କାହାର ନାମ ଭାବି କୌଣସି ଗୋଟିଏ କଳସ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ ଅନେକଥର ଆମେ ଆମର ମନର ସମସ୍ତ କଥା ସମସ୍ତ ଙ୍କ ଆଗରେ ପରି ପ୍ରକାଶ କରି ପାରି ନଥାଉ । କିନ୍ତୁ ଆମ ଜୀବରେ କିଛି ଏପରି ବ୍ୟକ୍ତି ରହିଥାନ୍ତି, ଯେଉଁ ମାନଙ୍କୁ ଆମେ ଆମ ଜୀବନ ର  ସବୁ କିଛି ବିଷୟ ମାନ ଖୋଲି କହି ଦେଇଥାଉ । ସେତେବେଳେ ଆମ ମନ ରେ ମଧ୍ୟ ତାଙ୍କ ମନର କଥା ଜାଣିବାକଉ ଅନେକ ଇଛା ରହିଥାଏ । ତାହା ଜାଣିବା ପାଇଁ ଆମେ ଅନେକ ଚେଷ୍ଟା ମଧ୍ୟ କରିଥାଉ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏହି ଭଳି ଏକ ବିଷୟ ଯାହା ସାହାର୍ଯ୍ୟ ରେ ଆପଣ ସେହି ବ୍ୟକ୍ତି ଙ୍କର ନାମ ସ୍ମରଣ କରି ଜାଣି ପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ଲୁଚି ରହିଛି । ସର୍ବ ପ୍ରଥମେ ଆପଣ ଫୋଟୋ ରେ ଦିଆ ଯାଇଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଯାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାଙ୍କୁ ଚିନ୍ତା କରି ଚୟନ କରି ନିଅନ୍ତୁ । ଆସନ୍ତୁ ଜାଣିବା ଯେଉଁ ମାନେ ମଧ୍ୟ ନମ୍ବର 1 ର ଚୟନ କରିଛନ୍ତି,

ସେହି ବ୍ୟକ୍ତି ଜଣକ ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ର କିଛି ବ୍ୟବହାର ବା କୌଣସି କଥା କହିବାକୁ ଦେଉ ନାହିଁ । ବା ସେ ବାରମ୍ବାର ଚାହୁଁଥିଲେ ମଧ୍ୟ ନିଜ ମନର କଥା ଆପଣଙ୍କୁ କହି ପାରୁ ନାହାନ୍ତି । ଆପଣ ତାଙ୍କ ସହ ଟିକେ ଭଲ ଭାବରେ ବ୍ୟବହାର କରନ୍ତୁ ବୋଧ ହୁଏ, ସେ ନିଜର ମନର କଥା ଆପଣଙ୍କୁ କହିଦେବେ । କିନ୍ତୁ ତାଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ସମ୍ମାନ ଭରି ହୋଇ ରହିଛି ।

ଯେଉଁ ମାନେ ମଧ୍ୟ ନମ୍ବର 2 ର ଚୟନ କରିଛନ୍ତି, ସେ ଆପଣଙ୍କୁ ନିଜର ସବୁକିଛି ବୋଲି ଭାବନ୍ତି । ସେ ସବୁବେଳେ ନିଜକୁ ଅନେକ ଭାଗ୍ୟଶାଳୀ ବୋଲି ମଧ୍ୟ ଭାବନ୍ତି କାରଣ ଆପଣ ତାଙ୍କ ଜୀବନରେ ଅଛନ୍ତି । ଅନେକ ବିଶ୍ବାସ ମଧ୍ୟ ସେ ଆପଣଙ୍କୁ କରିଥାନ୍ତି । ସବୁବେଳେ ଆପଣଙ୍କ ସହ ହିଁ ରହିବାକୁ ତାଙ୍କର ବହୁଳ ମାତ୍ରା ରେ ଇଛା ରହିଛି ।

ଯେଉଁ ମାନେ ମଧ୍ୟ ନମ୍ବର 3 ର ଚୟନ କରିଛନ୍ତି, ସେମାନେ ସବୁବେଳେ ଆପଣଙ୍କୁ ନେଇ ଅନେକ ଚିନ୍ତା ରେ ରହିଥା’ନ୍ତି । କାରଣ ତାଙ୍କୁ ଲାଗେ କି ଆପଣ ନିଜ ଜୀବନରେ କୌଣସି ଜିନିଷ ଲାଇନ ରେ କରି ନଥାନ୍ତି । କିନ୍ତୁ ଆପଣ ଙ୍କୁ ଖୁବ ଭଲ ମଧ୍ୟ ପାଇ ଥାଆନ୍ତି । ଯେଉଁ ମାନେ ମଧ୍ୟ ନମ୍ବର 4 ର ଚୟନ କରିଛନ୍ତି, ସେ ବ୍ୟକ୍ତି ବୋଧ ହୁଏ ଆପଣଙ୍କ ପାଇଁ ଭଲ ନ ହୋଇ ପାରନ୍ତି । ଏହାର କାରଣ ସେ ବୋଧ ହୁଏ, କିଛି ସ୍ଵାର୍ଥ ପାଇଁ ଆପଣଙ୍କ ସହ ଜଡିତ ହୋଇ ରହିଛନ୍ତି । ଆପଣ ଟିକେ ଦେଖି କରି ତାଙ୍କ ସହ ମିଳାମିଶା କରନ୍ତୁ ।

ଯେଉଁ ମାନେ ମଧ୍ୟ ନମ୍ବର 5 ର ଚୟନ କରିଛନ୍ତି, ସେ ଆପଣଙ୍କୁ ଖୁବ ଅଧିକ ଭଲ ପାଇ ଥାଆନ୍ତି । ଭଲ ପାଇବା ସହ ତାଙ୍କ ମନରେ ଆପଣଙ୍କ ପାଇଁ ଖୁବ ଚିନ୍ତା ମଧ୍ୟ ଏକ ରହିଛି । ଏହାର ଏକ କାରଣ ହେଉଛି ତାଙ୍କୁ ଏପରି ଲାଗିଥାଏ କି, ଆପଣ ଜୀବନରେ ଅନେକ ଅନାବଶ୍ୟକ ଲୋକ ତଥା ଚିନ୍ତା କୁ ନିଜ ସହ ଚାଲୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *