ଏହି ବୟସରେ ଭୁଲରେ ବି ବିବାହ କରନ୍ତୁ ନାହିଁ !! ନଚେତ ବହୁତ ପସ୍ତେଇବେ

ମଣିଷ ଜୀବନରେ ଅନେକ ଖୁସି ଓ ସୁଖର ମୁହୂର୍ତ୍ତ ଆସିଥାଏ । ସେହି ଭଳି ଏକ ଖାସ ଓ ଶୁଭ ମୁହୂର୍ତ୍ତ ଆସିଥାଏ । ଏହି ଦିନଟି ହେଉଛି ବିବାହ । ବିବାହ ମଣିଷ ଜୀବନର ବହୁତ ଖୁସି ର ମୁହୂର୍ତ୍ତ ହୋଇଥାଏ । ପ୍ରତେକ ଝିଅ ବା ପୁଅ ଙ୍କର ଏହି ଦିନକୁ ବହୁତ ଉପେକ୍ଷା ରେ ଅନେଇ ରହିଥାନ୍ତି । ତେବେ ବିବାହ ପାଇଁ ମଧ୍ୟ ଅନେକ ନିୟମ ରୀତି ନୀତି ହୋଇଥାଏ । ଏହା ଦୁଇଟି ପରିବାର କୁ ଯୋଡିବା ସହ ଦୁଇ ଟି ଲୋକଙ୍କ ର ଆତ୍ମା କୁ ମଧ୍ୟ ଯୋଡ଼ିଥାଏ । ତେବେ ବିବାହ ଯଦି ସଠିକ ବୟସ ରେ ହୋଇ ନ ଥାଏ ତେବେ ଅନେକ ସମସ୍ୟା ଦେଖା ଦେଇଥାଏ ।

ଅନେକ ଲୋକ ଙ୍କର ବିବାହ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ ରେ କଳହ ହୋଇଥାଏ । ଅନେକ ଙ୍କ ବିବାହ ପରେ ମଧ୍ୟ ବିବାହ ବିଛେଦ ହୋଇଥାଏ । ଅନେକ ଲୋକଙ୍କ ର ବିଛେଦ ନ ହୋଇଥିଲେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ହୋଇ ରହିଥାନ୍ତି । ଅନେକ ଯୋଡି ଏପରି ଅଛନ୍ତି ଯେଉଁମାନେ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିଥାନ୍ତି ସତ କିନ୍ତୁ ସମ୍ପର୍କ ରେ ମଧୁରତା ନ ଥାଏ ।

ସର୍ବଦା କଲି, ଅଶାନ୍ତି ଲାଗି ରହିଥାଏ । ତେବେ ବିବାହ କରିବାର ଉଚିତ ବୟସ କେତେ ହେବା ଉଚିତ ? ଯଦି ଆପଣ କିଶୋର ଅବସ୍ଥା ରେ ଯଦି ବିବାହ କରନ୍ତି ତେବେ ଆପଣଙ୍କ ର ବିଛେଦ ବା କଲି ଝଗଡା ଅଶାନ୍ତି ହେବାର ଆଶଙ୍କା ଅଧିକ ରହିଥାଏ ।

ତେବେ ଏହି ବୟସରେ ଉଭୟ ପୁଅ ବା ଝିଅ ହୋଇଥାନ୍ତୁ ସେମାନଙ୍କ ମନ ର ଚିନ୍ତା ଧାରା , କଥା ବୁଝିବାର କ୍ଷମତା ଠିକ ହୋଇ ନଥାଏ । ତେଣୁ ଏହି ବୟସ ରେ ବିବାହ କରାଇଦେବା ଦ୍ୱାରା ସେମାନେ ପରସ୍ପର କୁ ବୁଝାଇ ପାରିବେ ନାହିଁ । ଏହା ଛଡା ସେତେବେଳେ ସାଙ୍ଗସାଥି , ପରିବାର ଲୋକ , ଚାକିରୀ ଆଦିକୁ ନେଇ ଅନେକ ଚିନ୍ତା ରହିଥାଏ ।

ତେଣୁ ମଣିଶ ନିଜର ମାନସିକ ଚିନ୍ତା ରେ ବୁଡି ରହିଥାଏ । ଏହି ସମୟରେ ଆର୍ଥିକ ସ୍ଥିତି ମଧ୍ୟ ଠିକ ରହି ନ ଥାଏ ତେଣୁ ଏହି ସମୟ ରେ ବିବାହ କରାଇବା ଉଚିତ ନୁହେଁ । ଯଦି ଆପଣ ଯୁବ ଅବସ୍ଥା ରେ ବି ବିବାହ କରିବେ ତେବେ ବିଳମ୍ବ ରେ ବିବାହ ହେବା ଉଚିତ ।

କାରଣ ଗୋଟିଏ ୨୦ ବର୍ଷ ର ଯୁବକ ର ବିବାହ ଯେତେ ଭଲ ବ୍ୟତୀତ ହୋଇନ ଥାଏ ଗୋଟିଏ ୨୫ ବର୍ଷ ର ଯୁବକ ର ବିବାହ ସେତେ ଭଲ ହୋଇଥାଏ । କାରଣ ସେହି ବୟସରେ ସେ ପରିପକ୍ୱ ହୋଇଥାନ୍ତି । ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଥାଏ । ତେଣୁ କୌଣସି ସମସ୍ୟା ଦେଖା ଦେଇ ନଥାଏ । ତେଣୁ ଆପଣ ଯେତେ ଅଧିକ ବୟସରେ ବିବାହ କରିବେ ଆପଣଙ୍କ ବିବାହ ଜୀବନ ସେତେ ଆନନ୍ଦ ଓ ସୁଖମୟ ହୋଇଥାଏ ।

Leave a Reply

Your email address will not be published. Required fields are marked *