କାହାର ନାମ ଭାବି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ ଆଜିର ଏହି ରିଡିଂ ରେ ଆପଣ ନିଜ ମନ ଇଛା କୌଣସି ଏକ ବ୍ୟକ୍ତ ଙ୍କୁ ଚିନ୍ତା କରି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ଜାଣି ପାରିବେ ସେହି ବ୍ୟକ୍ତି ଙ୍କ ଜୀବନ ରେ ଆପଣ ଙ୍କର କଣ ମହତ୍ଵ ରହିଛି । କିନ୍ତୁ ବନ୍ଧୁଗଣ ଆଜିର ଏହି ରିଡିଂ ଟି ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ, ତେଣୁ ଏହା କିଛି ଲୋକ ଙ୍କ ସହ କନେକ୍ଟ ହେବା ସମୟରେ ହୋଇ ପାରେ, କିଛି ଲୋକ ଙ୍କ ସହ କନେକ୍ଟ ନ ହୁଏ ।

ତେଣୁ ଆପଣ ଏହି ରିଡିଂ କୁ ପଢିବା ସମୟରେ ଆପଣ ଏହାକୁ ନିଜର ମନୋରଞ୍ଜନ ପାଇଁ ମଧ୍ୟ ପଢି ପାରନ୍ତି । ତେବେ ବନ୍ଧୁଗଣ ଯାଇଦ ଆପଣ ମାନେ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ସାରିଛନ୍ତି ତେବେ ଆସନ୍ତୁ ଆଜିର ଏହି ବିଷ୍ୟ ଟି ଆଉ ଅଧିକ ବିଳମ୍ବ ନ କରି ପ୍ରାରମ୍ଭ କରିବା ।

ଯେଉଁ ମାନେ ମଧ୍ୟ ପ୍ରଥମ ର 1 ନମ୍ବର ଟିକୁ ଚୟନ କରିଥାନ୍ତି ସେମାନଙ୍କ ପାଇଁ ଯେଉଁ କାର୍ଡ ଟି ଅଛି ତାହାର ଅର୍ଥ ହେଉଛି କି ଯେଉଁ ବ୍ୟକ୍ତି ଙ୍କ ପାଇଁ ଆପଣ ଏହି କାର୍ଡ ଟିକୁ ଚୟନ କରିଛନ୍ତି ହୋଇ ପାରେ, ସେ ବ୍ୟକ୍ତି ଙ୍କ ସହ ଆପଣ ଙ୍କର କିଛି ବାଦ ବିବାଦ ଏହି ସମୟରେ ଲାଗିଛି । ସେହି ବିବାଦ କାରଣ ରୁ ସେହି ବ୍ୟକ୍ତି ଙ୍କ ମନରେ ଏହି ସମୟରେ ଆପଣଙ୍କ ପାଇଁ କୌଣସି କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ ।

ଏପରି ମଧ୍ୟ କହି ପାରିବେ କି ସେ ବ୍ୟକ୍ତିଙ୍କ ପାଇଁ ଏହି ସମୟରେ ତାଙ୍କ ଜୀବନରେ ଆପଣ ଙ୍କର କୌଣସି କିଛି ମହତ୍ଵ ନାହିଁ । କିନ୍ତୁ ଏହାର ଏହା ଅର୍ଥ ନୁହେଁ କି ସେ ବ୍ୟକ୍ତି ଆପଣଙ୍କୁ ଭଲ ପାଉ ନାହାନ୍ତି । ନମ୍ବର 2 କୁ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି,

ଜଣାଇ ଦେବୁ କି ସେହି ବ୍ୟକ୍ତିଙ୍କ ପାଇଁ ଆପଣ ତାଙ୍କ ଜୀବନ ର ଏଭଳି ଅଂଶ ଯାହାଙ୍କ ବିନା ସେ କଦାପି ନିଜ ଜୀବନ କୁ କଳନା ମଧ୍ୟ କରି ପାରିବେ ନାହିଁ । ନମ୍ବର 3 ଯାହା ପାଇଁ ଯେଉଁମାନେ ଚୟନ କରିଛନ୍ତି ସେ ବ୍ୟକ୍ତି ଙ୍କ ଜୀବନରେ ଆପଣ ଙ୍କର ସେତେ ଅଧିକ ମହତ୍ଵ ନାହିଁ,

ଯେପରି ସେ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ନମ୍ବର 4 କୁ ଯେଉଁ ବ୍ୟକ୍ତି ମାନେ ଯାହା ପାଇଁ ଚୟନ କରିଛନ୍ତି, ସେ ବ୍ୟକ୍ତି ଆପଣ ଙ୍କୁ ପସନ୍ଦ କରିଥାନ୍ତି । ଆପଣଙ୍କୁ  ସମ୍ମାନ ମଧ୍ୟ କରିଥାନ୍ତି, ତାଙ୍କ ଜୀବନରେ ଆପଣ ଙ୍କର ଏକ ଅତନ୍ତ ମହତ୍ଵ ପୂର୍ଣ୍ଣ ସ୍ଥାନ ରହିଅଛି ।

ନମ୍ବର 5 ଯାହା ପାଇଁ ଆପଣ ଏହି କାର୍ଡ ଟିକୁ ଚୟନ କରିଥିଲେ, ସେହି ବ୍ୟକ୍ତି ଆପଣଙ୍କୁ ତାଙ୍କ ଜୀବନର ସବୁକିଛି ମାନି ଥାନ୍ତି, ଏପରିକି ନିଜ ମାତା ପିତା ପରେ ସେ ବ୍ୟକ୍ତି ଆପଣଙ୍କୁ ନିଜ ଜୀବନରେ ରଖିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *