ମେଷ ରାଶି ଏପ୍ରିଲ 2022 ସମ୍ପୂର୍ଣ ରାଶିଫଳ, ଭାଗ୍ୟରେ ହେବ ବଡ ପରିବର୍ତ୍ତନ

ଗ୍ରହ ମାନଙ୍କର ରାଶି ପରିଵର୍ତନ ବା ଗ୍ରହ ମାନଙ୍କ ଗୋଚର ର ଶୁଭ ଫଳ ମିଳିବାକୁ ଯାଉଛି ମେଷ ରାଶି କୁ । ଏହି ଏପ୍ରିଲ ମାସରେ ତିନୋଟି ଗ୍ରହ ମାନଙ୍କର ରାଶି ପରିଵର୍ତନ ହେବାକୁ ଯାଉଛି । ଏହି ତିନୋଟି ଗ୍ରହଙ୍କର ରାଶି ପରିଵର୍ତନ ର ଫଳ ଆପଣଙ୍କ ପାଇଁ ଶୁଭ ଫଳ ଆଣିବ । ପ୍ରଥମ ଗ୍ରହ ହେଉଛି ରାଶି ର ସ୍ୱାମୀ ମଙ୍ଗଳ ଗ୍ରହ । ଆପଣଙ୍କ ଜୀବନରେ ଚାଲିଥିବା ଆର୍ଥିକ , ପାରିବାରିକ ଆଦି ସମସ୍ୟା ଲାଗି ରହିଥିବ ତେବେ ମଙ୍ଗଳ ଗ୍ରହ ଙ୍କର ରାଶି ପରିଵର୍ତନ ଯୋଗୁଁ ଆପଣଙ୍କର ଏହି ସମସ୍ୟା ଦୂର ହେବ । ନୂଆ ମିତ୍ର କରିପାରନ୍ତି ।

ଶତ୍ରୁ ଆପଣଙ୍କ ଠାରୁ ଭୟଭୀତ ରହିବେ । ଜୀବନ ସାଥି ଙ୍କ ଠାରୁ କିଛି ଶୁଭ ଖବର ମିଳିବ । ନିଜ ପାଇଁ କିଛି ନୂଆ ଜିନିଷ କିଣିପାରନ୍ତି । ଏହି ମାସ ଟି ଆପଣ ନିଜକୁ ବହୁତ ସମୟ ଦେବେ । ହୋଟେଲ, ବିଜନେସ ଆଦି ରୁ ଆପଣଙ୍କର ଲାଭ ହେବ । ସବୁ ଦୃଷ୍ଟିରୁ ଆପଣଙ୍କ ର ଏହି ମାସଟି ବହୁତ ଶୁଭ ଅଟେ । ମାନ ସମ୍ମାନ ବୃଦ୍ଧି ହେବ । ସୂର୍ଯ୍ୟଙ୍କ କୃପା ରୁ ପୁତ୍ର ପ୍ରାପ୍ତି ଯୋଗ ଅଛି ।

ଯେଉଁମାନେ ବେକାରୀ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟରେ ସୂର୍ଯ୍ୟ ଓ ବୁଧ ଗ୍ରହ ଙ୍କର ଦୁତିକରଣ ଯୋଗୁଁ ଆପଣଙ୍କ ର ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ସୂର୍ଯ୍ୟଙ୍କ ୧୧ ତମ ରାଶି ରେ ଆସିବା ଦ୍ୱାରା ଆପଣ କୌଣସି ଖରାପ ବ୍ୟକ୍ତି ଓ ନିଶା ସେବନ ଦ୍ରବ୍ୟ ଠାରୁ ଆପଣ ଦୂର ରେ ରୁହନ୍ତୁ । କାରଣ ଆପଣ ଅଜାଣତରେ ବହୁତ ବଡ଼ କ୍ଷତି ପଡିପାରେ ।

ଶୁକ୍ରଙ୍କ ରାଶି ପରିଵର୍ତନ ମଧ୍ୟ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ଆପଣଙ୍କର କୌଣସି କାମ ଯଦି ଅଟକିଥାଏ ତେବେ ତାହା ଏବେ ପୂର୍ଣ ହେବ । ଆପଣ ନିଜ ବଳ ରେ ସବୁ କାର୍ଯ୍ୟ ପୂର୍ଣ କରିବେ । ଧାର୍ମିକ କାର୍ଯ୍ୟ ରେ ଆପଣଙ୍କ ର ରୁଚି ବଢିବ ।

ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ । ବିଦ୍ୟାର୍ଥୀ ମାନଙ୍କର ଏହି ସମୟ ଟି ବହୁତ ଶୁଭ ଅଟେ । ଯେଉଁମାନଙ୍କର ବିବାହ ବିଲମ୍ବ ହେଉଛି ତେବେ ଏବେ ଭଲ ପ୍ରସ୍ତାବ ଆପଣଙ୍କ ପାଇଁ ଆସିବ ।

ଭାଇ ଭାଇ ମଧ୍ୟରେ ଯଦି କିଛି କଳହ ରହିଥାଏ ତାହା ମଧ୍ୟ ସମାଧାନ ହୋଇଯିବ । ଶରୀରର ମଡ଼ଃ ଭଲ ରହିବ । ଆପଣ କର୍ମ ଉପରେ ଧ୍ୟାନ ରଖନ୍ତୁ ଆପଣଙ୍କୁ ଲାଭ ମିଳିବା ସୁନିଶ୍ଚିତ । ଗୁରୁଜନ ମାନଙ୍କର ଆଶ୍ରିବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

Leave a Reply

Your email address will not be published. Required fields are marked *