କଳା ଦୁଦୁରା ଫୁଲ ୨୪ ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇଦେବ, ଦୁଦୁରା ଗଛର ଚମତ୍କାରିତା 

ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କଷ୍ଟ ଆସିଛି, ଗରିବି ଯାଉ ନାହି, ଧନ ଆସିବାର ସବୁ ମାର୍ଗ ବନ୍ଦ ହୋଇଯାଉଛି, କରଜର ଭାର ରହିଛି, ଶତ୍ରୁ କ୍ଷତି କରୁଛନ୍ତି ତେବେ ଆପଣ ମାନେ ଦୁଦୁରା ଗଛର ପ୍ରୟୋଗ ନିଶ୍ଚୟ କରନ୍ତୁ । ଆଜି ଆମେ ଆପଣଙ୍କୁ ଦୁଦୁରା ଫୁଲର ଚମତ୍କାରୀ ଗୁଣ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ନିଶ୍ଚୟ ଦୁଦୁରା ଗଛ ଦେଖିଥିବେ ।

କୁହାଯାଏ କୌଣସି ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଠାରେ ଦୁଦୁରା ଗଛର ଫୁଲ ଅର୍ପଣ କରିଥାଏ ତେବେ ଧନର ଅଭାବ କେବେ ହୁଏ ନାହି । ଏହାର ପତ୍ରକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇ ବୀଜ ମନ୍ତ୍ର ଜପ କରାଯାଏ ତେବେ ସବୁ କଷ୍ଟ ଦୂର ହୋଇଥାଏ । ନବ ଗ୍ରହ ଠିକ ନ ଥିଲେ ଏହାର ଗୋଟିଏ ଫୁଲ ଭଗବାନ ଶନିଙ୍କୁ ଚଢାଗଲେ ଓ ବୀଜ ମନ୍ତ୍ର ଜପ କରାଯାଏ ମାନାଯାଏ ସେହି ବ୍ଯକ୍ତିର ନବ ଗ୍ରହ ଠିକ ହୋଇଯାଏ ।

ମହାଦେବଙ୍କର ବହୁତ ପ୍ରିୟ ହୋଇଥାଏ ଦୁଦୁରା ଗଛ । ଦୁଦୁରା ଫୁଲ 3 ପ୍ରକାରର ହୋଇଥାଏ ଯାହା ଧଳା, ନୀଳ ଓ କଳା ରଙ୍ଗର । ଅନ୍ୟ ଏକ ଉପାୟ ହେଉଛି ଯଦି ଆପଣଙ୍କର ଦୁଖ କଷ୍ଟ ଦୂର କରିବାକୁ ଚାହୁଁ ଛନ୍ତି ବା ରୋଗରେ ପୀଡିତ ଅଛନ୍ତି ବା ତନ୍ତ୍ର ମନ୍ତ୍ର ର ପ୍ରୟୋଗ ଶେଷ ହେଉ ନାହି ତେବେ ଏଥିପାଇଁ ଆପଣଙ୍କୁ ନୀଳ ଦୁଦୁରା ଫୁଲ ଆଣିବାକୁ ପଡିବ ।

ଧଳା ଓ ନୀଳ ଦୁଦୁରା ମିଳିବା ବହୁତ କଷ୍ଟକର ହୋଇଥାଏ କିନ୍ତୁ ନୀଳ ଦୁଦୁରା ବହୁତ ସହଜରେ ମିଳିଥାଏ । ଆପଣଙ୍କୁ ଏହି ଉପାୟ 3ଟି ସୋମବାର ଦିନ କରିବାକୁ ହେବ । ଏହି ଉପାୟ କରିଲେ ପୁରା ବର୍ଷ କଷ୍ଟ ସମସ୍ଯା ଆସିବ ନାହି, ଦୁର୍ଭାଗ୍ୟ ଆପଣଙ୍କ ପିଛା କରିବ ନାହି, ଘରର ଉନ୍ନତି ହେବ । ଏଥିପାଇଁ ଆପଣଙ୍କୁ ସୋମବାରରେ ସ୍ନାନଦୀ କରି ଶିବ ମନ୍ଦିରକୁ ଯାଆନ୍ତୁ ।

ଏକ ତମ୍ବା ପାତ୍ରରେ ଜଳ ନେଇ ଦୁଦୁରା ଗଛର ପତ୍ର, ଫୁଲ ନେଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଏହା ପରେ ଓମ ନମହ ଶିବାୟ ମନ୍ତ୍ର 503 ଥର ଜପ କରନ୍ତୁ । ଏହି ଉପାୟକୁ 3 ଟି ସୋମବାର କରିଲେ ପୁରା ବର୍ଷ କଷ୍ଟ ଆସିବ ନାହି । ସେମାନଙ୍କ ଜୀବନରେ ଯାହା ବି ସମସ୍ଯା ଥିବ ତାହା ଦୂର ହେବ । ଯଦି ଆପଣଙ୍କର ଶତ୍ରୁ ପଛରେ ପଡିଯାଇଛି ଯିଏ ଆପଣଙ୍କୁ କ୍ଷତି ପହଞ୍ଚାଉଥିଲା ସେମାନେ କରିପାରିବେ ନାହି ।

ଏହି ଉପାୟ ଦ୍ଵାରା ଆପଣଙ୍କୁ ନବ ଗ୍ରହର ସାଥ ମିଳିବ । ଏହି ଉପାୟକୁ ଆପଣଙ୍କୁ 4ଟି ଶନିବାର କରିବାକୁ ହେବ । ଏଥିପାଇଁ ଶନିବାର ସନ୍ଧ୍ୟାରେ ସ୍ନାନ କରି କିଛି ଖାଦ୍ଯ ଗ୍ରହଣ କରନ୍ତୁ ନାହି । ଏହା ପରେ ଏକ ଲୋଟା ଜଳ, ଘିଅ ଦୀପ, ଗୋଟେ କଳା ଦୁଦୁରା ଫୁଲ ନେଇ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ତାପରେ ଶନିଙ୍କ ମନ୍ଦିରକୁ ଯାଇ କଳା ଦୁଦୁରା ଫୁଲ ଅର୍ପଣ କରିଲେ ପୁରା ବର୍ଷ ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବାରେ ଲାଗିବ ।

Leave a Reply

Your email address will not be published. Required fields are marked *