିନ୍ତୁ ଆଜି କାଲି ଆଉ ସେହି ପରି କିଛି ନାହିଁ । ତେବେ ସମସ୍ତଙ୍କ ମନରେ ସର୍ଵଦା ଗୋଟିଏ ପ୍ରଶ୍ନ ଉଠୁଥାଏ କି ଏହି ମାସିକ ଧର୍ମ କଣ ପାଇଁ ହୋଇଥାଏ ।
ତେବେ ଏହାର ତ ବୈଜ୍ଞାନିକ ମତ ବିଷୟ ରେ ସମସ୍ତେ ଜାଣିଛନ୍ତି କିନ୍ତୁ ଏହାର ଏକ ପୌରାଣିକ କଥା ମଧ୍ୟ ରହିଛି ଯାହା ହୁଏତ କିଛି ଲୋକମାନେ ଜାଣିନଥିବେ । ତେବେ ଆସନ୍ତୁ ଜାଣିନେବା ସେହି ପୌରାଣିକ କଥା ବିଷୟ ରେ ।
ତେବେ ଧର୍ମ ଶା-ସ୍ତ୍ର ଅନୁସାରେ ଥରେ ଦେବତା ମାନଙ୍କ ଗୁରୁ ବୃହସ୍ପତି ଇନ୍ଦ୍ର ଙ୍କ ଉପରେ କୌଣସି କାରଣ ଯୋଗୁଁ କ୍ରୋଧିତ ହୋଇ ଯାଇଥିଲେ ।
ତେବେ ଏହା ଯୋଗୁଁ ତାଙ୍କ ଉପରେ ରାକ୍ଷସ ମାନେ ଆକ୍ରମଣ ମଧ୍ୟ କରିଥିଲେ । ତେବେ ଇନ୍ଦ୍ର ଏହାର ଉପାୟ ଖୋଜି ଖୋଜି ବ୍ରହ୍ମା ଙ୍କ ପାଖକୁ ଯାଇଥିଲେ ତେବେ ବ୍ରହ୍ମା ତାଙ୍କୁ ଜଣେ ମହାନ ଜ୍ଞାନୀ କିମ୍ବା ବ୍ରହ୍ମ ଜ୍ଞାନୀ ଙ୍କ ସେବା କରିବା ପାଇଁ ନିର୍ଦେଶ ଦେଇଥିଲେ ତେବେ ଇନ୍ଦ୍ର ମଧ୍ୟ ସେହି ଭଳି ଜଣେ ବ୍ରହ୍ମ ଜ୍ଞାନୀ ଙ୍କ ର ସେବା କରୁଥିଲେ ।
ତେବେ କିନ୍ତୁ ସେହି ଜ୍ଞାନୀ ଙ୍କ ମାଆ ରା-କ୍ଷ-ସ ଥିଲେ ଯାହା ଯୋଗୁଁ ଇନ୍ଦ୍ର ଙ୍କ ର ସବୁ ସେବା ରା-କ୍ଷ-ସ ମାନଙ୍କ ପାଖରେ ଲାଗୁଥିଲା ଏବଂ ଯାହା ଯୋଗୁଁ ତାଙ୍କ ସବୁ ତପସ୍ୟା ଭଂଗ ହୋଇଗଲା ତେବେ ସେ ରାଗିକି ସେହି ବ୍ରହ୍ମ ଜ୍ଞାନୀ ଙ୍କୁ ହ-ତ୍ୟା କରିଦେଇଥିଲେ । ତେବେ ଗୁରୁ ହ-ତ୍ୟା ଏବଂ ବ୍ରହ୍ମ ହ-ତ୍ୟା ର ପା-ପ ଏକ ରା-କ୍ଷ-ସ ର ରୂପ ନେଇ ତାଙ୍କ ପଛରେ ଲାଗିଗଲା । ତେବେ ସେ ଭୟ ରେ ପଦ୍ମ ପାଖୁଡା ଭିତରେ ଲୁଚିଗଲେ ଏବଂ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଙ୍କ ତପସ୍ୟା କଲେ ।
ତେବେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ତାଙ୍କୁ ଉଦ୍ଧାର କଲେ ଏବଂ ତାଙ୍କୁ ନିଜର ପା-ପ କୁ ଗଛ,ପାଣି,ପୃଥିବୀ ଏବଂ ନାରୀ ଙ୍କୁ ଦେବା ପାଇଁ କହିଲେ । ତେବେ ଇନ୍ଦ୍ର ନିଜର ପା-ପ ସହିତ କିଛି ବରଦାନ ଦେଇଥିଲେ ଗଛ କୁ ବରଦାନ ଦେଇଥିଲେ କି ସେ ଚାହିଁଲେ ନିଜେ ନିଜେ ବଂଚି ପାରିବ ଏବଂ ଜଳ ସମସ୍ତ ଙ୍କୁ ପବିତ୍ର କରି ଦେବ । ପୃଥିବୀ ଉପରେ ସବୁ ସମସ୍ୟା ବାଡେଇ ହୋଇ ପଳେଇବ ତେବେ ନାରୀ କୁ ଅ-ଭି-ଶା-ପ ସ୍ୱରୂପ ମାସିକ ଧର୍ମ ଆସିଥାଏ । ଏବଂ ବରଦାନ ରେ ତାଙ୍କୁ ପୁରୁଷ ଅପେକ୍ଷା ଅଧିକ କାମ ର ଆନନ୍ଦ ମିଳିବ ବୋଲି କହିଥିଲେ ।
ତେବେ ଆଶା କରୁଛୁ କି ଏହି ବିଷୟ ଟି ଆପଣ ଙ୍କୁ ବହୁତ ପସନ୍ଦ ଆସିଥିବ ।
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ