୧ ଥର କେବଳ ଏହି ପତ୍ରର କାଢ଼ା ବନେଇ ପିଅନ୍ତୁ ( ଥଣ୍ଡା,କାଶ,କଫ )ତୁରନ୍ତ ଭଲ ହୋଇଯିବ | Cold & Cough Home Remedy…

ନମସ୍କାର ବନ୍ଧୁଗଣ , ମାନବ ପାଇଁ ଶରୀରର ଗୁରୁତ୍ଵ ସବୁଠାରୁ ପ୍ରଥମରେ ରହିଥାଏ । ମାତ୍ର ଋତୁମାନଙ୍କ ପରିବର୍ତ୍ତନ ଶରୀର ଉପରେ ତାହାର ପ୍ରଭାବ ପକେଇଥାଏ । ସାଧାରଣତ ଆମେ ଦେଖିଥାଉ ଯେ କିଛି ଲୋକମାନଙ୍କୁ ସବୁ ଋତୁରେ ଥଣ୍ଡା, କାଶ ଭଳି ରୋଗ ଧରିକି ରହିଥାଏ । ସାନ ରୁ ଆରମ୍ଭ କରି ବଡ ଯାଏ ସମସ୍ତେ ଏହାର ଶିକାର ହୋଇଥାନ୍ତି  । ଥଣ୍ଡା, କାଶ ଓ କଫ ଥରେ ଯଦି ଶରୀର ଭିତରୁକୁ ଆସିଥାନ୍ତି ତେବେ ସହଜରେ ଶରୀରକୁ ଛାଡି ଯାଆନ୍ତି ନାହିଁ ।

ତାହାକୁ ଦୂର କରିବା ପାଇଁ ଆମେ ଅନେକ ଔଷଧର ପ୍ରୟୋଗ କରିଥାଉ । କିନ୍ତୁ ତାହା କିଛି ବି ଲାଭ କରିନଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇକି ଆସୁଛି ଆପଣଙ୍କର ବର୍ଷ ବର୍ଷ ଧରି ଥିବା ଥଣ୍ଡା, କାଶଓ କଫ ସବୁ ଦିନ ପାଇଁ ଆପଣଙ୍କ ଠାରୁ ଦୂର ହୋଇଯିବ । ଏହା ଏକ ସରଳ ଘରୋଇ ଉପଚାର ଅଟେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅର୍ଥ କର୍ଚ କରିବାକୁ ପଡିନଥାଏ ।

ଆପଣ ଏହି ଉପଚାରକୁ ଆପଣଙ୍କ ଘରର ସାମଗ୍ରୀ ବ୍ୟବହାର କରି କରିପାରିବେ । ଆପଣଙ୍କୁ ପ୍ରଥମ ଆବଶ୍ୟକ ଜିନିଷ ହେଉଛି ପିଜୁଳି ପତ୍ର । ଆପଣ ତିନୋଟି ପିଜୁଳି ପତ୍ରକୁ ଆଣି ତାହାକୁ ସଫା ପାଣିରେ ଭଲ ଭାବରେ ଧୋଇ ଗୋଟାଏ ସ୍ଥାନରେ ରଖିବେ । ଯଦି ସମ୍ଭବ ହୁଏ ତେବେ କିଛି ସମୟ ପାଇଁ ପତ୍ରକୁ ପାଣିରେ ବିଜେଇ ରଖନ୍ତୁ । ପିଜୁଳି ପତ୍ର ଖାଇବାକୁ କଷା ହୋଇଥାଏ ।

ମାତ୍ର ଆମ ଶରୀରର ପାଇଁ ତାହା ଲାଭକାରୀ ହୋଇଥାଏ ପିଜୁଳି ଠାରୁ ପତ୍ରରେ ଅଧିକ ଔଷଧୀୟ ଗୁଣ ଭରିକି ରହିଥାଏ । ପିଜୁଳି ପତ୍ରକୁ ଧୋଇସାରିଲା ପତ୍ର ମଧ୍ୟରେ ଥିବା ଡିମ୍ବ କୁ କାଡି ନିଅନ୍ତୁ । ଏବେ ଆପଣ ଏକ ପତ୍ର ନେଇ ସେଥିରେ ଏକ ଗ୍କାସ ପାଣି ଢାଳି ଗ୍ୟାସ ଉପରେ ବସାନ୍ତୁ । ପାଣି ଯେବେ ଫୁଟିବାକୁ ଲାଗିଥାଏ ତେବେ ପିଜୁଳି ପତ୍ରକୁ ସେଥିରେ ପକାନ୍ତୁ । ଏବେ ଆମେ ଏଥିରେ ଆଉ କିଛି ଜିନିଷର ପ୍ରୟୋଗ କରିବା ।

ଦୁଇଟି ଗୁଜୁରାତି, ଦୁଇଟି ଲବଙ୍ଗ, ଦୁଇଟି ଗୋଲ ମରୀଚଓ ଟିକେ ଅଧା ନେଇ ସମସ୍ତ ସାମଗ୍ରୀକୁ ଭଲରେ ବାଟି ଦିଅନ୍ତୁ । ସେହି ପେଷ୍ଟ କୁ ପାଣି ପକେଇ ପାଞ୍ଚ ମିନିଟ୍ ପାଇଁ ଫୁଟାଇବାକୁ ଦେବେ । ଆପଣ ପୂର୍ବରୁ ପକେଇଥିବା ଏକ ଗ୍ଳାସ ପାଣି ଅଧା ଗ୍ଳାସ ହେବା ପର୍ଯ୍ୟନ୍ତ ଫୁଟାଇବେ । ଏବେ ତାହାକୁ ଗ୍ଳାସରେ ଛାଣି ନିଅନ୍ତୁ ନଖ ଉଷୁମ ଥିବା ସମୟରେ ପିଇବା ଉଚିତ୍ ।

ବର୍ଷ ବର୍ଷ ଆପଣଙ୍କୁ ଥଣ୍ଡା, କାଶ ଭଳି ସମସ୍ୟା ଥାଏ ତେବେ ଆପଣ ଦିନକୁ ଦୁଇ ଥର ଏହାର ସେବନ କରନ୍ତୁ । ଯଦି ଆପଣଙ୍କୁ ଏବେ ଥଣ୍ଡା, କାଶ, କଫ ଦେଖାଯାଉଛି ତେବେ ଥରେ ଏହାର ସେବନ କରନ୍ତୁ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *