ସ୍ତ୍ରୀ ଲୋକ ମାନଙ୍କ ଶରୀରରେ ଥିବା ଏହି ଚିହ୍ନ କରିଥାଏ ସେମାନଙ୍କୁ ଭାଗ୍ୟଶାଳୀ – କ’ଣ ଆପଣଙ୍କ ଶରୀରରେ ଅଛି କି ଏମିତି ଚିହ୍ନ – Chanakya Niti

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ନାରୀ ଜାତି କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରା ଯାଇଥାଏ ଏବଂ ନାରୀ ଙ୍କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ଦିଆ ଯାଇଥାଏ । ନାରୀ ଜାତିର ସମ୍ମାନ କରିବା ନିମନ୍ତେ ଭାରତୀୟ ସଂସ୍କୃତି ରେ ଆହ୍ୱାନ ଦିଆଯାଇଥାଏ । ଭାରତୀୟ ପରମ୍ପରା ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି । ନାରୀ କୁ ଗଙ୍ଗା ଠାରୁ ପବିତ୍ର ବୋଲି ବିବେଚନା କରା ଯାଇଛି । ଯେଉଁ ଘରେ ନାରୀର ସମ୍ମାନ କରା ଯାଇନଥାଏ ସେହି ଘରେ କେବେବି ମାତା ଲଷ୍ମୀ ବାସ କରନ୍ତି ନାହିଁ । ନାରୀ ହେଉଛନ୍ତି ସ୍ୱୟଂ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ । ନାରୀ ଙ୍କୁ ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝି ପାରି ନାହାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ସଂକେତ ସମ୍ବନ୍ଧରେ କହିବୁ ଯାହା ଯେଉଁ ନାରୀ ମଧ୍ୟରେ ବିଦ୍ୟମାନ ରହିଥାଏ ସେହି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯେଉଁ ନାରୀ ଙ୍କ ପାଦ ର ନଖ ସ୍ୱଚ୍ଛ ଏବଂ ଗୋଲାପୀ ରଙ୍ଗ ର ହୋଇଥାଏ ସେହି ନାରୀ ଉତ୍ତମ ସ୍ୱାସ୍ଥ୍ୟ ର ହୋଇଥାନ୍ତି । ଏମାନେ ସର୍ଵଦା ନିଜ ପତି ଓ ପରିବାର ସଦସ୍ୟ ଙ୍କ ଧ୍ୟାନ ରଖନ୍ତି । କିନ୍ତୁ ଯେଉଁ ନାରୀ ଙ୍କ ପାଦର ମଧ୍ୟମ ଆଙ୍ଗୁଳି ଅପେକ୍ଷାକୃତ ବଡ଼ ହୋଇଥାଏ ସେହି ନାରୀ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ତେଣୁ ଏଭଳି ନାରୀ ଙ୍କୁ ବିବାହ କରନ୍ତୁ ନାହିଁ । ୨. ବନ୍ଧୁଗଣ ଯେଉଁ ନାରୀ ଙ୍କ ବାମ ପାର୍ଶ୍ୱ ଗାଲ ରେ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ବହୁତ ଭଲ ବ୍ୟଞ୍ଜନ ତିଆରି କରନ୍ତି ଏବଂ ଖାଇବାକୁ ମଧ୍ୟ ଆଗ୍ରହ ରଖନ୍ତି । ଏମାନେ ନିଜ ପରିବାର ସଦସ୍ୟ ଙ୍କ ମନ ପସନ୍ଦ ର ବ୍ୟଞ୍ଜନ ତିଆରି କରନ୍ତି । ଯାହାଦ୍ୱାରା ଏମାନେ ନିଜ ପରିବାର ଙ୍କ ସହିତ ଖୁସି ରେ ରୁହନ୍ତି ।
୩. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇଥାଏ ସେହି ନାରୀ ମାନେ ସମସ୍ତ ନିଷ୍ପତ୍ତି କୁ ବୁଦ୍ଧି ବିଚାର କରି ନେଇଥାନ୍ତି । ଏମାନେ ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି ସତ କିନ୍ତୁ ଏମାନଙ୍କ ଖର୍ଚ୍ଚ କେବେବି ବ୍ୟର୍ଥ ଯାଇ ନଥାଏ । ୪. ବନ୍ଧୁଗଣ ଯେଉଁ ନାରୀ ଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେହି ନାରୀ ମାନେ ଅତ୍ୟନ୍ତ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ସର୍ଵଦା ପାଠ ପଢ଼ିବା ପାଇଁ ଆଗ୍ରହୀ ଥାଆନ୍ତି । ଏମାନେ କେବେବି ଅଯଥା ଖର୍ଚ୍ଚ କରନ୍ତି ନାହଁ ଏବଂ ଏମାନଙ୍କୁ ଯେଉଁ ପଇସା ଦିଆଯାଏ ସେମାନେ ତା’କୁ ଦୁଇ ଗୁଣ କରିବାକୁ ଚେଷ୍ଟା କରିଥାନ୍ତି । ଏମାନଙ୍କ ଠାରୁ ଏମାନଙ୍କ ପରିବାର ସର୍ଵଦା ପ୍ରସନ୍ନ ରୁହନ୍ତି ।
୫. ବନ୍ଧୁଗଣ ଯେଉଁ ନାରୀ ଙ୍କ ଆଖି ବଡ଼ ହୋଇଥାଏ ସେମାନଙ୍କୁ ହରିଣୀ ଆଖି ର ସଂଜ୍ଞା ଦିଆ ଯାଇଥାଏ । ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାର ଓ ପତି ଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ସାବ୍ୟସ୍ତ ହୁଅନ୍ତି । ଏହି ନାରୀ ମାନଙ୍କ ଜୀବନ ରେ କେବେବି କୌଣସି ଜିନିଷ ର ଅଭାବ ରହି ନଥାଏ । ୬. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ନାକ ରେ କଳାଜାଇ ସେମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି । ଏଭଳି ନାରୀ ନିଜ ଜୀବନ ରେ ଯାହା ଚାହିଁଥାନ୍ତି ତାହା ଅବଶ୍ୟ ପାଇଥାନ୍ତି । ଏଭଳି ନାରୀ ଙ୍କୁ ଜୀବନସାଥୀ ରୂପରେ ପାଇବା ଭାଗ୍ୟ ର କଥା ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *