Vastu Tips- ଆପଣଙ୍କ ଘରେ ଲେମ୍ବୁ ଗଛ ଅଛି କି ? ତେବେ ହେଇ ଯାଆନ୍ତୁ ସାବଧାନ !

ବନ୍ଧୁଗଣ ଯଦି ଆପଣଙ୍କ ଘରେ ଲେମ୍ବୁ ଗଛଟେ ଅଛି ତାହେଲେ ଆପଣଙ୍କୁ ଏମିତି କାମ କରିନେବା ଜରୁରୀ ଅଟେ । ନହେଲେ ଆପଣଙ୍କ ଘର ପ୍ରତି ବହୁତ ବଡ ବିପଦ ମାଡ଼ି ଆସିବ । ଖାଲି ଲେମ୍ବୁ ଗଛଟେ ଘରେ ରହିଲେ ହେବନି । ଯଦି ଲେମ୍ବୁ ଗଛଟେ ଆପଣଙ୍କ ବାଡି ବା ଅଗଣାରେ ଅଛି ତେବେ ନିଶ୍ଚିନ୍ତ ଏହି ଉପାୟ ଟି କରିନେବା ଜରୁରୀ ଅଟେ । ନହେଲେ ଆପଣଙ୍କୁ ପରିବାରରେ ଘୋର ବିପଦ ମାଡ଼ି ଆସିବ । ଉପାୟଟି କଣ ଆସନ୍ତୁ ଜାଣିବା ।

ଆପଣମାନେ ମଧ୍ୟ ସମସ୍ତେ ଜାଣିଥିବେ ବଡ ବଡ ପଣ୍ଡିତ ମାନେ ତାଙ୍କ ଶାସ୍ତ୍ର ବିଦ୍ୟାରୁ ଜଣାଇଛନ୍ତି କି ନିଜ ବାଡ଼ିରେ କୌଣସି କଣ୍ଟା ଜାତୀୟ ବୃକ୍ଷ ରଖିବା କଥା ନୁହେଁ । ବେଲ ଗଛକୁ ଛାଡିଦେବା ପରେ । କିନ୍ତୁ ଯଦି ଆପଣ ରଖୁଛନ୍ତି ତେବେ ବାସ୍ତୁ ମୂତବିକ ତାହା ପାଇଁ କିଛି ଉପାୟ କରି ନେବା ଉଚିତ । ଯଦି ଏହି ଉପାୟ କରିନେଉଛନ୍ତି ତାହେଲେ ଆପଣଙ୍କ ଘର ପାଇଁ କିଛି ବିପଦ ଆସିବ ନାହିଁ । କାହିଁକି ନା ସମସ୍ତଙ୍କ ଘରେ ଲେମ୍ବୁ ଗଛଟିଏ ରଖୁଛନ୍ତି ।

ଲେମ୍ବୁ ହେଲେ କାମରେ ଲାଗୁଛି । କିନ୍ତୁ ସେହି ଲେମ୍ବୁ ଗଛ ଖାଲି ରଖିଦେଲେ ହେବ ନାହିଁ ତାହାର ଯଦି ଆମେ କିଛି ଉପାୟ କରିନେଉଛେ ତେବେ ଆପଣଙ୍କ ଘର ପ୍ରତି ସବୁ ବିପଦ ଟଳିଯିବ । ପ୍ରଥମ ତ ଆପଣ ମାନେ ଜାଣିଛନ୍ତି ଶନିଦଶା ବିଷୟରେ । ଶନି ଙ୍କ କୋପ ଦୃଷ୍ଟି ଯାହା ଉପରେ ପଡିଯାଇଥାଏ,ଯେଉଁ ବି ଘର ଉପରେ ପଡିଯାଇଥାଏ ସେ ଘର କେବେବି ଆଗକୁ ଉନ୍ନତି କରିପାରେ ନାହିଁ । ସବୁବେଳେ କିଛି ନା କିଛି ଅଶାନ୍ତି ଲାଗି ରହିଥାଏ । କିନ୍ତୁ ଏହି ଶନି ଭଗବାନ ଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଆପଣଙ୍କୁ କିଛି ଉପାୟ କରିବାକୁ ହେବ । ଯଦି ଶନି ଭଗବାନ ସନ୍ତୁଷ୍ଟ ହେଇଛନ୍ତି ତାହେଲେ ଆପଣଙ୍କ ଘରେ ଧନର ବର୍ଷା ହେବ ।

କାହାର କେବେ ବି କିଛି ଅସୁବିଧା ହେବ ନାହିଁ । ଯଦି ଘରେ ଲେମ୍ବୁ ଗଛ ଟିଏ ଅଛି ତାହେଲେ ସେହି ଲେମ୍ବୁ ଗଛର ଆପଣ ପ୍ରତେକ ମାସର ପ୍ରଥମ ଶନିବାର ରେ ଗଛରୁ ଲେମ୍ବୁ ଆଣନ୍ତୁ । ଯଦି ବି ଗଛ ଆପଣଙ୍କ ବାଡ଼ିରେ ନାହିଁ ତାହେଲେ ଯଦି ବଜାରରୁ ଗୋଟେ ଲେମ୍ବୁ କିଣି ଆଣି ଏହି ଉପାୟ କରନ୍ତି ତେବେ ମଧ୍ୟ ଏହା ଆପଣଙ୍କ ଘର ପାଇଁ ବହୁତ ଭଲ ହେବ । ଲେମ୍ବୁ ତିନୋଟି ଆଣିବେ, ସାତଟି ଲଙ୍କା ନେବେ, ଖଣ୍ଡେ ହଳଦୀ ନେବେ ।

ଆପଣ ମାନେ ତ ଜାଣନ୍ତି କେଉଁ ଭଳି ଭାବରେ ଲବୁ ଏବଂ ଲଙ୍କା କୁ ଗୁନ୍ଥା ଯାଏ । ଏହି ଗୁନ୍ଥା ହୋଇଥିବା ଲେମ୍ବୁ ଲଙ୍କା ଏବଂ ହଳଦୀ କୁ ଆପଣଙ୍କ ଘରର ସାମ୍ନାରେ ଲଗାଇଦିଆନ୍ତୁ । ପ୍ରତେକ ମାସର ପ୍ରଥମ ଶନିବାର ଦିନ ଯେମିତି କି ସବୁ ଲୋକଙ୍କ ନଜର ତାହା ଉପରେ ପଡୁଥିବ । ଦେଖିବେ ଆପଣଙ୍କ ଘରେ ସବୁ ଶନିଦଶା କଟିଯିବ । ଶନି ଙ୍କ କୃପା ଲାଭ ହେବ । ତାହା ସହିତ କାହାରି ମଧ୍ୟ କୋପ ଦୃଷ୍ଟି ପଡ଼ିବ ନାହିଁ ।

ଯାହା ଫଳରେ ଆପଣଙ୍କ ଘର ଉପରେ କୌଣସି କୁପ୍ରଭାବ ଆସିବ ନାହିଁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ପରିବାର ଲୋକମାନେ ମଧ୍ୟ ସୁଖରେ ରହିବେ । ଆପଣଙ୍କ କୌଣସି ଦୁଃଖ ଦଶା ଆସିବ ନାହିଁ । କାହିଁକି ନା ଖାଲି ଘରେ ଲେମ୍ବୁ ଗଛ ଟିଏ ରଖିଲେ ଚଳିବନି ଏହି ଉପାୟ ମଧ୍ୟ କରିବା ନିହାତି ଜରୁରୀ ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *