ଦୁନିଆରେ ଅନେକ ପ୍ରକାର ଖାଦ୍ଯ ଅଛି ମାତ୍ର କିଏ କେଉଁ ଭଳି ଖାଇବ୍ବା ପାଇଁ ଭଲ ପାଇ ଥାଏ ଏହା ଆମ ଉପରେ ନିର୍ଭର କରି ଥାଏ । ଆମେ କିଛି ଲୋକମାନେ ଷାଢା ଖାଇବା ପାଇଁ ଭଲ ପାଇ ଥାଉ ଓ କିଛି ଲୋକମାନେ ଆମିଷ ଖାଇବା ପାଇଁ ଭଲ ପାଇ ଥାଉ । ମାତ୍ର ସାଧାରଣ ଭାବେ କିଛି ଜଣ ମାଛ ଖାଇବା କୁ ଭଲ ପାଇ ଥିଲେ ମଧ୍ୟ ସେମାନେ ଏହାକୁ ଖାଇବ୍ବା ପାଇଁ ଡଋ ଥାନ୍ତି । ଏହାର କାରଣ ହେଉଛି ଏହାର କଣ୍ଟା ।
ମାତ୍ର ଅନେକ ଜାଗାରେ ବହୁତ ଲୋକମାନେ ଏହାକୁ କଣ୍ଟା ସହ ଖାଇ ନେଇ ଥାନ୍ତି । ଯେଉଁ ମାନେ ଖାଇବା ଉପରେ ଅଭ୍ୟସ୍ତ ଥାନ୍ତି ସେମାନେ ଏହାକୁ ଖୁବ ଜଲ୍ଦି କହାୟ ଦେଇ ଥାନ୍ତି । ଯେଉଁ ମାନେ ଏହାକୁ ଖାଇବା ପାଇଁ ପସନ୍ଦ କରନ୍ତି ମାତ୍ର ବଡ ବଡ ମାଛ ଥିଲେ ହିଁ ସେମାନେ ଏହାକୁ ଖାଇ ପାରନ୍ତି ।
ଖାଇବା ବେଳେ ସେମାନେ ଦୁଇ ହାତର ବ୍ୟବହାର କରି ଦେଇଥାଏ । ଆଜି ଆମେ କହିବା କି ମାଛ କୁ ଆମେ ଅଜଦି ଖାଇବା ପାଇଁ ଚାହୁଁ ଛେ ତେବେ ଆମେ ଏହାକୁ କିଭଳି ଖାଇବେ । ଯଦି ଭି କଣ୍ଟା ଲାଗି ଯାଇ ଥାଏ ତାହେଲେ ଆପଣ କଣ କଣ କରିବେ ଏହା ପାଇଁ ।
ଏହା ପାଇଁ କିଛି ଜଣ ମାଂସ ମଧ୍ୟ ଖାଇବା ଅଧିକା ପସନ୍ଦ କରି ଥାଉ । ମାତ୍ର ଆମେ ଯଦି ମାଛ ଖାଇବା ବେଳେ ଏହା ଆମ ଗଳାରେ ଲାଗି ଥାଏ ଆମକୁ କାଶ ହୋଇଥାଏ ଓ ଆମକୁ ବିରକ୍ତର ମଧ୍ୟ ଲାଗିଥାଏ । ଆମକୁ ଅନ୍ୟ କ୍କିହହୀ ଖାଇବା ରେ ଅସୁବିଧା ହୋଇ ଥାଏ ।
ଆପଣ ଯଦି ଦୁଇ ତି କାମ ଅକରିବେ ତେବେ ଆପଣଙ୍କ କଣ୍ଟା ଆରାମରେ ବାହାରି ଜୀବ । ମାତ୍ର ଆପଣ ଭୁଲ ରେ ଭ୍ହି ପାଣି ପିଆନ୍ତୁ ନି କିମମ୍ବା କ୍ଷାଶୀ କ୍ଷାଶୀ ବାନ୍ତି କରନ୍ତୁ ନି । ଏହା ଦ୍ଵାରା ଆପଣଙ୍କର କ୍ଷତି ହୋଇଥାଏ । ଆପଣ ଯଦି ଭୁଲ ରେ ମାଛ ଖାଇ ନେଲେ ଓ ତଣ୍ଟି ରେ ଏହା ଲାଗି ଯାଇ ଥାଏ ।
ତେବେ ଆପଣ କିଛି ଉଷୁନା ଭାତକୁ ନେବେ ଏହାର ଚକୁଟିକି ଦୁଇ ରୁ ତିନି ଗୁଲା କରି ନେବେ ଏହା ପରେ ଆପଣ ଏହାକୁ ନ ଚୋବାଇକି ସିଧା ସଳଖ ଭାବେ ଗିଳି ଦେବେ । ଦ୍କେହିବେ ଆପଣ ଭଲ ପରିଣାମ ପାଇବେ । ଏହି ଉପାୟ କୁ ଆମ ପୂର୍ବ ଲୋକମାନେ ମଧ୍ୟ କରୁଥିଲେ ସେମାନେ ଏହା ଦ୍ଵାରା ଅନେକ ଥର କଣ୍ଟା କୁ ତଣ୍ଟି ରୁ ଖସାଇ ଦେଇ ଥାନ୍ତି । ଆପଣ ଜଦି ଭାତ ପାଉନାହାନ୍ତି ତେବେ ଆପଣ କିଛି ଚୂଡା ନେଇକି ଏହାକାଉ କହାୟ ପାରିବେ ।
ଯଦି ଏହି ଉପାୟ ପରେ ମଧ୍ୟ ଆପଣଙ୍କ କଣ୍ଟା ଯାଇ ନି ତେବେ ଆପଣ 2 ରୁ 3 ତି ପାଚିଲା ଓ ବଡ ଆକଦଳୀ ନେବେ ଏହାକୁ ମୁହଁରେ ସେହି ଯାଏ ରଖିଇବେ ଯେଉଁ ଯାଏ ଏହା ଆପଣଙ୍କ ମୁହଁ କୁ ଫୁଲ ନ କରି ଦେଇଛି ଏହା ପରେ ଆପଣ ଏହାକୁ ଗିଳି ଦେବେ । ଆପଣ ଏହି ଭଳି କରିବା ଦ୍ଵାରା ଆପଣଙ୍କ କଣ୍ଟା ଖଷିଜୀବ ।