କୁମ୍ଭ ରାଶି ବ୍ୟକ୍ତି ଆଜିଠାରୁ ଏହି 3ଟି ଭୁଲ କାମ ବନ୍ଦ କରନ୍ତୁ , ଆଗକୁ ବିପଦ ପଡିପାରେ

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହିଁଥାଏ । କିନ୍ତୁ ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ । ଗ୍ରହର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ । ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ । କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତି କୁ ବହୁତ କିଛି ମିଳିଥାଏ ।

ଯାହା କେବଳ ଗ୍ରହ ମାନଙ୍କ ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ । ଯଦି କୌଣସି ବ୍ୟକ୍ତି ର ଗ୍ରହ ର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମ ରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ ।

ତେବେ ଆସନ୍ତା ଦିନ ରେ କୁମ୍ଭ ରାଶିର ବ୍ୟକ୍ତି ମାନେ ଖୁବ ଭଲ ରେ ରହିବେ ଏବଂ ସେମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ । କିନ୍ତୁ ସେମାନେ ଯଦି କିଛି ଭୁଲ କରନ୍ତି ତେବେ ତାଙ୍କ ଜୀଵନ ରେ ବହୁତ ସମସ୍ୟା ମାନ ଆସିବାର ସମ୍ଭାବନା ମଧ୍ୟ ରହିଛି ତେବେ ଆସନ୍ତୁ ଜାଣିନେବା କି କୁମ୍ଭ ରାଶି କୁ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ।

ତେବେ ପ୍ରଥମରେ ହେଉଛି କୁମ୍ଭ ରାଶି ର କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ ନିଶା ଦ୍ରବ୍ୟ ଉପରେ ବହୁତ ଆସକ୍ତ ଥାଆନ୍ତି ଏବଂ ନିଶା ଦ୍ରବ୍ୟ ସେବନ ସବୁ ଦିନେ କରି ଥାଆନ୍ତି । ତେବେ ଏହା ଛଡା ସେମାନେ ଆଳସ୍ୟ ପ୍ରିୟ ପ୍ରଧାନ ଲୋକ ମଧ୍ୟ ଥାଆନ୍ତି ଆଜିର କାମ କାଲି କରିବା ଏଭଳି କାର୍ଯ୍ୟ କରିଥାନ୍ତି ।

ତେବେ ଏହା ଯୋଗୁଁ ସେମାନେ ବହୁତ ସମସ୍ୟା ର ସାମ୍ନା ମଧ୍ୟ କରିଥାନ୍ତି । ତେବେ କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଖରେ ଭଲ ବନ୍ଧୁ କିମ୍ବା ଭଲ ଜୀଵନ ସାଥି ନଥାନ୍ତି ଏହାର କାରଣ ଆପଣଙ୍କ ଶୁକ୍ର ଦୋଷ ହୋଇଥାଏ ।

ତେବେ ନିଜ ରାଶି ରେ ସବୁଠାରୁ ବଡ଼ କାର୍ଯ୍ୟ ହେଉଛି ଶନିଦେଵ ଙ୍କୁ ପ୍ରସନ୍ନ କରିବା । ତେବେ ଆପଣ ସର୍ଵଦା ନ୍ୟାୟ,ସତ୍ୟ ପଥରେ ଥିଲେ ଏବଂ କର୍ମଠ ଥିଲେ ଶନିଦେବ ଆପଣଙ୍କ ଉପରେ ବହୁତ ଖୁସି ହୋଇଥାନ୍ତି ଏବଂ ଆପଣ ଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥାନ୍ତି ।

ତେବେ ନିଜର ଧନ କୁ ବୃଦ୍ଧି କରିବା ଏବଂ ସଞ୍ଚୟ କରିବା ପାଇଁ ଆପଣ ବୃହସ୍ପତି ଙ୍କୁ ଖୁସି କରିବା ଆବଶ୍ୟକ ତେବେ ଶୁକ୍ର ଏବଂ ବୃହସ୍ପତି ଙ୍କୁ ଖୁସି କରିବାକୁ ହେଲେ ଆପଣ ନୀତିଦିନ ସକାଳୁ ଭୋର ରୁ ଉଠିବେ ଏବଂ କିଛି କେଶର ନେଇ ସେଥିରେ ଗଙ୍ଗାଜଳ କିମ୍ବା ଖାଲି ପାଣି ମିଶାଇ ତାର ତିଳକ ପ୍ରସ୍ତୁତ କରି ନିଜ ଅନାମିକା ଆଙ୍ଗୁଠି ରେ ନେଇ ନିଜ ମଥାରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଜୀବନରେ ଧନ ର ଆଗମନ ମଧ୍ୟ ହେବ ।

ତେବେ ଆପଣ ଗୁରୁ ବାର ଦିନ କିଛି ହଳଦିଆ ଵସ୍ତୁ କୁ ଦାନ କରନ୍ତୁ ଯେପରି କଦଳୀ,ଡାଲି ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ଗ୍ରହ ଦୋଷ କଟିଥାଏ ଏବଂ ଆପଣ ଖୁସିରେ ଜୀଵନ ଯାପନ କରନ୍ତି ।

Leave a Reply

Your email address will not be published. Required fields are marked *