1 ଦିନରେ ଋତୁସ୍ରାବ ହେବ, ରାତିରେ ଶୋଇଲା ବେଳେ ପିଅନ୍ତୁ… ( Healthy Tips )

ବନ୍ଧୁଗଣ ଯଦି ଝିଅ ମାନଙ୍କର ମାସିକ ଧର୍ମ ରେଗୁଲାର ନ ହୁଏ ତେବେ ସେମାନେ ବହୁତ ଚିଡିଚିଡା ସ୍ଵଭାବର ହୋଇ ଯାଆନ୍ତି । ଆଉ କିଛି କ୍ଷେତ୍ରରେ ଝିଅ ମାନେ ଷ୍ଟ୍ରେସ ନେବା ସହ ଶରୀର ହେଭି ହୋଇଯାଏ । ମାସିକ ଧର୍ମ ଇର ରେଗୁଲାର ହେବାର ବିଭିନ୍ନ ପ୍ରକାରର କାରଣ ହୋଇଥାଏ । ଯଦି ଆପଣଙ୍କର ପିରିଏଡ ଟାଇମରେ ହେଉ ନାହି ତେବେ ଚିନ୍ତା ଲାଗିଥାଏ ।

ଯଦି ଆପଣଙ୍କର ପିରିଏଡ ବିଳମ୍ବ ରେ ହେଉଛି କିମ୍ବା ଏହି ସମୟରେ ଅଧିକ ଯନ୍ତ୍ରଣା ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏକ ରେମେଡି ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରୟୋଗ କରିଲେ ଆପଣଙ୍କର ପିରିଏଡ ସମସ୍ଯା ଦୂର ହେବ । ଆଜି ଆମେ ଆପଣଙ୍କୁ 2ଟି ରେମେଡି ବନାଇବା ଶିଖାଇବୁ । ପ୍ରଥମ ରେମେଡି ତିଆରି କରିବା ପାଇଁ ଏକ ଗ୍ଳାସ ପାଣି କୁ ଫୁଟାନ୍ତୁ ।

ତାପରେ ସେଥିରେ ଅଳ୍ପ ଅଦା ପକାନ୍ତୁ । ଏହାକୁ ଢାଙ୍କି 2 ମିନିଟ ଯାଏଁ ବଏଲ କରନ୍ତୁ । ତା ପରେ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏହା ଅଳ୍ପ ଥଣ୍ଡା ହେବା ପରେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲରେ ମିଶ୍ରଣ କରି ଏହାକୁ ରାତିରେ ଶୋଇବା ପୂର୍ବ ରୁ ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କର ପିରିଏଡ ସମ୍ବଧୀୟ ଯାହା ବି ସମସ୍ଯା ଥିବା ତାହା ନିଶ୍ଚୟ ଦୂର ହେବ ।

ଦ୍ଵିତୀୟ ରେମେଡି ବନାଇବା ପାଇଁ ଏକ ପାତ୍ର ରେ ଏକ ଗ୍ଳାସ ପାଣି ଫୁଟାନ୍ତୁ । ତା ପରେ ଏଥିରେ ଏକ ଚାମଚ ଜୀରା ପକାନ୍ତୁ । ଜୀରା ପିରିଏଡ ସମସ୍ଯା ପାଇଁ ବହୁତ ହେଲ୍ପ ଫୁଲ ଅଟେ । ଏହାକୁ 2 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେମିତି ଜୀରା ର ସବୁ ପୋଷାକ ତତ୍ତ୍ଵ ପାଣି ଭିତରକୁ ଆସିଯିବ । 2 ମିନିଟ ଫୁଟାଇବା ପରେ ଏହି ପାଣି କୁ ଏକ କପ କୁ ଛାଣି ଆଣନ୍ତୁ ।

ପାଣି ଅଳ୍ପ ଥଣ୍ଡା ହେବା ପରେ ଏଥିରେ ଏକ ବ୍ରାଉନ ସୁଗାର ଏକ ଚାମଚ ମିଶାନ୍ତୁ । ଯଦି ଆପଣଙ୍କ ପାଖରେ ବ୍ରାଉନ ସୁଗାର ନାହି ତେବେ ନରମାଲ ସୁଗାର ଏଥିରେ ମିଶାନ୍ତୁ । ଏବେ ଏହାକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ଏହିପରି ଭାବେ ଆପଣ ଏହି 2 ପ୍ରକାରର ରେମେଡି ବନାଇ ପିରିଏଡ ସମସ୍ଯା କୁ ଦୂର କରି ପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ରେମେଡି କେଉଁ ସମୟ ସେବନ କରିବାକୁ ହେବ । ଯଦି ଆପଣଙ୍କର ପିରିଏଡ ଶେଷ 2ରୁ 3 ମାସ ହୋଇ ନାହି କିମ୍ବା ପ୍ରପର୍ଲି ହୋଇ ନାହି ତେବେ ଏହି ଅଦା ଟି କୁ ରାତିରେ ସେବନ କରନ୍ତୁ । ଏଥିରୁ କୌଣସି ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ନାହି ।

ଯଦି ହରମୋନ ଇନ-ବାଲାନ୍ସ କାରଣରୁ ଆପଣଙ୍କର ପିରିଏଡ ଇର-ରେଗୁଲାର ହେଉଛି ତେବେ ଏହି ରେମେଡି କୁ 2ରୁ 3 ଥର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *