ବନ୍ଧୁଗଣ ଆଜି କଳାଇ ଅନେକ ଲୋକ ଠାରେ ଖୁବ କମ ବୟସରୁ ହିଁ ଦାନ୍ତ ଜନିତ ସମସ୍ଯା ଦେଖିବାକୁ ମିଳୁଛି । ସେହି ସମସ୍ଯା ମାନଙ୍କ ମଧ୍ୟରୁ ଦାନ୍ତ କଳା ପଡିଯିବା ବା ନାଲି ପଡିଯିବା ବା ହଳଦିଆ ରଙ୍ଗର ହୋଇ ନିଜର ବାସ୍ତବିକ ରଙ୍ଗ କୁ ଏକଦମ ହରାଇ ବସୁଛି । ଦାନ୍ତ ଆମ ଶରୀରର ଏକ ଏପରି ଅଙ୍ଗ ଯାହା ଯଦି ଅପରିଷ୍କାର ଥାଏ, ତେବେ କାହା ଆଗରେ ଖୋଲି କରି ହସିବାକୁ ମଧ୍ୟ ଲଜ୍ଜ୍ୟା ବୋଧ ମନେ ହୁଏ । ଗୁଟକା, ପାନ, ମଦ, ବିଡି, ସିଗାରେଟ, ଏପରି ଜିନିଷ ଅଟେ ଯାହାଦ୍ଵାରା ଦାନ୍ତ ର ଧଳା ବର୍ଣ୍ଣ ନଷ୍ଟ ହୋଇ ଯାଇଥାଏ ।
ଧୀରେ ଧୀରେ ହୋଇ ଦାନ୍ତରେ ବ୍ୟକ୍ଟେରିଆ ଗୁଡିକ ଏତେ ମାତ୍ରାରେ ସଂକ୍ରମଣ ହୋଇଯାଏ କି ଦାନ୍ତ ଖୁବ କମ ବୟସ ରୁ ହିଁ ଝଡିବାକୁ ଲାଗେ । ଦାନ୍ତ ରୁ ଦୁର୍ଗନ୍ଧ ମଧ୍ୟ ବାହାରେ ଯାହା କାରଣ ରୁ କାହା ସହ କଥା ହୋଇ ନ ଥାଏ । ଲୋକେ ମଧ୍ୟ ପସନ୍ଦ କରି ନଥା’ନ୍ତି ।
ଏପରିରେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ଟି କୁ ନେଇ ଆସିଛୁ ଯାହା ସାହାର୍ଯ୍ୟ ରେ ଆପଣ ଦାନ୍ତ କୁ ମୋତି ଭଳି ଚମକଦାର କରିବା ସହ ଦାନ୍ତ ଜନିତ ସମସ୍ତ ସମସ୍ଯା ରୁ ମଧ୍ୟ ମୁକ୍ତ ହୋଇ ପାରିବେ ।
ବନ୍ଧୁଗଣ ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ୪ ଟି ଛୋଟ ସାଇଜ ର ବା ୨ ଟି ବଡ ସାଇଜର କୋଲା ବା ପାଖୁଡା ନେଇ ନିଅନ୍ତୁ । ରସୁଣ ଦାନ୍ତକୁ ଚମକଦାର କରିବା ସହ ଦାନ୍ତ ରୁ ସମସ୍ତ ବ୍ୟକ୍ଟେରିଆ କୁ ମଧ୍ୟ ଶେଷ କରି ଦେଇଥାଏ । ରସୁଣ ର ଚୋପା ଛଡାଇ ତାହାକୁ ଭଲ ଭାବରେ ଛେଚି ନିଅନ୍ତୁ ।
ସେଥିରେ ଆପଣ କିଛି ମାତ୍ର ରେ କୋଲଗେଟ ମିଶାଇ ଦିଅନ୍ତୁ । ଏହା ପରେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ । ଚତୁର୍ଥ ସାମଗ୍ରୀ ରୂପରେ ଆପଣ ଏଥିରେ ଲେମ୍ବୁ ରସ ୮ ରୁ ୧୦ ଠୋପା ମିଶାଇ ଦିଅନ୍ତୁ । ପଞ୍ଚମ ସାମଗ୍ରୀ ରୂପରେ ଆପଣ ଏଥିରେ ଏକ ଚିମୁଟା ସୋଢା ମିଶାଇ ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହା ଏକ ଭଲ ପେଷ୍ଟ ରୂପରେ ପରିଣତ ହୋଇଯିବ । ଏହା ଗନ୍ଧିଆ ଦାନ୍ତ ଓ ହଳଦିଆ ଦାନ୍ତ ଓ କଳା ଦାନ୍ତ ପାଇଁ ରାମବାଣ ରୂପରେ କାମ କରିଥାଏ । ଏହି ପେଷ୍ଟ ରୁ ନେଇ ଆପଣ ୨ ମିନିଟ୍ ପାଇଁ ଭଲ ଭାବରେ ବ୍ରସ କରନ୍ତୁ । ଦେଖିବେ ଅଳ୍ପ କିଛି କିଛି ଦିନ ମଧ୍ୟରେ ହିଁ ଆପଣ ଙ୍କର ଦାନ୍ତ ସଂପୂର୍ଣ୍ଣ ରୂପରେ ମୋତି ଭଳି ଧଳା ପାଲଟି ଯିବ ।
କିନ୍ତୁ ବନ୍ଧୁଗଣ ଯଦି ଆପଣ କୌଣସି ନିଶା ଜାତୀୟ ପଦାର୍ଥ ସେବନ କରୁଥିବେ, ତେବେ ଆପଣ ସର୍ବ ପ୍ରଥମେ ତାହାକୁ ସେବନ କରିବା ବନ୍ଦ କରି ଦିଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।ଧନ୍ୟବାଦ