ଏହି ମାସ ଶେଷକୁ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପାରଗ, 4ଟି ରାଶିରେ ହେବ ଧନର ବର୍ଷା…. ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ

ଭାରତ ସହ ଅନ୍ୟ ଜାଗା ମାନଙ୍କରେ ସୂର୍ଯ୍ୟ ଗ୍ରହଣ ସହ କିଛି ଚନ୍ଦଦ୍ର ଗ୍ରହଣ ମଧ୍ୟ ଲାଗିବା ପାଇଁ ଯାଉଛି । ଏହା ଅମଧ୍ୟ ଆପଣ ଜାଣି ନିଅନ୍ତୁ କି ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ହେଉ ଏହାର ପ୍ରଭାବ ଆମ ଉପରେ ପଡିଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ପାଇଁ ଅନେକ ଦେବ ନୀତି ଅଛି ମାତ୍ର ଏହା ଓଡିଶା ରେ ମାନ୍ୟ ହେବ କି ନାଇ ଏହାକୁ ଭାରତ ର କେଉଁ କେଉଁ ଜାଗାରେ ମାଣିବେ ଏହା ସହ କେଉଁ କେଉଁ ଜାଗାରେ ଆମେ ଏହାକୁ ସମ୍ମାନ ଦେବା ।

ଆଜି ଆମେ କହିବା କି ମୋଟ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଜାଊ ଥିବା ବେଳେ କେଉଁ ଟି ଆଂଶିକ ଭାବେ ଲାଗିବ । ଚନ୍ଦ୍ର ଗ୍ରହଣ ମାନ ସଂପୂର୍ଣ୍ଣ ଭାବେ ଲାଗିବା ପାଇଁ ଯାଉଛି । 2022 ରେ ସୂର୍ଯ୍ୟ ପରାଗ ଆଂଶିକ ଲାଗିବ ପ୍ରଥମ ପରାଗ 30 ଏପ୍ରିଲ ମାସରେ ଦେଖିବା ପାଇଁ ମିଳୁଛି । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ଏହା ଆମ ଭାରତରେ ଦୃଶ୍ୟମାନ ହେବେନି ।

ଏହା ପ୍ରଶାନ୍ତ ମହାସାଗର ର ଦକ୍ଷିଣ ଦିଗରେ ଦେଖା ଜୀବ । ଭାରତ ସମୟ ଅନୁସାରେ ଏହା 12 ରାତିରେ ଆରମ୍ଭ ହୋଇ ରାତି 4 ରେ ଶେଷ ହୋଇଯିବ । ଏହା ପରେ ଆଉ ଏକ ପରାଗ 25 ଅକ୍ଟୋବର ରେ ଦେଖିବା କୁ ମିଳିବ । ଏହା ଦୀପାବଳି ପରଦିନ ଲାଗୁଛି ଏହା ଭାରତରେ ଆଙ୍ଗଶିକ ଭାବେ ଦେଖାଯିବ । ଏହା ଆମର ଆଣ୍ଟାର୍କଟିକା ରେ ମଧ୍ୟ ଦେଖା ଜୀବ ।

ଏହା ଓଡିଶାରେ ମଧ୍ୟ ମାନ୍ୟ ହେବ ଓ ଦେଖାଯିବ ମଧ୍ୟ ଏହି ଗ୍ରହଣ ଲାଗିବାର ସମୟ ହେଉଛି ଦିବା 2.28 ରେ ଆରମ୍ଭ ହୋଇକି ସନ୍ଧ୍ୟା 6.32 ଯାଏ ରହିବ । ଏହା ପାଇଁ ପାକ ନିଷେଧ ରହିବ । ଏହାର ପୂର୍ବ ଦିନ ରୁ ଏହା ସବୁ ବନ୍ଦ ହୋଇଯିବ । ଦେବନିତି ମଧ୍ୟ ବନ୍ଦ ହୋଇଯିବ । 24 ତାରିଖରୁ ରାତି ଏହା ଆରମ୍ଭ ହେବ । ଏହା 6.33 ଯାଏ ନିଷେଧ ଅଟେ । ଏବେ ଜାଣିବା ଚନ୍ଦ୍ର ଗ୍ରହଣ ହେବ ।

ପ୍ରଥମ ଥର ପାଇଁ 16 ମେ 2022 ର ସୂମବାର ଦିନ ଦେଖାଯିବ । ଏହା ସକାଲେ ଆରମ୍ଭ ହୋଇକି ସକାଳେ ଶେଷ ହୋଇଯିବ । ଏହା ଆମକୁ ଦ୍ରୁଶ୍ଯ ହେବନି ॥ ତେନନୁ ଏହାକୁ ମାନ୍ୟ କରାଯିବ ନି ଏହାକୁ ଖଗ ଗ୍ରହଣ ମଧ୍ୟ କୁହାଯାଏ । ସୁତକ କାଳ ମାନ୍ୟ ହେବନି ସକାଳ 7.57 ରେ ଲାଗିକି 11.25 ରେ ଏହା ଶେଷ ହୋଇଯିବ ।

ଏହା ଇଉରୋପ, ଆମେରିକା, ଆଣ୍ଟାର୍ଟିକା ମାନଙ୍କ ରେ ଦେଖାଯିବ । ବଡ ଗ୍ରହଣ ଏହି ବର୍ଷର କାର୍ତ୍ତିକ ପୂର୍ଣ୍ଣିମା ରେ ଏହା ଲ୍ଲାଗିବ୍ବା ପାଇଁ ଯାଉଛି ଏହା ସଂପୂର୍ଣ୍ଣ ଲାଗିବା ଏହା ସହ ଏହା ପାଇଁ ସବୁ ଦେବନିତି ମାନ୍ୟ ହେବ ସୁତକ କାଳ ମଧ୍ୟ ମାନ୍ୟ ହେବ ପକା ନିଷେଧ ରହିବ ।

ଏହା ଦିନରେ ଆରମ୍ଭ ହୋଇକି ଚନ୍ଦ୍ର ଆସିବା ଆଗରୁ ଶେଷ ହୋଇଯିବ 2.38 ରେ ଆରମ୍ଭ ହୋଇକି 6.19 ରେ ଶେଷ ହୋଇଯିବ । ଏହା ପରେ ଆପଣ ଦେବନିତି କରି ପାରିବେ । ଭାରତ ସହ ଅନ୍ୟ ଜାଗାରେ ମଧ୍ୟ ଏହା ଦୃଶ୍ୟମାନ ହେବ । ଏହା ସହ ଚାରି ରାଶିଙ୍କ ପାଇଁ ମଧ୍ୟ ଏବେ ଭଲ ସମୟ ଅଛି ।

Leave a Reply

Your email address will not be published. Required fields are marked *