କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟେ ବହି ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ ୩ ଟି ବହି ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।

ଆପଣ ଏହି ୩ ଟି ନମ୍ବର ୩ ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ଯଦି ଆପଣ ପ୍ରଥମ ବହି ଟି ବାଛିଛନ୍ତି ତେବେ ଆପଣ ବହୁତ କିଛି ଲୁଚାଇଥାନ୍ତି । ଆପଣଙ୍କ ପର୍ଶନ ଚାହୁଁଛନ୍ତି ଆପଣ ମନ କଥା ଖୋଲିକି କୁହନ୍ତୁ ।

ଆପଣ ଏତେ କଥା ଲୁଚାଉଛନ୍ତି କି ସେ ଜାଣିପାରୁ ନାହାନ୍ତି ଆପଣ କଣ ଚାହୁଁ ଛନ୍ତି । ସେ ଆପଣଙ୍କୁ ଭଲ ଭାବେ ବୁଝୁଛନ୍ତି । କିନ୍ତୁ ଆପଣଙ୍କ ପାଖରେ ସବୁ କିଛି ଅଛି । ତଥାପି ଆପଣ ଏହାର ଅନୁଭବ କରୁ ନାହାନ୍ତି । ତାଙ୍କୁ ଲାଗୁଛି ଆପଣ ଜୀବନରେ ଦୁଖୀ ଅଛନ୍ତି । ଆପଣ ତାଙ୍କୁ ଗ୍ରହଣ କରୁ ନାହାନ୍ତି କି ଛାଡୁ ନାହାନ୍ତି ଏମିତି ସେ ଭାବୁଛନ୍ତି ।

୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ବହିଟି ଚୁଜ କରିଛନ୍ତି ସେ ଭାବୁଛନ୍ତି କି ଆପଣ ସମସ୍ତଙ୍କୁ ଖୁସି ରଖିବା ବ୍ୟକ୍ତି ଅଟନ୍ତି । ଆପଣ ଯେମିତି ଅଛନ୍ତି ବହୁତ ଭଲ ମଣିଷ ଅଟନ୍ତି । ଏହି ସବୁ କଥା ଆପଣଙ୍କର ତାଙ୍କୁ ବହୁତ ଭଲ ଲାଗିଥାଏ । ସେ ଚାହୁଁଛନ୍ତି ଆପଣଙ୍କୁ ନିଜ ମନ କଥା କହିବାକୁ କିନ୍ତୁ ଏବେ ସେ ଲୁଚାଇ ରଖୁଛନ୍ତି । କାରଣ ସେ ଏବେ ସନ୍ଦେହରେ ଅଛନ୍ତି ଆପଣଙ୍କୁ ନେଇ । ଆପଣଙ୍କୁ ନେଇ କ୍ଲିୟର ନୁହଁନ୍ତି ସେ । ଆପଣଙ୍କ ପୂର୍ବରୁ କାହା ସହ ଋଲ୍ସେସନରେ ରହି ସାରିଛନ୍ତି । ସେଥିପାଇଁ ତାଙ୍କ ମନ ଭାଙ୍ଗିଯାଇଛି ।

୩- ଆପଣ ଯଦି ତୃତୀୟ ବହିଟି ଚୟନ କରିଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ସେ ଆପଣଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ଅଧିକ । ଆପଣଙ୍କ ସମ୍ପର୍କ ରେ ବହୁତ ପଜେଟିଭ ପରିବର୍ତ୍ତନ ଦେଖିବେ । ଆପଣ କିଛି ନା କିଛି ନିସ୍ପତି ନେବାକୁ ଚାହୁଁ ଛନ୍ତି । ସେ ନିଜର ବିକାଶକୁ ନେଇ ନିରାଶ ଅଛନ୍ତି । ତାଙ୍କ ହୃଦୟ ବି ଭାଙ୍ଗିଛି ତାଙ୍କର କ୍ୟାରିୟରକୁ ନେଇ ।

ଏମିତିକି ନିଜ ପରିବାରକୁ ନେଇ ସେ ନିରାଶ ଅଛନ୍ତି । ଆପଣଙ୍କ ବିଷୟରେ ଭାବୁଛନ୍ତି ଆପଣ ବହୁତ ଇନୋସେଣ୍ଟ ମଣିଷ ଅଟନ୍ତି । ସେ ଆପଣଙ୍କୁ ନେଇ ଅନେକ କଥା ଭାବୁଛନ୍ତି । ଆପଣଙ୍କୁ ନେଇ ବହୁତ କ୍ଲିୟର ଅଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *